ଭଉଣୀର ମେହେନ୍ଦୀରେ ସିଗାରେଟ୍ ଟାଣିଲେ ଅନନ୍ୟା
ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସମ୍ପର୍କୀୟ ଅଲାନା ପାଣ୍ଡେଙ୍କ ମେହେନ୍ଦୀ ସମାରୋହରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ମେହେନ୍ଦୀ ସମାରୋହର କିଛି ଫାଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି।ଏହି ଫଟୋରେ ଚଙ୍କି ପାଣ୍ଡେଙ୍କ ଲଡଲୀ ସମସ୍ତଙ୍କ ସାମ୍ନାରେ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି। ଅନନ୍ୟାଙ୍କର ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଅନନ୍ୟା ସିଗାରେଟ୍ ଟାଣୁଥିବାବେଳେ ତାଙ୍କ ଚାରିପାଖରେ ଅନେକ ଲୋକ ଠିଆ ହୋଇଛନ୍ତି। ୟୁଜର୍ସ ଅନନ୍ୟାଙ୍କ ଏହି ଫଟୋ ଗୁଡ଼ିକ ଉପରେ ବହୁତ କମେଣ୍ଟ କରୁଛନ୍ତି ।
