ଭଦ୍ରକ ରାଣୀତାଲ ସ୍ଥିତ କୃଷି ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ
ଭଦ୍ରକ ରାଣୀତାଲ ସ୍ଥିତ କୃଷି ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ। ଜିଲ୍ଲା ସ୍ତରୀୟ କୃଷକ ଦିବସ – ୨୦୨୫ ରେ ଯୋଗ ଦେଇଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ Suryabanshi Suraj, ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ , ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସିତାଂଶୁ ଶେଖର ମହାପାତ୍ର ସମେତ ଜିଲ୍ଲାପାଳ ଓ କୃଷୀ ଅଧିକାରୀ ମାନଙ୍କ ଉପସ୍ଥିତିରେ ଅକ୍ଷି ମୁଠି ଅନୁକୂଳ କରିଥିଲେ ,ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ।କୃଷି ଓ କୃଷକ ସମୃଦ୍ଧ ହେଲେ ହିଁ ରାଜ୍ୟ ବିକଶିତ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ Suryabanshi Suraj।
