ମହାପ୍ରଭୁଙ୍କ ନୂଆ ସେନାପଟା ପ୍ରସ୍ତୁତି ପାଇଁ ବଉଳ କାଠର ଆବଶ୍ୟକତା ଅଛି l
ମହାପ୍ରଭୁଙ୍କ ନୂଆ ସେନାପଟା ପ୍ରସ୍ତୁତି ପାଇଁ ବଉଳ କାଠର ଆବଶ୍ୟକତା ଅଛି l ଆବଶ୍ୟକ ବଉଳ ଗଛର ଲମ୍ବ ଅନ୍ୟୁନ ମୂଳ ଠାରୁ ୧୦ ଫୁଟ୍ ( ଶାଖା ବିହୀନ) ଏବଂ ଗୋଲେଇ ଅତିକମରେ ୪ ଫୁଟ୍ ହୋଇଥିବ l ନିଜ ଜମିରେ ଏଭଳି ଗଛ ଥିବା ଏବଂ ମହାପ୍ରଭୁଙ୍କ ସେବାରେ ଦାନ କିମ୍ବା ମୂଲ୍ୟ ବିନିମୟରେ ଦେବାକୁ ଇଚ୍ଛୁକ ଜଗନ୍ନାଥ ପ୍ରେମୀ ବ୍ଯକ୍ତି, ଶ୍ରୀମନ୍ଦିର ପ୍ରଶାସନ, ପୁରୀଙ୍କୁ ୭ଦିନ ମଧ୍ୟରେ ଲିଖିତ ଭାବେ ଅନୁରୋଧ କରିପାରିବେ lମନୋଜ କୁମାର ବଳିୟାରସିଂ
