ମାଇକ୍ରୋସଫ୍ଟର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ-ଶ୍ରୀମଦ ଭଗବତ ଗୀତା

ମାଇକ୍ରୋସଫ୍ଟର ଚାକିରି ଛାଡି ପଢୁଛନ୍ତି ଭାରତୀୟ ଦର୍ଶନ – ଶ୍ରୀମଦ ଭଗବତ ଗୀତା ଜାପାନର ଏକ ଯୁବତୀଙ୍କର ଜୀବନ ଉପରେ ଏପରି ପ୍ରଭାବ ଛାଡିଛି ଯେ ସେ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନୀର ଚାକିରିକୁ ପଦାଘାତ କରିଦେଲେ ଏବଂ ଏବେ ଜାପାନରେ ଗୀତା ଏବଂ ଭାରତୀୟ ଦର୍ଶନ ପଢେଇବାର କାମ ଆରମ୍ଭ କରିଛନ୍ତି। ଏହି ଯୁବତୀଙ୍କର ନାମ ରିକୋ ୱାଥାବେ ଅଟେ

ଏବଂ ତାଙ୍କୁ କେହି ଅପରିଚିତ ବ୍ୟକ୍ତି ଗୀତା ଉପହାର କରିଥିଲେ ଏବଂ ମାତ୍ର ତିନି ଦିନରେ ସେ କୁରୁକ୍ଷେତ୍ର ଆସିଯାଇଥିଲେ ।ହଁ କିନ୍ତୁ ସେ ଶ୍ରୀମଦ ଭଗବତ ଗୀତା ଉପରେ ଆୟୋଜିତ ସଂଘରେ ଜାପାନରେ ଶ୍ରୀମଦଭାଗବତ ଗୀତା ଉପରେ ନିଜର ଗବେଷଣା ପତ୍ର ପାଢୀଥିଲେ।

Leave a comment