ରସୁଣକୁ ତକିଆ ତଳେ ରଖି ଶୋଇଲେ ହୋଇଥାଏ ଖୁବ୍‌ ଲାଭ

ଶିରା ଏବଂ ଧମନୀ ସମସ୍ୟା ଥିବା ଲୋକମାନେ ରସୁଣ ବ୍ୟବହାର କଲେ ଭଲ । ରସୁଣ ହୃଦଘାତ ଓ ଯକୃତ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଏକ ଉପଯୁକ୍ତ ଔଷଧ । ରାତିରେ ରସୁଣକୁ ମୁଣ୍ଡ ତଳେ ରଖି ଶୋଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ଏହା ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହାବ୍ୟତୀତ ଜୀବନରେ ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ ।ଧମନୀକୁ ସଫା ରଖେ। ଏହାବ୍ଯତୀତ ଗରମ କ୍ଷୀରରେ ରସୁଣକୁ ଛେଚି ପକାଇ ମହୁ ସହ ମିଶାଇ ପିଇଲେ ରାତିରେ ନିଜ ଭଲ ହୋଇଥାଏ । ବିପି ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ରସୁଣ ।