ରାଜକନିକା ବ୍ଲକ ଅନ୍ତର୍ଗତ ଅଚ୍ୟୁତ ପୁରୁ ଗ୍ରାମ ର ବିବେକାନନ୍ଦ ବିଶ୍ଵାଳ ହାଇଦ୍ରାବାଦ ରେ ଦୁର୍ଘଟଣା ର ଶିକାର ହୋଇଛନ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଭାରି ଗଦା ଗ୍ରାମ ପଞ୍ଚାୟତ ରେ ଥିବା ଅଚ୍ୟୁତ ପୁରୁ ଗ୍ରାମ ର ଭରତ ଚନ୍ଦ୍ର ବିଶ୍ବାଳ ଙ୍କ ଏକ ମାତ୍ର 19 ବର୍ଷୀୟ ପୁତ୍ର ବିବେକା ନନ୍ଦ ବିଶ୍ବାଳ ଜେହେକି ହାଇଦ୍ରାବାଦ ସହର ରେ ଏକ ବେସରକାରୀ ଘରୋଇ କମ୍ପାନୀ ରେ କାମ କରୁ ଥିଲେ !
ସନ୍ଧ୍ୟା ସମୟ ରେ କମ୍ପାନୀ ରୁ କାମ କରି ଫେରୁ ଥିବା ସମୟ ରେ ତାଙ୍କୁ ପଛପଟରୁ ଏକ ମଟର ସାଇକେଲ ଧକା ଦେଇଥିଲା !
ଫଳରେ ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗି ଥିଲା ବର୍ତ୍ତମାନ ସେ ହାଇଦ୍ରାବାଦ ରେ ଚିକିତ୍ସ ହେଉଛନ୍ତି !
ତାଙ୍କର ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ବୋଲି ସେ ସୋଷୀୟାଲ ମିଡ଼ିଆ ମାଧ୍ୟମ ରେ ନିବେଦନ କରାଯାଇଥିଲା !
ଏହି ଖବର ପାଇ ଭଦ୍ରକ ଜିଲ୍ଲା ର ଅଗ୍ରୋଣି ସୋଛା ସେବୀ ଅନୁଷ୍ଠାନ ରମାକାନ୍ତ ସୋଛା ସେବୀ ସଂଗଠନ ଆସି ତାଙ୍କ ଘରେ ପହଞ୍ଚି ଥିଲେ !
ଏହା ପରେ ଅସହାୟ ବିବେକାନନ୍ଦ ଙ୍କ ପରିବାର କୁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ !
ରାସନ ସାମଗ୍ରୀ ଶୁଖିଲା ଖାଦ୍ୟ ସହିତ କିଛି ନଗତ ଟଙ୍କା ର ସାହାଯ୍ୟ କରିଥିଲେ !
ଏହି ପରିପିଖି ରେ ରମାକାନ୍ତ ଫାଉଣ୍ଡେସନ ର ପରିଚାଳକ ରତିକାନ୍ତ ଏବଂ ବିବେକାନନ୍ଦ ଙ୍କ ଅସହାୟ ପରିବାର ସମସ୍ତ ସୋଛା ସେବୀ ସଂଗଠନ ଓ ରାଜ୍ୟ ସରକାର ଙ୍କୁ ବିବେକାନନ୍ଦ ର ଚିକିତ୍ସା ପାଇଁ ସହଯୋଗ ର ହାତ ବଢ଼ାଇ ବାକୁ ବିନବ୍ର ଅନୁରୋଧ କରିଛନ୍ତି !

ପଟ୍ଟାମୁଣ୍ଡାଇ ରୁ Bipin Mallick ଙ୍କ ରିପୋର୍ଟ HR tv odia