ଲାଞ୍ଚ ନେଇ ଧରାପଡ଼ିଲେ ତାଳଚେର ଥାନା ଏଏସଆଇ

ଭିଜିଲାନ୍ସ ଜାଲରେ ୩୦୦୦ ଟଙ୍କା ଲାଞ୍ଚ ନେଇ ଫସିଲେ ତାଳଚେର ଥାନା ଏଏସଆଇ ଧରଣୀଧର ରଥ | ଥାନା ଭିତରେ ମାଡି ବସିଲା ଭିଜିଲାନ୍ସ| ଥାନାରୁ ମୁକୁଳିବା ପାଇଁ ନେଉଥିଲେ ଲାଞ୍ଚ ତେବେ ତାଙ୍କ ପୈତୃକ ଘର ଓ ଭଡା ଘରେ ଚଢ଼ାଉ ଜାରି |

You might also like