ଲାଞ୍ଚ ନେଇ ଧରା ପଡ଼ିଲେ ଆଇ ଆଇ ସି

ଲାଞ୍ଚ ନେଇ ଧରା ପଡ଼ିଲେ ଆଇ ଆଇ ସି।୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ କଟକ ସି ଆର୍ ଆର୍ ଆଇ ଥାନାର ଆଇ ଆଇ ସି ବିଜୟ କୁମାର ବାରିକ।