ସାପ କାମୁଡିବା ପରେ କିପରି ଉପଚାର କରିବା କରାଯିବ ଜାଣନ୍ତୁ

ସାପ କାମୁଡିବା ପରେ ନ ଡରି ତାର କିପରି ଉପଚାର କରିବା କରାଯିବ ତାହା ଦେଖିବା ଉଚିତ୍ , ସାପ କାମୁଡିଲେ ମନରେ ଭୟ ଆସିଯାଏ , ନିଶ୍ୱାସ ଅଧିକା ବେଗ ହୋଇଯାଏ , ଓ ଶରୀରରେ ରକ୍ତ ସଂଚାଳନ ଅଧିକ ହୋଇଯାଏ , ରକ୍ତ ପ୍ରବାହ ଅଧିକ ହୋଇଯାଏ , ଏମିତିରେ ମସ୍ତିଷ୍କ ଓ ହୃଦୟକୁ ଶାନ୍ତ କରିବାକୁ ହେଲେ କିଛି ଉପାୟ କରିବାକୁ ପଡିଥାଏ । ଯଦି ଆପଣଙ୍କ ଜାଗାରୁ ମେଡିକାଲ୍ ବହୁତ ଦୁରରେ ଅଛି , ତେବେ ବିଷ ଶରୀରରେ ପ୍ରବାହ ହେବାକୁ ୨-୩ ଘଣ୍ଟା ଲାଗିଥାଏ , ଏମିତିରେ ଡାକ୍ତରଙ୍କ ଚିକିତ୍ସା ଦରକାର ପଡିପାରେ , ତେବେ ଏହି ଉପାୟ କଲେ ତାହାର ପ୍ରାଥମିକ ଉପଚାର ହୋଇପାରିବ ।

ବାନ୍ତି କରାନ୍ତୁ : ସାପ କାମୁଡିଲେ ପୀଡିତ ଲୋକକୁ ବାନ୍ତି କରାନ୍ତୁ , ଏହା ପରେ ଘିଅ ପିଆନ୍ତୁ , ଗରମ ପାଣି ପିଆନ୍ତୁ ,ବାନ୍ତି ହୋଇଯିବ ଓ ଶରୀରରେ ବିଷର ମାତ୍ରା କମ୍ ହୋଇଯିବ ।

ହରଡ ଡାଲି ଖୁଆନ୍ତୁ : ହରଡଡାଲି ଖୁଆଇଲେ ସାପର ବିଷ କମ୍ ହୋଇଯାଏ , ହରଡ ଡାଲିରେ ସାପର ବିଷ ଝଡାଇବାର ଶକ୍ତି ଥାଏ ।

ରସୁଣ : ସାପ କାମୁଡିଲେ ରସୁଣକୁ ପେଶିକରି ପେଷ୍ଟ କରିନିଅନ୍ତୁ , ତାପରେ ମହୁ ମିଶାଇକରି ତାକୁ ସାପ କାମୁଡିଥିବା ଜାଗାରେ ଲଗାଇଦିଅନ୍ତୁ , ଏମିତି କଲେ ବିଷ ଝଡିବାରେ ସାହାଯ୍ୟ ମିଳିବ ।

କିରୋସିନି ଓ ପିଆଜର ଲେପ : ଦୁଇଟି ପିଆଜ କାଟିକରି ସେଥିରେ କିଛି ବୁନ୍ଦା କିରୋସିନି ମିଶାନ୍ତୁ , ଓ ତାକୁ ସାପ କାମୁଡିଥିବା ଜାଗାରେ ଲେପ ଦିଅନ୍ତୁ , କିଛି ସମୟ ପରେ ଏହା ସବୁଜ ରଙ୍ଗ ହୋଇଯିବ , କାରଣ ପିଆଜ ସବୁ ବିଷକୁ ଶୋଶି ନେଇଥିବ ।

କଡି ପତ୍ରର ସେବନ : କଡି ପତ୍ରର ସେବନରେ ବହୁତ ଉପଶମ ମିଳିଥାଏ , କାରଣ ଏଥିରେ ଔଷଧୀ ଗୁଣ ମହଜୁତ ଥାଏ , ସାପ କାମୁଡିଲେ ଏହି ପତ୍ରକୁ ପେଷ୍ଟ କରି ପିଇଲେ ବିଷ ଝଡିଯାଏ ।

ଉପରୋକ୍ତ ଉପଚାର ଉପାୟ କୁ ଆପଣାଇଲେ ସାପର ବିଷ ଝଡିଯିବ , ଏଥିପାଇଁ ବ୍ୟକ୍ତିର ହୃଦୟ ଓ ମସ୍ତିଷ୍କ କାମ କରୁଥିବା ଦରକାର , ଭୟ ଯୋଗୁଁ ଅଧିକା ବିଷ ଦେହରେ ପ୍ରବାହିତ ହୋଇଯାଏ , ଆଉ ଏକ ମହତ୍ତ୍ୱପୂର୍ଣ୍ଣ କଥା ସାପ କାମୁଡିଲେ ସେହି ବିଷ ଜାଗାକୁ କାଟିଦିଅନ୍ତୁ , ଏହିଥୁରୁ ବିଷାକ୍ତ ହୋଇଥିବା ଜାଗା ବାହାରିଯିବ , ଓ ସାପ କାମୁଡିଥିବା ଜାଗାକୁ ଗୋଟେ କପଡା କିମ୍ବା ରସିରେ ବାନ୍ଧିଦିଅନ୍ତୁ , ଯାହା ଦ୍ୱାରା ରକ୍ତ ସଂଚାଳନ ହୋଇପାରିବ ନାହିଁ ଏବଂ ରକ୍ତ ମୁଣ୍ତ ଓ ଶରୀର ମଧ୍ୟରେ ପ୍ରବେଶ କରିବ ନାହିଁ