ହାରି ବ୍ରୁକଙ୍କ ଧମାକାଦାର ଶତକ,କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାରି ବ୍ରୁକଙ୍କ ଧମାକାଦାର ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ବିଶାଳ ସ୍କୋର କରିଛି। ଚଳିତ ଆଇପିଏଲ୍‌ରେ ପ୍ରଥମ ଶତକ ବ୍ରୁକଙ୍କ ବ୍ୟାଟରୁ ଆସିଛି। ଏହି ଇଂଲଣ୍ଡ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦ ୪ ଓ୍ବିକେଟ୍ ହରାଇ ୨୨୮ ରନ କରିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୯ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨୩ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ |