୪୮ ଘଣ୍ଟା ପରେ କଟକରେ ଆରମ୍ଭ ହେଲା ଇଣ୍ଟରନେଟ୍ ସେବା
କଟକ ମହାନଗର ନିଗମ (CMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବୟାଲିସ୍ ମୌଜା ଅଞ୍ଚଳରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପରେ ପୁନଃ ଆରମ୍ଭ ହୋଇଛି । ଏବେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି, ତେଣୁ ଇଣ୍ଟରନେଟ୍ ସେବା ପୁନରୁଦ୍ଧାର କରାଯାଇଥିଲା ।
