ଶ୍ରୀ ଗ୍ରହରାଜ ଶ୍ରୀ ସନିଦେବଙ୍କ ସ୍ଵନକ୍ଷେତ୍ର ଉତ୍ସବ ମହା ଆଡମ୍ବରରେ ପାଳିତ।

ଆଜି ତା ୨୬/୪ରିଖ ପୁରୀ ଶ୍ରୀ ଗୌରବିହାର ଠାରେ ପୂର୍ବାହ୍ନ୮ଘଂଟିକା ସମୟରେ ଶ୍ରୀ ଗ୍ରହରାଜ ଶ୍ରୀ ସନିଦେଵଙ୍କ ସ୍ଵନକ୍ଷେତ୍ର ଉତ୍ସବ (ପୂଜା ଅଭିଷେକ, ଯଜ୍ଞ ପୂର୍ଣ୍ଣାହୁତି)ଏବଂ ମଧ୍ୟାହ୍ନ୧୨ଘଂଟିକା ସମୟରେ ପ୍ରସାଦ ସେବନ ଏବଂ ସାଧୁ ସେବାର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଗୌରବିହାର ଟ୍ରଷ୍ଟ ର ଅଧକ୍ଷ ମହନ୍ତ ଶ୍ରୀ ସୁବଳ ଚରଣ ଦାସ,ସମ୍ପାଦକ ବାବା ଶ୍ରୀ ଶ୍ୟାମାନନ୍ଦ ଦାସ ଏବଂ କର୍ତା ଶ୍ରୀ ତ୍ରିଲୋଚନ ନନ୍ଦ ଆୟୋଜନ କରିଥିଲେ।

You might also like