ଆଜିର ରାଶିଫଳ(୧୩ ସେପ୍ଟେମ୍ବର, ୨୦୨୫)

ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା

ପୋଲିସ ଏନକାଉଣ୍ଟରରେ୨ ହାର୍ଡକୋର ମାଓବାଦୀ ନିହତ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ପୋଲିସର ଏନକାଉଣ୍ଟରରେ ଆହୁରି ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ

ଖସିପଡ଼ିଲା ସ୍ପାଇସଜେଟ ବିମାନର ଚକ, ପାଇଲଟଙ୍କ ଯୋଗୁଁ ବଞ୍ଚିଗଲା ୭୫ ଯାତ୍ରୀଙ୍କ ଜୀବନ

ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ।ସ୍ପାଇସଜେଟର ମୁଖପାତ୍ର କହିଛନ୍ତି,

ଆଠଗଡ ରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ।

ଆଠଗଡ ୧୨.୦୯ ( ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ ସି ଏଚ ତିରୁପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା , ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମ

ମହାବିଦ୍ୟାଳୟରେ ୭ଦିନିଆ ଜାତୀୟ ସେବା ଯୋଜନା ଉଦଯାପିତ

ଗଣିଆ, (ବିଶ୍ୱରଂଜନ ସେଠି) ଏକ ସୁସ୍ଥ ସମୃଦ୍ଧ ଓ ସୁଦୃଢ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ ତତ୍ପର ପ୍ରକାଶ କରିବା ଉଚିତ । ଯେଉଁଥି ପାଇଁ ଜାତୀୟ ସେବା ଯୋଜନା

ଗଣିଆ ପଂଚାୟତ ସମିତିର ଅଷ୍ଟମ ବୈଠକକୃଷି, ଉଦ୍ୟାନ, ଗ୍ରାମ୍ୟଉନ୍ନୟନ ଓ ଶିକ୍ଷା କୁ ଗୁରୁତ୍ୱ

ଗଣିଆ,(ବିଶ୍ୱରଂଜନ ସେଠି) ଶୁକ୍ରବାର ଗଣିଆ ପଂଚାୟତ ସମିତି ସଦଭାବନା ସଭାଗୃହରେ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲାପରିଷଦ ସଭ୍ୟ ନରେଶ ବେହେରା, କନ୍ଧମାଳ ସାଂସଦଙ୍କ

ରିଲ୍ସ ବନାଇବା ପ୍ରେମ। ୧୧,୦୦୦ ଫାଇନ ଗଣିଲେ

ଛାଡ଼ିଗଲା ଏବେ ସ୍ୱାମୀ- ସ୍ତ୍ରୀଙ୍କ ରିଲ୍ସ ପ୍ରେମ। ଚଳନ୍ତା ଗାଡ଼ିରେ କୋଳରେ ବସାଇ କରୁଥିଲେ ରିଲ୍ସ। ଚାଲାଣ ବିଭାଗ କାଟିଦେଲା ମୋଟା ଅଙ୍କର ଫାଇନ୍‌।ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି । ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା

ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ ଜାରି

ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢାଉ । ୨୦୨୨ ଅର୍ଥ କାରବାର ମାମଲାରେ ଘାଣ୍ଟୁଛି ଇଡି । ପୂର୍ବରୁ ଘର ଛାଡିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି । ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିପାରେ ବୋଲି ସୂଚନା ମିଳିଛି ।

ସି୩ ଦ୍ୱାରା ଦିଲ୍ଲୀ ଠାରେ ଆୟୋଜିତ  ଅନ୍ତର୍ଜାତୀୟ କୈଶୋର ସମ୍ମିଳନୀ ରେଯୋଗଦେଲେ  ନୟାଗଡ ଜିଲ୍ଲାର କିଶୋର କିଶୋରୀ

ନୟାଗଡ଼ = (ବିଶ୍ୱରଂଜନ ସେଠି )ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍ କିଶୋରପ୍ରସାଦ ପଞ୍ଚାୟତର ବିଷ୍ଣୁପ୍ରିୟା ବେହେରାଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୂର ପଞ୍ଚାୟତର ସନ୍ଦୀପ ସାହୁ ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର ବାବୁ

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର । ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ରସାୟନିକ ଲେପ ଥିବା ସମସ୍ତ ଟଙ୍କା ଜବତ କରାଯାଇଛି। ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ବାମରା ତହସିଲ କାର୍ଯ୍ୟାଳୟରେ ଏହି ଚଢ଼ଉ

ଭିଜିଲାନ୍ସଜାଲ ରେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ

ସୂଚନା ଅନୁଯାୟୀ ଆଜି11ଘଟିକା ସମୟ ରେଖଣ୍ଡପଡ଼ା ରୋଡ଼ ଅଫିସ କାର୍ଯ୍ୟାଳୟରେ ୬ ହଜାର ଲାଞ୍ଚ ନେଇ ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀ ଙ୍କ

IAS ଅଫିସର ସ୍ତରରେ ଛୋଟ ଅଦଳବଦଳ

IAS ଅଫିସର ସ୍ତରରେ ଅଦଳବଦଳ । ବିଜୟ ଅମୃତ କୁଲାଙ୍ଗେ ହେଲେ ପଶୁପାଳନ ଓ ପ୍ରାଣୀ ଧନ ବିଭାଗର ନିର୍ଦ୍ଦେଶକ । ଏଥିସହ ସେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ତେବେ ଅଞ୍ଜନା ପଣ୍ଡା ହେଲେ ଆୟୁଷ ନିର୍ଦ୍ଦେଶିକା ସେହିପରି ପ୍ରେମଜିତ ନାୟକ- ଏସସି/ଏସଟି ଏବଂ