ଦିଲ୍ଲୀ ହାଇକୋର୍ଟକୁ ବମରେ ଉଡ଼ାଇବାକୁ ଧମକ

ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ହାଇକୋର୍ଟରେ ବୋମା ଧମକ ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ସୂତ୍ର ଅନୁଯାୟୀ, ପ୍ରାୟ ୪୦ ମିନିଟ୍ ପୂର୍ବରୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ଯେଉଁଥିରେ କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ହାଇକୋର୍ଟ

ରାଜ୍ୟରେ ନାହିଁ ବିଶେଷ ବର୍ଷା, କଷ୍ଟ ଦେଉଛି ଗରମ ସାଙ୍ଗକୁ ଗୁଳୁଗୁଳି

ରାଜ୍ୟରେ ପ୍ରବଳ ଖରା । ପୁଣି ଗୁଳୁଗୁଳି । ତାପମାତ୍ରା ୩୬ ଡେଇଁ ୩୭ ଡିଗ୍ରୀ ସେଲସିୟସ୍‌ ପାଖରେ ପହଞ୍ଚିଲାଣି । ରାତି ଅସହ୍ୟ ହେଉଛି । ଚିନ୍ତାର ବିଷୟ ହେଲା-ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ |ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି

ଟ୍ରେନରୁ ଡେଇଁଲେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ଶର୍ମା

‘ରାଗିନୀ ଏମଏମଏସ ରିଟର୍ଣ୍ଣସ୍’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ ପାଇଁ ପ୍ରସିଦ୍ଧ କରିଶ୍ମା ଶର୍ମା ନିକଟରେ ଏକ ଗମ୍ଭୀର ଦୁର୍ଘଟଣାର ଶିକାର ହୋଇଛନ୍ତି। ମୁମ୍ବାଇରେ ଏକ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି

ବଳଭଦ୍ର ପୁର ଗ୍ରାମରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ରେ ବୁଢ଼ା ଭୈରବ ଙ୍କ ଝାମୁ ଯାତ୍ରା ସମ୍ପନ୍ନ ହେଲା

କଳାହାଣ୍ଡି : ଶେଖର ସୁମନ ଦାଶ (HR TV ଓଡ଼ିଆ ) ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ବଳଭଦ୍ର ପୁର ଗ୍ରାମରେ ବୁଢା ଭୈରବ ଙ୍କ ଝାମୁଯାତ୍ର ଅନୁଷ୍ଠିତ ହୋଇ ଯାଇ ଅଛି l ଏଥିରେ କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ରାୟଗଡା ଓ କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତ

ନଭେମ୍ବର ୫ରୁ କଟକ ବାଲିଯାତ୍ରା

ନଭେମ୍ବର ୫ରୁ କଟକ ବାଲିଯାତ୍ରା। ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ ପଡିବ।ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡିଆରେ ହବନି । ୩୪ ଏକର ପରିବର୍ତ୍ତେ ୬୦

ଓଟିଇଟି ପରୀକ୍ଷା ପାଇଁ ଜିଲ୍ଲାପାଳ ମାନଙ୍କୁ ଚିଠି

ବୋର୍ଡ ସମ୍ପାଦକଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି। ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ଚିଠି।ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ। ଆସନ୍ତା ୨୭ ତାରିଖରେ ହେବ ଓଟିଇଟି ପରୀକ୍ଷା।ବୋର୍ଡକୁ ପଠାଯିବା ପର୍ଯ୍ୟନ୍ତ ଗୋପନୀୟ ଜିନିଷ ଗୁଡିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ

ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଇସ୍ତଫା ଦେଇଛି: ପ୍ରଫୁଲ୍ଲ ମଲ୍ଲିକ

ବିଜେଡିରୁ ନିଲମ୍ବିତ ନୁହେଁ, ବରଂ ମୁଁ ଦଳରୁ ଗତକାଲି ଇସ୍ତଫା ଦେଇଛି। ମୁଁ ନିଜର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉପସଭାପତି ଦେବୀ ମିଶ୍ରଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲି। ଏହି ଇସ୍ତଫା ପତ୍ର ପାଇବା ପରେ ନିଲମ୍ବନ କରାଯାଇଥିବା କହୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା

ଶପଥ ନେଲେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

କୋଣାର୍କ ଯାତ୍ରୀନିବାସ ର ୪୬ ବିଶିଷ୍ଟ ଘରରୁ ୧୭ ଘର ଏବେ ଅକାମି, ସବୁ ଦେଖି ପର୍ଯ୍ୟଟନ ବିଭାଗ ନିରବ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ସେ ସମୟର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଳକମଳରେ ୧୯୮୭ ମସିହା ଅକ୍ଟୋବର ୧୦ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନଭେମ୍ବର ୨୪ ତାରିଖ ୧୯୯୨ମସିହାରେ ପର୍ଯ୍ୟଟକମାନଙ୍କ ସେବାରେ ଲାଗିବା ପାଇଁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅନଙ୍ଗ ଉଦୟ ସି°ହ ଦେଓ

ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ଆଜି ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍‌ଙ୍କୁ ଶପଥ ପାଠ କରାଇବେ। ଆଜି ପୂର୍ବାହ୍ନ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସିପି

ଶ୍ରୀମନ୍ଦିର ପୋଲିସ କର୍ମଚାରୀମାନଙ୍କ ଦେହରେ ଲାଗିଲା କ୍ୟାମେରା

ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାରରେ ନିୟୋଜିତ ପୋଲିସ କର୍ମଚାରୀମାନଙ୍କୁ ବଡି କ୍ୟାମେରା ଦିଆଯାଇଛି |ଯେଉଁଥିରେ ଅଡିଓ କ୍ଷମତା ଏବଂ ଯଥେଷ୍ଟ ସଂରକ୍ଷଣ କ୍ଷମତା ରହିଛି । ଏହି ପଦକ୍ଷେପ ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ନଜର ରଖିବାରେ ଯଥେଷ୍ଟ ଉନ୍ନତି

ଚିନ୍ତା ବଢ଼ାଇଲା ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା

ଆଉ ଦିନ କେଇଟା ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ୍‌ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ପୂର୍ବରୁ