ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି। ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ । ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ।ଏହାପରେ ଯାଇ ସମ୍ପୃକ୍ତ ସଂସ୍ଥାକୁ ଜଳ ସମ୍ପଦ ବିଭାଗ ଅନୁମତି

ସୋସିଆଲ୍ ମିଡିଆ ଓ ମୋବାଇଲଠୁ କିଛି ସମୟ ନିୟନ୍ତୁ ବିରତି- ଉପ ମୁଖ୍ୟମନ୍ତ୍ରୀ

ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ - ୨୦୨୫ ଏବଂ ଯୌତୁକ ନିଷେଧ ଅଧିନିୟମ - ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏହା ଉପରେ ଗୁରୁତ୍ବ ଦେବା ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂଜା ସମୟରେ ଉପବାସରେ

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୧୦୦ ଟଙ୍କା

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୦,୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୧,୧୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୦,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର

କାଲି ସୁଭଦ୍ରା ସମୀକ୍ଷା ବୈଠକ

ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ବାଦ୍ ପଡ଼ିଥିବା ହିତାଧିକାରୀ । ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ଆଲୋଚନା ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ସୁଭଦ୍ରା ପୋର୍ଟଲରେ ମୃତ ହିତାଧିକାରୀ ପ୍ରସଙ୍ଗ ଉପରେ

ସର୍ପାଘାତ ହେଲେ ସିପିଆର (CPR) କେତେ ଜରୁରୀ 

ସାପ କାମୁଡ଼ାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚିବାରେ ସହାୟକ ହେବ ସିପିଆର୍ (CPR)। ଏପରି କି ୩୦ ଘଣ୍ଟା ଯାଏଁ ବି ସିପିଆର ଦ୍ୱାରା ଲୋକଙ୍କୁ ବଞ୍ଚାଯାଇପାରିବ । ଏହାକୁ ନେଇ ବିଏମସି ଡାକ୍ତରଖାନା ତରଫରୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ସିପିଆର ପ୍ରଶିକ୍ଷଣ ଦିଆଯାଇଛି

ଆଜି ଅକ୍ଷୟ କୁମାରଙ୍କ 58ତମ ଜନ୍ମଦିନ । ବାଲୁକା କଳାରେ ଜନ୍ମଦିନ ଶୁଭେଛା

ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ତେବେ ତାଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଖାସ୍ ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ର

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

ପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭୋଟ୍ ଦେଇଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ସଂସଦ ଭବନ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଉପରାଷ୍ଟ୍ରପତି ରେସ୍‌ରେ

ଚୌଦ୍ଵାର ଟାଙ୍ଗୀ ଛକରେ ଟ୍ୟାଙ୍କରକୁ ଧକ୍କା ଦେଲା ଆମବସ୍। ୧୪ ଯାତ୍ରୀ ଆହତ

ଟ୍ରଲରକୁ ଧକ୍କା ଦେଲା ଆମ ବସ୍ । ୧୪ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବସଟି କଟକରୁ ଟାଙ୍ଗୀ

କ୍ୱାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ଵାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର। ସୂଚନାନୁଯାୟୀ, ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ଵାର୍ଟରରେ ଥିବା ବେଳେ ସୋମବାର ରାତିରେ ଏକ ବିରାଟ ଅଜଗର ସାପ କ୍ଵାର୍ଟର ପରିସରକୁ ପଶି ଯାଇଥିଲା।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସଦର ୧୩ ଗୋଟି ୱାର୍ଡ ରେ ପିଇବା ପାଣି ନାରେ ଦେଉଛନ୍ତି ଗୋଳିଆ ପାଣି।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଟି ଓ୍ୟାର୍ଡରେ ଏବେ ପିଇବା ପାଣି ନାଁ ରେ ଦେଉଛନ୍ତି ଗୋଳିଆ ପାଣି।ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ୧୩ଟି ୱାର୍ଡ ର ବାସିନ୍ଦା।ବାରମ୍ବାର କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନିସିଲର, ଅଧକ୍ଷା ଓ ସ୍ଥାନୀୟ ଓ୍ବାଟ୍ କୋ ର ସହାୟକ

ଆସୁଛି ଆଉ ଏକ ଲଘୁଚାପ  । ୧୦ରୁ ବଢିବ ବର୍ଷା 

ଆସୁଛି ଆଉ ଏକ ଲଘୁଚାପ । ୧୦ରୁ ବଢିବ ବର୍ଷା । ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡିବ। ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବାବେଳେ ମୟୂରଭଞ୍ଜ,