ମାଲଗାଁ ରେ ଘୁମୁରା ପ୍ରତିଯୋଗୀତା : ମାଳପଡା ବିଜୟୀ

ଚନ୍ଦାହାଣ୍ଡି- ତା 06.09(ନି:ପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ମାଲଗାଁ ଠାରେ ସିଦ୍ଧି ବିନାୟକ ପୂଜା ସମିତି ପକ୍ଷରୁ ଆଜି ମହାସମାରୋହରେ ଘୁମୁରା ନାଚ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରମେଶଚନ୍ଦ୍ର ମାଝୀ ମୁଖ୍ୟ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏସଆଇ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏସଆଇ । ବାଙ୍କୀ ଥାନା ସୁବଣ୍ଣପୁର ପୋଲିସ ବିଟର ଏସଆଇ ପ୍ରସନ୍ନ ମାହାଳି ଧରାପଡିଲେ ।ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । ଆଜି କ୍ଷତିପୂରଣ ସହ

ଏଫଏମ ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ

ଏଣିକି ଏଫଏମ ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା । ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ ।ଏଥିପାଇଁ ପୋଲିସ ସମସ୍ତ ଏଫଏମ ଚ୍ୟାନେଲ ସହିତ ସହଯୋଗ କରୁଛି । ଟ୍ରାଫିକ ପୋଲିସ ସହ ସେମାନେ ମିଶି କାମ କରିବେ । ଟ୍ରାଫିକ ପରିଚାଳନାକୁ ସୁଦୃଢ ପାଇଁ ଏଭଳି

କଲିକତାରେ ଥିବା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ହେବ ସାଇନ୍ସ

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଏଥିପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜୋରଦାର କସରତ ଚଳାଇଛନ୍ତି । ବିହାରର ପାଟନା ସାଇନ୍ସ ସିଟି ଦେଖି ଫେରିବା ପରେ ରାଜଧାନୀ ଭୁବନେଶ୍ବରରେ ଏପରି ଏକ ସାଇନ୍ସ ସିଟି ପ୍ରତିଷ୍ଠା କରିବା ପାଇଁ ମନ ବଳାଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ

SBI ଗ୍ରାହକଙ୍କ ପାଇଁ ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ ବ୍ୟାଙ୍କିଂ ସହିତ ଏସବୁ ସେବା

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତାକାଲି ୭ ତାରିଖ ରାତି ୧ଟା ୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ସମସ୍ତ ଡିଜିଟାଲ ସେବା ବନ୍ଦ ରହିବ । ତେଣୁ ଏଥିପାଇଁ କୌଣସି ସେବା କାମ କରିବ ନାହିଁ । ସେବା ବନ୍ଦ ନେଇ ଗ୍ରାହକମାନେ

ଘୁଞ୍ଚିଲା କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ

ସିପିଏସଇ-୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ ବଦଳିଲା । ସିପିଏସଇ- କମ୍ବାଇଣ୍ଡ ପୋଲିସ ସର୍ଭିସ ଏକଜାମିନେସନ ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ ।ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା

ଆଠଗଡ ଏକଲବ୍ୟ ଏକାଡେମୀ ରେ ଗୁରୁ ଦିବସ ପାଳନ।

ଆଠଗଡ: ୦୬/୦୯ (ମାନସ ରଞ୍ଜନ ସାହୁ) ଆଠଗଡ଼ ଯାଗିଆପଡ଼ା ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥ‌ିବା ଉଭୟ ଯାଗିଆପଡ଼ା ଓ ଆଠଗଡ଼ ( Only Education Study Circle & The Arts Square) ଶାଖାରେ ପ୍ରାଚୀନ ବୈଦିକ ରୀତିନୀତି ଓ ହିନ୍ଦୁ ପରମ୍ପରା

ସମ୍ବଲପୁରରେ ଫୁଟିଲା ଉତ୍ତର ଆମେରିକୀୟ ଫୁଲ ୟୁଷ୍ଟୋମା

ସମ୍ବଲପୁରରେ ଫୁଟିଲା ଉତ୍ତର ଆମେରିକୀୟ ଫୁଲ ୟୁଷ୍ଟୋମା । ଅନେକ ଦେଶରେ ଏହି ଫୁଲର ରହିଛି ଡିମାଣ୍ଡ । ଏହା ଅଧିକ ଦିନ ଧରି ତାଜା ରହିବା ସହିତ ଆକର୍ଷଣୀୟ ଫୁଲ ମଧ୍ୟରେ ଅନ୍ୟତମ । ଜିଲ୍ଲାର ଯୁଯୁମୁରା ବ୍ଲକ ସନାତନପାଲିରେ ଏହି ବିଦେଶୀ ଫୁଲ ଫୁଟିଛି । ଅନ୍ତର୍ଜାତୀୟ ଫୁଲ ବଜାରରେ ଚାହିଦାରେ

ସୁନ୍ଦରପଦା ଠାରୁ ଜଟଣୀ ରାସ୍ତାର ସ୍ଥିତି ସମୀକ୍ଷା କଲେ ଆଇନ ମନ୍ତ୍ରୀ

ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ,

ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କଲେ ମହିଳା

ମହିଳାଙ୍କ ଜୀବନ ହାରିବା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କଲେ ମହିଳା । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାଣପୁର ଗାଁରେ ଅଘଟଣ ଘଟିଛି । ଗୁରୁତର ମହିଳା ହେଲେ ସାବିତ୍ରୀ ଗୋଚ୍ଛାୟତ । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡିଯାଇଛି । ପାରିବାରିକ କଳହକୁ ନେଇ

 ଶିକ୍ଷକମାନେ ଆନ୍ଦୋଳନରୁ ନିବୃତ୍ତ ରୁହନ୍ତୁ -ଗଣଶିକ୍ଷା ମନ୍ତ୍ରୀ

ଆନ୍ଦୋଳନରୁ ନିବୃତ୍ତ ରହିବ ପାଇଁ ଶିକ୍ଷକଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାର, ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି ।ସବୁ ସମୟରେ ଶିକ୍ଷକ ମାନେ ରାଜରାସ୍ତାକୁ ଆସିବା ଠିକ ନୁହେଁ। ଏଭଳି କଲେ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ ହେବ ।

ନଦୀରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ବୁଢାବଳଙ୍ଗ ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି । ଆଗାମୀ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ।ହୀରାକୁଦ ଜଳସ୍ତର ୯ଟା ସୁଦ୍ଧା