ମୁଁ ସବୁବେଳେ ମୋଦୀଙ୍କ ବନ୍ଧୁ ହୋଇ ରହିବି – ଟ୍ରମ୍ପ

ଭାରତ ସହିତ ସମ୍ପର୍କ ଖରାପ ହେବା ପରେ ଆମେରିକା ରାଷ୍ଟ୍ରପତି ଏବେ ବିଳାପ କରୁଛନ୍ତି। ଆମେରିକା ଭାରତ ଓ ରୁଷକୁ ହରାଇଛି ଏବଂ ଚୀନର ପକ୍ଷ ନେଇଛନ୍ତି ବୋଲି ଟ୍ରମ୍ପ ମନ୍ତବ୍ୟ ଦେବାର ୨୪ ଘଣ୍ଟା ନ ପୂରୁଣୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଜ ସମ୍ପର୍କକୁ

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ । ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି।ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ

ବାଦାମବାଡ଼ି ଲିଙ୍କରୋଡ଼ରେ ରାସ୍ତାରେ ମିଳିଲା କଟା ଗୋଡ଼

ପୂଜା ପୂର୍ବରୁ କଟକ ସହରରେ ଘଟିଛି ଅଭାବନୀୟ ଘଟଣା ।ସଦର ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ଗାଡିରେ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା। ବିଚ୍‌ ରାସ୍ତାରେ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି । ଏପିରିକି ରାସ୍ତା ଉପରେ ଯୁବକଙ୍କ ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଦୁର୍ବୃତ୍ତ । ଯାହାଫଳରେ

ମ୍ବଲପୁରରେ ରାଜ୍ୟସ୍ତରୀୟ ନୁଆଁଖାଇ ଭେଟ୍‌ଘାଟ୍‌, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଆଜି ସମ୍ୱଲପୁରରେ ନୂଆଁଖାଇ ଭେଟ୍‌ଘାଟ୍ । ପ୍ରାଶାସନିକ ସ୍ତରରେ ସରିଛି ସମସ୍ତ ବ୍ୟବସ୍ଥା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ଆଜିଠୁ କମିବ ବର୍ଷାର ପରିମାଣ

ରାଜ୍ୟରେ ଟ୍ରଫ୍ ଲାଇନ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ତେବେ ଆଜି ସାରା ଓଡ଼ିଶା ଅର୍ଥାତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,

ଆଜିର ରାଶିଫଳ(୦୬ ସେପ୍ଟେମ୍ବର, ୨୦୨୫)

ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ

‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଶିକ୍ଷକ ଦିବସ ଅବସରରେ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ ।ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌ (LOC) ଜାରି କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପାଙ୍କୁ ଏହି ନୋଟିସ୍‌ ହୋଇଛି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପାଙ୍କୁ ଲୁକ୍‌ଆଉଟ ସର୍କୁଲାର ନୋଟିସ୍‌ ଜାରି କରିଛି ମୁମ୍ବାଇ

ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଜି ସକାଳଠାରୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ୬ମାଓବାଦୀ। ଏହି ଗୁଳି ବିନିମୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଲଗାତାର ଜାରି ରହିଛି ।

ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବିଏସଏନଏଲ ନେଟୱର୍କ ବାଧ୍ୟତାମୂଳକ

ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍‌ଓ୍ବର୍କ ବାଧ୍ୟତାମୂଳକ। ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍‌ ବ୍ୟବହାର ହେବ।ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇଛି । BSNL

ପୁଣି ବଢିଲା ସୁନା ଓ ରୁପା ଦର ।

ଶୁକ୍ରବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୭,୬୨୦ ଟଙ୍କା ରହିଛି । ଗତକାଲି ୧,୦୬,୮୬୦ ଟଙ୍କା ଥିଲା । ଏଥିରେ ୭୬୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୬୫୦ ଟଙ୍କା ରହିଛି । ଗତକାଲି ୯୭,୯୫୦ ଟଙ୍କା ଥିଲା । ଏଥିରେ

ଡ୍ରପ ଆଉଟ ହ୍ରାସ,ଗୁଣାତ୍ମକ ଶିକ୍ଷା ବଡ ଆହ୍ୱାନ !

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପ୍ରଦାନ । ଝାରସୁଗୁଡା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର । ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସୋନପୁରରର ଲକ୍ଷ୍‌ମଣ ଭୋଇ, ସୁନ୍ଦରଗଡର ଅମୁଲ୍ୟ ପ୍ରଧାନ ପୁରସ୍କୃତ ହୋଇଛନ୍ତି ।