କଟକରେ ହୋଲି ପାଇଁ ମଦ ବିକ୍ରି ବ୍ୟାନ୍
କଟକରେ ହୋଲିରେ ମଦ ବିକ୍ରି ବ୍ୟାନ୍। ମଦ ବିକ୍ରି ପାଇଁ ଅନୁମତି ଦିଆଯିବନି ବୋଲି କହିଛନ୍ତି କଟକ ଡିସିପି। ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୦୦ ହୋମ ଗାର୍ଡ ମଧ୍ୟ ରହିବେ। ଅନ୍ୟ କାହାକୁ ଅସୁବିଧାରେ ପକାଇ ରଙ୍ଗ ନଖେଳିବାକୁ ଅପିଲ କରିଛନ୍ତି କଟକ!-->…