ହୋଲିରେ ସୋସିଆଲ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ଉପରେ ଗୁରୁତ୍ବ

ଦିନକ ପରେ ଫଗୁ ଓ ଫଗୁଣର ପର୍ବ ହୋଲି। ଏହାକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ଚାରିଆଡେ ପ୍ରସ୍ତୁତି ଚାଲିଛି। ସବୁ ଦୋଳ ମେଲଣ ପଡ଼ିଆ ଏବଂ ସାହି ବସ୍ତିରେ ଆଧ୍ୟାତ୍ମିକ ପରିବେଶ। ସାହି, ବସ୍ତି ଓ କଲୋନୀରେ ଠାକୁର ବିମାନରେ ଘର ଘର ବୁଲୁଥିବା ବେଳେ ବଜାରରେ ରଙ୍ଗର ପସରା ଦେଖିବାକୁ ମିଳୁଛି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା କିନ୍ତୁ ଗତକାଲି ଏହାକୁ କ୍ୟାନସେଲ କରାଯାଇଛି । ଏୟାର ସ୍ପେସ ନ ଥିବାରୁ ମଧ୍ୟ ପୂର୍ବ ଅଞ୍ଚଳ ପାଇଁ ବିମାନ ସେବା

ଓଟିଏସ୍ ସ୍କିମ୍ ଲାଗୁ ହେବା ପରେ ଆଦାୟ ମାତ୍ର ଶହେ କୋଟି

ଗତ ୫ମାସ ତଳେ ଓଟିଏସ୍ ସ୍କିମ୍ ଲାଗୁ କରିଥିଲେ ରାଜ୍ୟ ସରକାର | ଇତିମଧ୍ୟରେ ମାତ୍ର ୧୦% ଜରିମାନା ଅର୍ଥ ଆଦାୟ ହୋଇଛି । ପରିବହନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ଟି ଏମ୍‌ଭି ଆକ୍ଟରେ କଟାଯାଇଥିବା ଚାଲାଣ କ୍ଷେତ୍ରରେ ୫୦% ଜରିମାନା ଛାଡ଼୍

ସେୟାର ବଜାରରେ ଅସ୍ଥିରତା, ହୁ ହୁ ହୋଇ ବଢିଲା ସୁନା ଦର

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢିଲା ସୁନା ଏବଂ ରୂପାର ଦର। ୩ ପ୍ରତିଶତ ଲେଖାଏଁ ସୁନା ଏବଂ ରୂପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ପାଖାପାଖି ୫ ହଜାର ଟଙ୍କା ବଢିଛି। ୧୦ ଗ୍ରାମ୍ ସୁନାର ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କା ରହିଛି। ସେହିପରି ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। କେଜି ୩

ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି

ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି ହେବ । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ ବିଜେ ହେବା ପରେ ଏହି ବିଶେଷ ନୀତି ପାଳନ ହେବ । ମଧ୍ୟାହ୍ନ ଧୂପ ଶେଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ

ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ଲକ୍ଷ୍ୟ ପୂରଣ ନହେବା ଯାଏଁ ଯୁଦ୍ଧ ଜାରି ରହିବ: ଟ୍ରମ୍ପ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ଆମେରିକା ଏବେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି। ଏକ ବଡ଼ ଆକ୍ରମଣରେ, ଆମେରିକୀୟ ସେନା ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ(ଆଇ୍ଆର୍‌ଜିସି)ର

ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ

ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ

ଭୋଟଦାନରୁ ବିରତ ରହିବେ ସନାତନ

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ ଦଳର ବିଧାୟକଙ୍କ ଭୋଟ୍‌ ଉପରେ ନଜର ରଖାଯାଇଛି। କ୍ରସ୍ ଭୋଟିଂ ରୋକିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଘୋଷିତ ହ୍ବିପ୍ ଜାରି କରିଥିବା କୁହାଯାଉଛି। ଦଳର ବିଧାୟକମାନଙ୍କୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ

ଆଜିର ରାଶିଫଳ(୨ ମାର୍ଚ୍ଚ, ୨୦୨୬)

ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା

ଦେଓ ଶରଣ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି - ତା ୨୮/୦୨( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ର ଅବସର ପ୍ରାପ୍ତ ଚପରାଶି ଦେଓ ଶରଣ ସାହୁ ଙ୍କୁ ଆଜି ପାନାବେଡା ମହାବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଙ୍କ

ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା। ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିିସ।

ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ଗ୍ରାମର ଆର୍ମି ଯବାନ ଏବଂ ତାଙ୍କର ଦୁଇ ପୁତୁରା ମିଶି ଗତକାଲି ଭୁବନେଶ୍ୱର ରେ ଜଣେ ୟୁଟ୍ୟୁବର ରାହୁଲ ମହାରଣା ଙ୍କୁ ହତ୍ୟା କରିଥିବାର ମଞ୍ଚେଶ୍ବର ଥାନା ପୁଲିସ ସୂଚନା ଦେଇଛନ୍ତି | ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା

ଷ୍ଟାଫନର୍ସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା , ରୋଗୀ ସେବା ଈଶ୍ବରଙ୍କ ସେବା

ଗଣିଆ, (ବିଶ୍ୱରଂଜନ ସେଠି) : ଗଣିଆଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରପରିସରରେ କାର୍ଯ୍ୟରତ ଷ୍ଟାଫ ନର୍ସଙ୍କଅବସରକାଳୀନ ସମ୍ବନ୍ଧନା ସଭାଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଅଧିକାରୀ ମଧୁସୂଦନ ଦାସ, ଡାକ୍ତରପ୍ରଭାକର ଦାଶ, ଡାକ୍ତର ସୁନିଲକୁମାର ଦଳାଇ, ଡାକ୍ତର