ଯୁକ୍ତ ଦୁଇ ସିଲାବସରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀ ବିଷୟରେ ରହିବ ‘ପରିବେଶ ଶିକ୍ଷା’

ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏଣିକି ବାଧ୍ୟତାମୂଳକ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ରହିବ ।ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ।

ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌

ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍‌ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍‌ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ

ଆଜିର ରାଶିଫଳ(୨୩ ଅଗଷ୍ଟ, ୨୦୨୫)

ମେଷ: ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ଅଭିନେତ୍ରୀ

ସାଥ୍ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଏକ ବ୍ୟକ୍ତିଗତ ଉତ୍ସବରେ ବରୁଣ ଜୈନଙ୍କୁ ବିବାହ କରିଥିଲେ। ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହ ଘୋଷଣା କରିଥିଲେ । ତାଙ୍କୁ ତାଙ୍କ ସ୍ୱାମୀଙ୍କ କୋଳରେ ଦେଖିବାକୁ ମିଳିଥିଲା ।ଫଟୋ ସେୟାର କରି

ଦୀର୍ଘ ୨୯ ମିନିଟ୍ ପାଣିରେ ନିଶ୍ବାସ ବନ୍ଦ କଲେ ଏହି ଯୁବକ

ପ୍ରାୟ ୨୯ ମିନିଟ୍ ୩ ସେକେଣ୍ଡ ପାଇଁ ପାଣିରେ ରହି ଗୋଟିଏ ସ୍ବତନ୍ତ୍ର ରେକର୍ଡ ତିଆରି କରିଛନ୍ତି କ୍ରୋଏସିଆର ବାସିନ୍ଦା ଭିଟୋମିର ମାରସିକ୍ । ପେଶାରେ ଜଣେ ସେ ଫ୍ରିଡାଇଭର । ତାଙ୍କର ଏଭଳି କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।ମାରିଚିକ୍ ଏକ ପୁଲ ଭିତରେ ଶୋଇ ଶେଷ ଥର ପାଇଁ

୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ

୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳା ସାମିଲ ଅଛନ୍ତି । ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି ସେମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମୌଖିକ ପରୀକ୍ଷା ହେବ । ସେପ୍ଟେମ୍ବର ୬ରୁ କଟକ ସ୍ଥିତ

କଟକ ରାଜସ୍ୱ ପର୍ଷଦ ବିଲଡିଂରେ ଅଗ୍ନିକାଣ୍ଡ

କଟକ ରାଜସ୍ୱ ପର୍ଷଦ ବିଲଡିଂରେ ଅଗ୍ନିକାଣ୍ଡ । ପଞ୍ଚମ ମହଲାର ଏସିର କନ ଫେକ୍ସରରେ ଲାଗିଛି ନିଆଁ । କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣା ପଡି ନାହିଁ ।ଏଥିରେ ଅନେକ ଯନ୍ତ୍ରପାତି ଏବଂ କାଗଜପତ୍ର ପୋଡିଯାଇଥିବା ଆଶଙ୍କା କରାଯାଉଛି । ଏହି ମହଲାକୁ ନିଆଁ ବ୍ୟାପି ପାରେ ବୋଲି ଆଶଙ୍କା କରାଯାଉଛି

ଦୁର୍ନୀତିଖୋରଙ୍କୁ ଠାବ କରିବ ଟେକ୍ନୋଲୋଜି

ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି।ଦୁର୍ନୀତିଖୋରଙ୍କୁ ଠାବ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ବୈଷୟିକ ଜ୍ଞାନ କୌଶଳ ଆପଣେଇବା ପାଇଁ

ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଦେଶରେ ଥିବା ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ତାଙ୍କ ପାଖରେ ଏବେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବାବେଳେ, ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସବୁଠୁ ଗରିବ|ଏଡିଆର୍(ଆସୋସିଏସନ ଫର ଡମେକ୍ରାଟିକ ରିଫର୍ମ)ର ସଦ୍ୟତମ ରିପୋର୍ଟରୁ

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ବିଭିନ୍ନ ସ୍କିମ୍ ଓ ବଜେଟ୍‌ ମାଧ୍ୟମରେ

ଶ୍ରୀମନ୍ଦିର ସୁରକ୍ଷା ସମୀକ୍ଷା, ଆନନ୍ଦ ବଜାରରେ ପୋଲିସର କଣ୍ଟ୍ରୋଲ ରୁମ ଖୋଲାଯିବ

ଶ୍ରୀମନ୍ଦିର ଉପରକୁ ଜଣେ ବ୍ୟକ୍ତିଙ୍କ ଚଢିବା ଉଦ୍ୟମ ପରେ ମନ୍ଦିର ଚତୁର୍ପାଶ୍ୱ ବୁଲି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଏସପି ପିନାକ ମିଶ୍ର । ଅନୁଧ୍ୟାନ ପରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଚିହ୍ନିତ

ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ୨ୟ ମେଡିଏସନ ସମ୍ମିଳନୀ

ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ୨ୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧ମ ସମ୍ମିଳନୀ ଦିଲ୍ଲୀରେ ହୋଇଥିଲା, ଦ୍ୱିତୀୟଟି ଓଡିଶାରେ ହେବ ।ଏହି ମେଡିଏସନ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନୁରୋଧ କରିଛୁ । ପ୍ରଧାନ