ବିନା ହେଲ୍ମେଟରେ ରାଜଧାନୀର ରାଜରାସ୍ତାରେ ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ
ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ । ଯୁବତୀ ଓଲଟା ବସି ରିଲସ ଦେଖିଲେ, ପ୍ରେମିକ ଫିଲ୍ମ ଷ୍ଟାଇଲରେ ବାଇକ ଉଡ଼େଇଲେ। ରାଜଧାନୀରେ ମତୁଆଲା ଯୁବକ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଛି । ସମୟ ସଂଧ୍ୟା… ଏକ ଦାମୀ ବାଇକ୍ ଚଳାଉଥିଲେ ପୁଅ, ଆଉ ପଛ ସିଟ୍ରେ ବସିବା ବଦଳରେ ଝିଅ ମାନେ ଗାର୍ଲଫ୍ରେଣ୍ଡ!-->…