ବାବାଙ୍କ ନାଁରେ ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ଆଣିଲେ ଅନ୍ତେବାସୀ
ବାବା କେଳେଙ୍କାରୀ ଘଟଣା ଆସିଛି ସାମ୍ନାକୁ । ଜଣେ ମହିଳା ଆଣିଛି ସଙ୍ଘାତିକ ଅଭିଯୋଗ। ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେରେ ଥିବା ଏକ ଆଶ୍ରମରେ ବାବା ଜଣେ ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ନେଇ!-->…