ଆଜିର ରାଶିଫଳ(୧୩ ଅଗଷ୍ଟ, ୨୦୨୫)

ମେଷଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷଆଜି ବନ୍ଧୁମାନଙ୍କ

ଘରେ କେହି ନଥିବା ବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ

ରାଜ୍ୟରେ ବଢ଼ିବାରେ ଲାଗିଛି ଦୁଷ୍କର୍ମ। ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣରୁ ଦୁଷ୍କର୍ମର ଅଭିଯୋଗ ଆସିବାରେ ଲାଗିଛି।ଜଗତସିଂହପୁର ଜିଲ୍ଲାରେ ଲଜ୍ଜା ।ଘରେ କେହି ନଥିବା ବେଳେ ଜଣେ ୧୬ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡୋଶୀ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତା

ଭୁବନେଶ୍ବରରେ ଓମ୍ବ୍ରିକର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ହେବ ମେରାଇନ ବାୟୋଟେକ୍ନୋଲୋଜି ଓ ବ୍ଲୁ ଇକନୋମିର ବିଶ୍ବ ହବ୍ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର (OMBRIC)ର ଶୁଭାରମ୍ଭ କରିଛନ୍ତି । ଯୁବ ଉଦ୍ୟୋଗୀଙ୍କ ପାଇଁ ମେରାଇନ ବାୟୋଟେକ୍ ଷ୍ଟାର୍ଟଅପ୍ ସୃଷ୍ଟି

ଭାଗବତ ଚେତନା ପରିଷଦର ବରିଷ୍ଠ ସଦସ୍ୟଙ୍କ ପରଲୋକ

ଜଗତସିଂହପୁର ତା=12/8/25 ଜଗତସିଂହପୁର ପୋୖରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଜୟବଡ଼ ନିବାସୀ ସୁଖେନ ଚକ୍ରବର୍ତ୍ତୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଷମା ଭଟ୍ଟାଚାର୍ଜ୍ୟ, ଝିଅଜ୍ୟୋଇଁ, ନାତି ନାତୁଣୀ ଏବଂ

ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବନବିଭାଗ ତରଫରୁ ବିଶ୍ୱ ହସ୍ତୀ ଦିବସ ପାଳିତ

ଗଣିଆ, ( ବିଶ୍ୱରଂଜନ ସେଠି)) ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସାତକୋଷିଆ ବ୍ୟାଘ୍ର ସଂରକ୍ଷଣାଂଚଳ ତରଫରୁ ମଙ୍ଗଳବାର ମୁଦୁଲିଗାଡ଼ିଆ ଗ୍ରାମରେ ବିଶ୍ୱହସ୍ତୀ ଦିବସ ପାଳିତ ହୋଇଯାଇଛି । ଛାମୁଣ୍ଡିଆ ବନାଂଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଆଜି ବିଶ୍ୱ

ରାତି ପାହିଲେ ସ୍ୱାଧିନତା ଦିବସଅବହେଳିତ ହୋଇ ପଡ଼ିଛି ଗାନ୍ଧୀ ପୀଠଟଙ୍କା ଥାଇ ବି ହୋଇପାରୁନି ପୁନରୁଦ୍ଧାର

ଗଣିଆ,( ବିଶ୍ୱରଂଜନ ସେଠି) ଗଣିଆ ବଜାରର ଥାନା ସମ୍ମୁଖରେ ଅବହେଳିତ ଅବସ୍ଥାରେ ରହିଛି ଗାନ୍ଧୀ ପୀଠ । ଯେଉଁଦିନ ଗାନ୍ଧୀ ଜୟନ୍ତି, ସ୍ୱାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ସେଦିନ ମନେ ପଡ଼େ ଗାନ୍ଧୀଙ୍କ କଥା । ଦୁଃଖ ଓ ପରିତାପର ବିଷୟ ୨୦୧୭ ମସିହାରୁ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ

ନବଜାତକଙ୍କ ହେବ ଆଧାର ପଞ୍ଜୀକରଣ

ରାଜ୍ୟରେ ୫ ବର୍ଷରୁ କମ୍‌ ବୟସ୍କ ୬୦ ପ୍ରତିଶତ ଶିଶୁଙ୍କର ଆଧାର କାର୍ଡ ନାହିଁ । ରାଜ୍ୟରେ ୫ ବର୍ଷ ବୟସ ଭିତରେ ପିଲାଙ୍କ ସଂଖ୍ୟା ହେଉଛି ୩୨ ଲକ୍ଷ ୪୮ ହଜାର ୬୩୨ । ଏଥିରୁ ମାତ୍ର ୧୨ ଲକ୍ଷ ୭୩ ହଜାର ୨୧୧ ଜଣ ଆଧାର ପଞ୍ଜୀକୃତ ହୋଇଛନ୍ତି। ସେହିପରି ୫ରୁ ୧୮ ବର୍ଷ ବୟସର

ବ୍ୟବହାର ହେବନି ହରିଜନ ଶବ୍ଦ। ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ 

ବ୍ୟବହାର ହେବନି ହରିଜନ ଶବ୍ଦ । ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ । କେବଳ ଅନୁସୂଚିତ ବ୍ୟବହାର ନାଁ ବ୍ୟବହାର

ଆସନ୍ତାକାଲି ଅପରାହ୍ନରେ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ

ଆସନ୍ତାକାଲି ଅପରାହ୍ନରେ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ବୁଧବାର ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ 'ରାହୁରେଖାଲାଗି' ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆରମ୍ଭ ହେବ ନୀତି । ଆପାତତଃ ଅପରାହ୍ନ 2 ଟା 30 ମିନିଟ ଠାରୁ ସନ୍ଧ୍ୟା 6

ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ବାଚସ୍ପତି ଗଠନ କଲେ ୩ ଜଣିଆ କମିଟି

ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ବଡ଼ ଆକ୍ସନ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି ଗ୍ରହଣ କରି ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ।କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର,

ଓଡ଼ିଶାରେ ସ୍ଥାପନ ହେବ ଦୁଇଟି ସେମିକଣ୍ଡକ୍ଟର ପ୍ଲାଣ୍ଟ

କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରି ମିଳିଛି ।୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ

ଆଜି ବିଶ୍ବ ହାତୀ ଦିବସ 

ଆଜି ବିଶ୍ବ ହାତୀ ଦିବସ ।ଭଗବାନଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ସେହି ହାତୀଙ୍କ ପାଇଁ ଆଜି ଦିନଟି । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ହାତୀ-ମଣିଷର ଭଲ ବନ୍ଧୁତା କାଳ କାଳରୁ ରହିଆସିଛି ।ଯାହାକି 2012 ମସିହାରୁ ପାଳନ କରାଯାଉଛି