Browsing Category
ଅନ୍ୟାନ୍ୟ
ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ,ବିବାହ କରି ଭାରତର ବୋହୂ ସାଜିଛନ୍ତି।
ଜଣେ ଜର୍ମାନୀ ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ କରି ଭାରତର ବୋହୂ ସାଜିଛନ୍ତି। ପ୍ରାଚୀନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ବାସିନ୍ଦା ସନ୍ଦୀପଙ୍କୁ ବିବାହ କରିଛନ୍ତି ଜର୍ମାନୀ ଯୁବତୀ ଷ୍ଟିନା।ସନ୍ଦୀପ ଏବଂ ଷ୍ଟିନାଙ୍କ ବିବାହ ଏବେ!-->…
ଚାକିରୀ ଛାଡି ଏହି ମହିଳା ଖାଉଛନ୍ତି ମୃତ ଜୀବଜନ୍ତୁଙ୍କ ମାଂସ
ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣା ହୋଇ ସେମାନଙ୍କର ମୃତ୍ୟୁ ହେଲେ ତାଙ୍କ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ କେବେ ଚିଲ କାଉଙ୍କର ଆହାର ପାଲଟିଯାଏ। କିନ୍ତୁ କେବେ ଶୁଣିଛନ୍ତି ଜୀବଜନ୍ତୁଙ୍କ ମୃତ ଶରୀରକୁ ଜଣେ ମହିଳା କଞ୍ଚା ରୂପେ ଆହାର କରନ୍ତି। ହଁ ଏହା!-->…
୫୦ ବର୍ଷ ଧରି ବିନା ଖାଦ୍ୟରେ ବଞ୍ଚିଛନ୍ତି ଏହି ମହିଳା
ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି କିଛି ନ ଖାଇ ଜୀବନ ବିତାଉଛନ୍ତି। ଆଜି ଆମେ ଆପଣଙ୍କୁ ଭିଏତନାମର ଏପରି ଜଣେ ମହିଳାଙ୍କ ବିଷୟରେ କହିବୁ, ଯିଏ ପ୍ରାୟ ୫୦ ବର୍ଷ ଧରି କେବଳ ପାଣି ପିଇ ବଞ୍ଚିଛନ୍ତି।୭୫ ବର୍ଷୀୟ ଭିଏତନାମୀ ମହିଳା ବୁଇ ଥି ଲୋଇ । ବୁଇଙ୍କ ଅଜବ!-->…
ଚାଇନା ଫୋନ ଏତେ ଶସ୍ତା ଓ ସୁନ୍ଦର କଣ ପାଇଁ ?
ଚାଇନା କୁ ଗୋଟିଏ ମୋବାଇଲ ବନେଇବା ପାଇଁ କେତେ ପଇସା ଲାଗିଥାଏ । ଯଦି ଜନସଂଖ୍ୟାର ହିସାବ କରିବା ପାଖାପାଖି ଭାରତରେ ୭୦ ପ୍ରତିଶତ ଲୋକ ଚାଇନାର ମୋବାଇଲ ବ୍ୟବହାର କରୁଛନ୍ତି ।ଯେବେ ମୋବାଇଲ କିଣିବାର ସମୟ ଆସେ ଆମେ ସୋରୁମରେ ସର୍ବ ପ୍ରଥମେ ସାଓମି, ରିଏଲମି, ଓପୋ, ଭିବୋ ଭଳି ବ୍ରାଣ୍ଡକୁ!-->…
ଆତଙ୍କୀ କସାବ ବିରୋଧରେ ସାକ୍ଷୀ ଦେଲି ବୋଲି ଏବେ ମିଳୁନି ଘର କିମ୍ବା ଚାକିରି
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସେଦିନ ଥିଲା ୨୦୦୮ ବର୍ଷ ନଭେମ୍ବରର ୨୬ ତାରିଖ । ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଯେତେବେଳେ!-->…
ଏସିୟା ମହାଦେଶରେ ପ୍ରଥମ ମହିଳା ବିଚାରପତି ଫାତିମା ବିୱି |୯୬ ବର୍ଷ ବୟସରେ ଦେହାନ୍ତ
ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିୱିଙ୍କର ଗୁରୁବାର କେରଳରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଫାତିମା ପ୍ରଥମ ମୁସଲମାନ ମହିଳା ବିଚାରପତି ଯିଏକି କୌଣସି ଉଚ୍ଚ ନ୍ୟାୟପାଳିକାରେ ନିଯୁକ୍ତ ହୋଇଥିଲେ। ଏପ୍ରିଲ୍!-->…
ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ୍ ଜୟୀ ରାଜଗୁରୁ ଙ୍କ ବିଷୟରେ
ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ସହିଦ କୁହାଯାଉଥିବା ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ, ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଏବଂ ହୀରାମଣି ଦେବୀଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ। ବଂଶ ପରମ୍ପରା!-->…
ଏହି ଦେଶରେ କୁକୁର ପୂଜା କରି ପାଳନ ହୁଏ ଦୀପାବଳି
ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ନୁହେ ବିଦେଶ ରେ ମଧ୍ୟ ପାଳନ କରାଯାଏ । ଯେମିତି ଜାପାନ, ଗୁଆନା, ମାଲେସିୟା, ମରିସସ୍, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ।ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ!-->…
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ,ଜଣାନ୍ତୁ ତାଙ୍କ ଅତୀତ ବିଷୟ ରେ…
ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛି।୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ!-->…
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ” ଲୌହ ମାନବ “ଙ୍କୁ ସପ୍ରେମ ଶ୍ରଦ୍ଧାଞ୍ଜଳି ।।
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ ନଦିଆଦ ଠାରେ, ୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ। ସ୍ଵାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିନା ରକ୍ତପାତରେ ଦେଶୀୟ ରାଜ୍ୟ ମାନଙ୍କୁ ଭାରତରେ ମିଶ୍ରଣ କରି ନିଜ ଦକ୍ଷତାର!-->…
ଚା କେମିତି ଓ କୋଉଠୁ ଆସିଲା??
ପାଣି ପରେ ଚା' ସବୁଠାରୁ ଲୋକପ୍ରିୟ ପାନୀୟ। ଏହା କ୍ୟାମେଲିଆ ସାଇନେନ୍ସିସ୍ ଗଛର ପତ୍ର ସହ ଗରମ ପାଣି ର ଏକ ସରଳ ପ୍ରସ୍ତୁତି। ଚା' ପ୍ରଥମଥର ପାଇଁ ତୃତୀୟ ଶତାବ୍ଦୀରେ ଚୀନର ଏକ ଔଷଧୀୟ ପାନୀୟ ବୋଲି ବର୍ଣ୍ଣନା କରାଯାଇଥିଲା। ବ୍ୟବସାୟୀମାନେ ଏହାର ଲୋକପ୍ରିୟତାକୁ ଶୀଘ୍ର ସମସ୍ତ ମହାଦେଶରେ!-->…
ଉତ୍କଳମଣି ଗୋପବନ୍ଧୁ ଙ୍କ ଜୀବନୀ ଉପରେ କିଛି କଥା
ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ। ସେ ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ ଓ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଉପାଧି ହାସଲ କରିଥିଲେ। କଲିକତା!-->…