Browsing Category

ଅନ୍ୟାନ୍ୟ

୧୯୯୩ ମୁମ୍ବାଇ ଆକ୍ରମଣକୁ ପୁରିଲା ୩୦ ବର୍ଷ,ଡନ ଦାଉଦ ଇବ୍ରାହିମ ଥିଲେ ସାମିଲ, ଫସିଯାଇଥିଲେ ସଞ୍ଜୟ ଦତ୍ତ

ମାର୍ଚ୍ଚ ୧୨, ୧୯୯୩ ମୁମ୍ବାଇ ପାଇଁ ଥିଲା କଳା ଶୁକ୍ରବାର ବା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସବୁ ଦିନ ପରେ ଥିଲା ଗହଳି ଚହଳି। ଅପରାହ୍ନ ୧ଟା ୩୦ ସମୟରେ ଏକ୍ସଚେଞ୍ଜର ୨୮ ମହଲାରୁ ଶୁଭିଲା ପ୍ରଚଣ୍ଡ ବିସ୍ଫୋରଣ।  ଏହି ଆତଙ୍କୀ ଆକ୍ରମଣ ଘଟଣାରେ ୫୦ଜଣଙ୍କର ମୃତ୍ୟୁ ଘଟିଥିଲା,

ମୁଣ୍ଡ କିମ୍ବା ମସ୍ତିଷ୍କରେ ଆଘାତ କୌଣସି ସଂକ୍ରମଣ ଯୋଗୁଁ ଦୃଷ୍ଟି ଶକ୍ତି ହରାଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ…

ମୁଷା ମୁଣ୍ଡରେ ମଣିଷ ମସ୍ତିଷ୍କରେ ଥିବା ନ୍ୟୁରନ୍‌ । ଏପରି ଘଟଣା ଆମେରିକାରେ ଘଟିଛି । ମସ୍ତିଷ୍କରେ ବାହାରର ନ୍ୟୁରନ୍‌କୁ ଅସ୍ତ୍ରୋପଚାର କରି ଲଗାଯାଇଛି । କ୍ଷତିଗ୍ରସ୍ତ ମସ୍ତିଷ୍କରେ ଏହା କିପରି କାମ କରୁଛି ବୈଜ୍ଞାନିକମାନେ ତାହାର ଅନୁଧ୍ୟାନ କରୁଛନ୍ତି । ପେନସିଲଭାନିଆରେ ଗବେଷକମାନେ

ସୁଭାଷ ବୋଷ ବିଷୟ ରେ କିଛି ରୋଚକ୍ ତଥ୍ୟ ।

୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ସୁଭାଷ ବୋଷ ଜନ୍ମ ଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିବା ପରେ ସେ କଲକାତା ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କଲେ। ୧୯୩୮ରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସଶସ୍ତ୍ର ଆନ୍ଦୋଳନ

ଫଟୋ ଏତେ ଭୟଙ୍କର ଯେ ଏହାକୁ ନେଇ ଫଟୋଗ୍ରାଫରଙ୍କୁ ପୁରସ୍କାର ମଧ୍ୟ ମିଳିଛି।

ପିମ୍ପୁଡ଼ି ର ପ୍ରକୃତ ଫଟୋ ଏତେ ଭୟଙ୍କର ଯେ ଏହାକୁ ନେଇ ଫଟୋଗ୍ରାଫରଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଫଟୋକୁ ଦେଖିଲେ ଆପଣ କହିପାରିବେନି ଯେ ଏହା କୌଣସି ପିମ୍ପୁଡ଼ିର ଫଟୋ। ସତେ ଯେପରି ଏହା କମ୍ପ୍ୟୁଟର ଗ୍ରାଫିକ୍ସ ବ୍ୟବହାରରେ କରାଯାଇଛି, ଏବଂ ଏହାକୁ ଏକ ଭୟଙ୍କର ପଶୁ ଭଳି ଦେଖାଯାଇଛି।

ଆଜି ମାନବାଧିକାର ଦିବସ ପାଳିତ ପାଳିତ ହେଉଛି।

୧୯୪୮ ଡିସେମ୍ବର ୧୦ରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା। ଜାତିସଂଘ ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ମାନବାଧିକାର ଦିବସ ପାଳିତ ହୋଇଆସୁଛି। ବିଶ୍ବର ପ୍ରତ୍ୟେକ ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ

ଆସନ୍ତୁ ଜାଣିବା ସେହି ମହାନ ବ୍ୟକ୍ତିଙ୍କୁ ଯିଏ ଆମ ଜାତୀୟ ପତାକା ତିଆରି କରିଥିଲେ।

୧୪୨ ବର୍ଷ ପୂର୍ବର କଥା, ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପତ୍ତନମ ନିକଟବର୍ତ୍ତି ଏକ ଗାଁରେ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମ ହୋଇଥିଲେ। ସେ ୧୯ ବର୍ଷ ବୟସରେ ବ୍ରିଟିସ ଆର୍ମିରେ ଯୋଗ ଦେଇ ତାଙ୍କର କ୍ୟାରିଅରର ଶୁଭାରମ୍ଭ କରିଥିଲେ। ବ୍ରିଟିସ ଆର୍ମିିରେ ଥିବା ଅବସ୍ଥାରେ ଏକ

ଏବେ ପେନସନଭୋଗୀ WhatsApp ମାଧ୍ୟମରେ ନିଜର ପେନ୍ସନ ସ୍ଲିପ୍ ପାଇପାରିବେ। ଜାଣନ୍ତୁ କେମିତି?

ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହି ନୂଆ ସୁବିଧା ଅନୁଯାୟୀ ଏବେ ପେନସନଭୋଗୀ ହ୍ବାଟ୍ସଆପ୍ ମାଧ୍ୟମରେ ନିଜର ପେନ୍ସନ ସ୍ଲିପ୍ ପାଇପାରିବେ। ଏସବିଆଇ ତରଫରୁ ଏନେଇ ଟ୍ବିଟ କରି ସୂଚନା ଦିଆଯାଇଛି। ଏହାଦ୍ବାରା ଅତି ସହଜରେ

ମନେ ପଡୁଛି ମହାବାତ୍ୟା.. ଦଳି ଚାଲିଗଲା କେତେ ଲୋକଙ୍କ ଘର ଓ ଜୀବନ ।

ସେଦିନ ଥିଲା ଅକ୍ଟୋବର ୨୯ , ଶୁକ୍ରବାର.ଚାହୁଁ ଚାହୁଁ ଚାଲିଯାଇଥିଲା ୧୦ ରୁ ଅଧିକ ହଜାର ଲୋକଙ୍କ ଜୀବନ. ପାଖା ପାଖି ୩୫୦ କିମି ବେଗରେ ବହିଥିଲା ପବନ!.ଆଜି ଅକ୍ଟୋବର ୨୯ ତାରିଖ, ଶନିବାର। ସେଦିନ ଥିଲା ଶୁକ୍ରବାର… ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ଧାରାରେ ବର୍ଷା।

ଜାଣନ୍ତୁ କେଉଁ ବାଣରୁ କେତେ ପ୍ରଦୂଷଣ ସୃଷ୍ଟି କରୁଛି ।

ଦିନକୁ ଦିନ ପ୍ରଦୂଷଣରସ୍ତର ବଢିବାରେ ଲାଗିଛି । ଦୀପାବଳି ପରେ ବଢିବାକୁ ଥିବା ପ୍ରଦୂଷଣର ସ୍ଥିତି ଆହୁରି ଚିନ୍ତାର କାରଣ ସାଜିବ । ସବୁଠାରୁ ବଡ କାରଣ ହେଉଛି ବାଣ । ବାଣ ଉପରେ ସଚେତନତା ସୃଷ୍ଟି କରିବା ପରେ ମଧ୍ୟ ଲୋକେ ବାଣ ଫୁଟାଇବାକୁ ପଛାଉନାହାନ୍ତି ।ଜଣାପଡିଛି ଯେ ଶସ୍ତା ବାଣରୁ ବିଷାକ୍ତ

ସ୍ମାର୍ଟଫୋନ୍‌ରେ ରଖନ୍ତୁ ଆଧାରକାର୍ଡର କପି । UIDAI ଅଫିସିଆଲ୍ ୱେବ୍‌ସାଇଟ ରୁ ଏହିଭଳି ଡାଉନ୍ ଲୋଡ କରନ୍ତୁ।

ଆଜିକାଲି ସବୁ କ୍ଷେତ୍ରରେ ଆଧାରକାର୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ସବୁବେଳେ ଆଧାରକାର୍ଡ ସାଙ୍ଗରେ ଧରି ବୁଲିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆପଣ ନିଜ ସ୍ମାର୍ଟଫୋନ୍‌ରେ ଆଧାରକାର୍ଡର ସଫ୍ଟ କପି ରଖିପାରିବେ। କେମିତି ଜାଣନ୍ତ । ୧. ପ୍ରଥମେ UIDAI

ଗଛ ଗୋଟିଏ, ଆମ୍ବ ୩୦୦ ପ୍ରକାର । ଆମ୍ବ ର ନା ଐଶ୍ବର୍ଯ୍ୟା ।

ଉତ୍ତରପ୍ରଦେଶର ମାଲିହାବାଦରେ ଏହି ବିରଳ ଆମ୍ବ ଗଛଟି ଲେଖିଛି ବିରଳ ରେକର୍ଡ । କିନ୍ତୁ ଅଧିକ ବିସ୍ମୟ ଏହି ଗଛର ସ୍ରଷ୍ଟା । ସେ ଭାରତର ମ୍ୟାଙ୍ଗୋ ମ୍ୟାନ୍ କଲିମଉଲ୍ଲା ଖାନ୍ । ମାଲିହାବାଦର ଏହି ଆମ୍ବ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧ । ଦଶନ୍ଧି ଦଶନ୍ଧି ଧରି କଠିନ ପରିଶ୍ରମ

ସାତକୋଶିଆ ଗଣ୍ଡ ହେଲା ରାମସର ସାଇଟ ,ଆଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାନ୍ୟତା ଦେଲା ୟୁନେସ୍କୋ

ଗଣିଆ -(ବିଶ୍ୱରଞ୍ଜନ ସେଠୀ/୪/୦୮)- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ପ୍ରସିଦ୍ଧ ପଯ୍ୟଟନ କେନ୍ଦ୍ର ସାତକୋଶିଆକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏପରି ଘୋଷଣା କରାଯାଇଛି । ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ