Browsing Category
ଅନ୍ୟାନ୍ୟ
ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ୍ ଜୟୀ ରାଜଗୁରୁ ଙ୍କ ବିଷୟରେ
ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ସହିଦ କୁହାଯାଉଥିବା ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ, ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଏବଂ ହୀରାମଣି ଦେବୀଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ। ବଂଶ ପରମ୍ପରା!-->…
ଏହି ଦେଶରେ କୁକୁର ପୂଜା କରି ପାଳନ ହୁଏ ଦୀପାବଳି
ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ନୁହେ ବିଦେଶ ରେ ମଧ୍ୟ ପାଳନ କରାଯାଏ । ଯେମିତି ଜାପାନ, ଗୁଆନା, ମାଲେସିୟା, ମରିସସ୍, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ।ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ!-->…
ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ,ଜଣାନ୍ତୁ ତାଙ୍କ ଅତୀତ ବିଷୟ ରେ…
ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛି।୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ!-->…
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ” ଲୌହ ମାନବ “ଙ୍କୁ ସପ୍ରେମ ଶ୍ରଦ୍ଧାଞ୍ଜଳି ।।
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତତ୍କାଳୀନ ବମ୍ବେ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ ନଦିଆଦ ଠାରେ, ୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ। ସ୍ଵାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିନା ରକ୍ତପାତରେ ଦେଶୀୟ ରାଜ୍ୟ ମାନଙ୍କୁ ଭାରତରେ ମିଶ୍ରଣ କରି ନିଜ ଦକ୍ଷତାର!-->…
ଚା କେମିତି ଓ କୋଉଠୁ ଆସିଲା??
ପାଣି ପରେ ଚା' ସବୁଠାରୁ ଲୋକପ୍ରିୟ ପାନୀୟ। ଏହା କ୍ୟାମେଲିଆ ସାଇନେନ୍ସିସ୍ ଗଛର ପତ୍ର ସହ ଗରମ ପାଣି ର ଏକ ସରଳ ପ୍ରସ୍ତୁତି। ଚା' ପ୍ରଥମଥର ପାଇଁ ତୃତୀୟ ଶତାବ୍ଦୀରେ ଚୀନର ଏକ ଔଷଧୀୟ ପାନୀୟ ବୋଲି ବର୍ଣ୍ଣନା କରାଯାଇଥିଲା। ବ୍ୟବସାୟୀମାନେ ଏହାର ଲୋକପ୍ରିୟତାକୁ ଶୀଘ୍ର ସମସ୍ତ ମହାଦେଶରେ!-->…
ଉତ୍କଳମଣି ଗୋପବନ୍ଧୁ ଙ୍କ ଜୀବନୀ ଉପରେ କିଛି କଥା
ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ। ସେ ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ ଓ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଉପାଧି ହାସଲ କରିଥିଲେ। କଲିକତା!-->…
ଜୟନ୍ତ ମହାପାତ୍ରଙ୍କ କିଛି ଖାସ କଥା
କଟକର ତିନିକୋଣିଆ ବଗିଚାରେ ଏକ ଖ୍ରିଷ୍ଟିଆନ ପରିବାରରେ ସେ ୨୨ ଅକ୍ଟୋବର ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ।ଷ୍ଟିୱାର୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରେଭେନ୍ସା କଲେଜରେ ସ୍ନାତକ ଓ ପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ!-->…
କିଏ ଏହି ରକେଟ୍ ଓ୍ୱିମେନ୍ ? କଣ ତାଙ୍କର ପରିଚୟ ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
ଇତିହାସ ରଚିଲା ଇସ୍ରୋ। ଚନ୍ଦ୍ରଯାନ ମିଶନ-୩ ସଫଳ ହେଲେ ବିଶ୍ୱରେ ଭାରତ ଚତୁର୍ଥ ଦେଶ ଭାବେ ଜହ୍ନରେ ନିଜ ନାଁ ଲେଖିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ହୋଇଛି। ଦେଶର ଏହି ତୃତୀୟ ଚନ୍ଦ୍ରାଭିଯାନରେ ଜହ୍ନ ରାଇଜର ବହୁ ରହସ୍ୟ ଫିଟିବାକୁ ଯାଉଛି। ତେବେ ଏହି!-->…
ଉତ୍କଳୀୟ ମହାନ ସଂସ୍କୃତି ର ପର୍ବ ରଜ ପର୍ବ ।।
ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଐତିହ୍ୟ ଏବଂ ଭାଇଚାରା ତଥା ମାତୃଶକ୍ତି ର ପବିତ୍ର ପର୍ବ ହେଉଛି ରଜ ।। ମାଆ ମାଟି ଓ ମୌସୁମୀ ର ଆଦ୍ୟ ମିଳନ ର ପର୍ବ ରଜ ପର୍ବ ।। ଉତ୍କଳ ର କୃଷି ସମ୍ବନ୍ଧୀୟ ଲୋକ ଉତ୍ସବ ହେଉଛି ରଜପର୍ବ। ଲୋକ ମାନଙ୍କ ହୃଦୟରେ ନୂତନ ଉତ୍ସାହ, ଉଦ୍ଦୀପନା, ଶକ୍ତି ଓ!-->!-->!-->…
କୁଷ୍ଠ ରୋଗ ପ୍ରତି ଥିବା ହିନଚିନ୍ତାଧାରା ଓ ଏହାର ଲକ୍ଷଣ।
କୁଷ୍ଠ ରୋଗ କୁ ହାଂସେନ ରୋଗ କୁହାଯାଏ କାରଣ ଏହା ମୟିକବାକ୍ଟେରିଉମ ଲେପରେ ଦ୍ୱାରା ପବନ ରେ ବ୍ୟାପି ଥାଏ . କୁଷ୍ଠ ରୋଗ ବା କଢ ରୋଗ ଠିକ ହେଇପାରେ . ଏହା ସେ ସବୁ ବ୍ୟକ୍ତି ର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ . କି ତାକୁ ଠିକ ହବାରେ କେତେ ସମୟ ଲାଗିବ. ଆମ ସମାଜ ରେ ଲମ୍ବା ସମୟ ପର୍ଯ୍ୟନ୍ତ!-->…
ଆଉ କେତେ ହେଲେ ମନ ଭରିବ ? ମୋବାଇଲ ର ଯୁବ ପୀଢ଼ି ଉପରେ ପ୍ରଭାବ।
ମଣିଷ ଏକ ସାମାଜିକ ପ୍ରାଣୀ। ମଣିଷର ସର୍ବୋତ୍କୃଷ୍ଟ ସାମର୍ଥ୍ୟ । ସବୁବେଳେ ଚିନ୍ତା କରିବା, କଳ୍ପନା କରିବା, ସୃଷ୍ଟି କରିବା,ନିରୀକ୍ଷଣ କରିବା, ସାମାଜିକ ହୋଇ ଗୋଷ୍ଠୀବଦ୍ଧ ଭାବେ ଏକତ୍ରିତ ହେବା ତାହାର ପ୍ରଭୃତି। ଏହି ଗୁଣାବଳୀମାନ ମନୁଷ୍ୟକୁ ପଶୁଙ୍କ ଉପରେ ବିଜୟ ଲାଭ କରିବାରେ ସାହାଯ୍ୟ!-->…
ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ବିଷୟ ରେ କିଛି ଖାସ୍ କଥା ।
ମିଳିତ ଜାତିସଂଘ 1993 ମସିହାରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଘୋଷଣା କରିଥିଲା, ଯାହା ଅନୁଯାୟୀ ଗଣମାଧ୍ୟମର ସ୍ୱାଧୀନତା, ଗଣମାଧ୍ୟମର ସ୍ୱାଧୀନତାର ମୂଲ୍ୟାଙ୍କନ, ଗଣମାଧ୍ୟମର ସ୍ୱାଧୀନତା ତଥା ସେବା ଉପରେ ବାହ୍ୟ ଉପାଦାନଗୁଡ଼ିକର ସୁରକ୍ଷା ପାଇଁ ଏହି ଦିନ । ସାମ୍ବାଦିକମାନଙ୍କୁ!-->…