Browsing Category

ଆମ ପୁରାଣ

ବିଦୁରଙ୍କ ପୂର୍ବ ଜନ୍ମ କଥା : ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ମୋକ୍ଷ ପ୍ରାପ୍ତି  ।।

ବିଦୁର ବୋଲେ ଅନ୍ଧରାୟ। ଯେମନ୍ତେ ଗଲା ହିମାଳୟ।। ପ୍ରାଣ ଛାଡିଲା ଯୋଗବଳେ। ଏ କଥା ତ୍ରୟଦଶେ ବୋଲେ।। ସୂତ କହିଲେ,"ବିଦୁର ତୀର୍ଥଯାତ୍ରା କ୍ରମରେ ମୈତ୍ରେୟ ଆଶ୍ରମରେ ପଦାର୍ପଣ କଲେ। ସେଠାରେ କିଛି ଦିନ ରହି ଆତ୍ମଜ୍ଞାନ ପାଇଲେ। ସେଠାରୁ ହସ୍ତିନା ନଗର ଯାଇ ଧୃତରାଷ୍ଟ୍ରଙ୍କ ପାଖରେ

ଦ୍ଵିତୀବାହନ ଓଷା ଓ ଘାଣ୍ଟ ତିଅଣ ।।

ଓଡିଆ ସଂସ୍କୃତି ଓ ପରମ୍ପରା ର ଓଷା ମାନଙ୍କ ମଧ୍ୟରେ ଦ୍ବିତୀବାହନ ଓଷା ଅନ୍ୟତମ ଅଟେ ।ସୂର୍ଯ୍ୟ ଦେବତା ଙ୍କ ପୁତ୍ର ହେଉଛନ୍ତି ଦ୍ଵିତୀବାହନ।ଦ୍ଵିତୀବାହନଙ୍କୁ ସଧବା ମହିଳା ମାନେ ନିର୍ଜଳା ଉପବାସ ରହି ପୂଜା କରନ୍ତି। ଏହି ଓଷାର ମୂଳ ଉଦ୍ଦେଶ୍ୟ ପୁଅର ମଙ୍ଗଳ କାମନା। ଏହି ଓଷା ସହିତ

ଓଡିଆ ଭାଗବତ, ପରୀକ୍ଷିତଙ୍କ ଜନ୍ମକଥା ।। 

ଓଡ଼ିଆ ଭାଗବତରେ ଏହି କଥା ପ୍ରଥମ ସ୍କନ୍ଧ, ଦ୍ଵାଦଶ ଅଧ୍ୟାୟରେ ପରିକ୍ଷିତଙ୍କ ଜନ୍ମ କଥା ଅଛି ।।ଶୌନକ କହିଲେ,"କୋପରେ ଦ୍ରୋଣଗୁରୁଙ୍କ ପୁତ୍ର ଅଶ୍ଵତ୍ଥାମା ମନ୍ତ୍ର କରି ଶର ପେଷିଲେ। ତା'ର ପ୍ରଚଣ୍ଡ ତେଜ ବଳରେ ଦିଗପାଳ ମାନେ ଭୟରେ ଥରିବାକୁ ଲାଗିଲେ। ସେହି ଶର ଉତ୍ତରା ଗର୍ଭରେ ପଡ଼ିଲା।

ପୌରଣିକ ପୃଷ୍ଠାରେ କାକଭୁଷଣ୍ଡି ଉପାଖ୍ଯାନ।

ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀରେ ଶ୍ରୀହରି ଶୟନ ନୀତି ପରଦିନ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଙ୍କ ଦେବୋତ୍ଥାପନ ଏକାଦଶୀ ପରଦିନ ଗରୁଡଙ୍କୁ ଯଥାବିଧି ସେବା କରାଯାଇ ଜାଗ୍ରତ କରାଯାଏ |ଶ୍ରୀରାମ ଚରିତ ମାନସର ସିଦ୍ଧାନ୍ତ ମତେ, ଏହି ପୈାରାଣିକ ତଥ୍ୟର ଅବତାରଣା ହୋଇଛି।