Browsing Category
ମନୋରଂଜନ
ପରଲୋକରେ ସାଧୁ ମେହେର
ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ଏହି ଭେଟେରାନ ଆକ୍ଟର। ଏନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି।ବୌଦ୍ଧ ଜିଲା ଗୁଡ଼ଭେଲିପଦର ଗାଁରେ ଜନ୍ମିତ ସାଧୁ ମେହେର!-->…
ମାତ୍ର ୩୨ ବର୍ଷ ବୟରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ।
ବିବାଦୀୟ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି।ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଶୁକ୍ରବାର ପରଲୋକ ଘଟିଛି। ଏନେଇ!-->…
ଏବେ ଫିଲ୍ମ ହନୁମାନ 3Dରେ ହେବ ରିଲିଜ୍
ପ୍ରଶାନ୍ତ ଭର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ହନୁମାନ । ଏହା ରିଲିଜ୍ ହେବା ଦିନ ଠାରୁ ଇତିହାସ ସୃଷ୍ଟି କରିଥିଲା। ନିର୍ମାତା ଏହି ଫିଲ୍ମରେ ନୂଆ ଅଭିନେତାମାନଙ୍କୁ କାଷ୍ଟ କରିଥିଲେ। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା!-->…
‘ପୁଷ୍ପା-୨’ ସେଟ୍ରୁ ଲିକ୍ ହେଲା ଅଲ୍ଲୁଙ୍କ ଲୁକ୍
ଅଭିନେତା ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ, କିନ୍ତୁ ଏହାପୂର୍ବରୁ ସେଟରୁ!-->…
ଫିଲ୍ମ ‘ଫାଇଟର୍’ । ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି।
ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଫାଇଟର୍’ । ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଉତ୍କୃଷ୍ଟ ସମୀକ୍ଷା ଗ୍ରହଣ କରିଛି। ଲୋକମାନେ ଫିଲ୍ମର ସୁନ୍ଦର!-->…
BiggBoss ବିଜେତା ମୁନାୱର ଫାରୁକି
ରିଅଲିଟି ଶୋ’ ବିଗ୍ ବସ୍ ୧୭ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାଓ୍ବର ଫାରୁକି ବିଗ୍ ବସ୍-୧୭ ବିଜୟୀ ଘୋଷିତ ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଏବଂ!-->…
ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ
ଲୋକପ୍ରିୟ ପାକିସ୍ତାନୀ ଗାୟକ ରାହତ ଫତେହ ଅଲୀ ଖାନ ବିବାଦରେ ଫସିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓ ହିଁ ତାଙ୍କୁ ବିବାଦ ଘେରକୁ ଟାଣିଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ମନଇଚ୍ଛା ମାଡ ମାରୁଛନ୍ତି।!-->…
ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ ଆଇକନିକ୍ ୟୁଏଇ ଗୋଲ୍ଡେନ୍ ଭିସା ପାଇଛନ୍ତି
ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ । ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ଅଳ୍ପ ସମୟ ମଧ୍ୟରେ ସେ ଏକ ବହୁତ ପ୍ରଶଂସକଙ୍କୁ ଏକାଠି କରିଛନ୍ତି । ଗତ ବର୍ଷ ତାଙ୍କୁ ଚଳଚ୍ଚିତ୍ର ‘ମିମି’ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଏବେ ଅଭିନେତ୍ରୀଙ୍କୁ ବର୍ଷ ଆରମ୍ଭରୁ ଆଉ ଏକ ବଡ଼!-->…
EaseMyTrip କୋ-ଫାଉଣ୍ଡରଙ୍କୁ ଡେଟ୍ କରୁଛନ୍ତି କି କଙ୍ଗନା ?
କଙ୍ଗନା ରାନାୱତ ବିଷୟରେ କିଛି ଗୁଜବ ଶୁଣାଯାଉଛି। ହଠାତ ଅଭିନେତ୍ରୀଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଆସିଛି। ତାଙ୍କ ନାମ କିଛି ବ୍ୟକ୍ତିଙ୍କ ସହ ଜଡିତ ଅଛି। ବର୍ତ୍ତମାନ ଏହି ସମସ୍ତ ଖବର ଜାଣିଲା ପରେ କଙ୍ଗନାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଲା । ତାଙ୍କର ଏବଂ ନିଶାନ୍ତ ପିଟିଙ୍କ ଡେଟିଂ ଖବରରେ!-->…
‘ଲାହୋର ୧୯୪୭’ ରେ ନଜର ଆସିବେ ସନ୍ନି ଓ ପ୍ରୀତି ଜିଣ୍ଟା
ଫିଲ୍ମ ‘ଗଦର ୨’ ର ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମରେ ପରେ ସନି ଦେଓଲ ଏକ ଜବରଦସ୍ତ କମ୍ବ୍ୟାକ୍ କରିଛନ୍ତି। ତାଙ୍କର ପ୍ରାଧାନ୍ୟତା ଦର୍ଶକଙ୍କ ମଧ୍ୟରେ ରହିଆସିଛି। ବର୍ତ୍ତମାନ ସେ ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନରେ ନିର୍ମିତ!-->…
ନୂଆ ପିଢ଼ିର ରୋମାଣ୍ଟିକ କାହାଣୀ ‘ଲଭ୍ ଆଣ୍ଡ ୱାର’
ଆଗାମୀ ବଡ ବଜେଟ୍ ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଭିକି କୌଶଲ ଏକାଠି ନଜର ଆସିବେ। ଆଲିଆ-ରଣବୀରଙ୍କୁ ଏକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି କିନ୍ତୁ ଏହା ପ୍ରଥମ ଥର ପାଇଁ ଭିକି ସେମାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ତେବେ ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ!-->…
‘ଏମରଜେନ୍ସି’ର ରିଲିଜ ଡେଟ ଘୋଷଣା ରେ ପରିବର୍ତ୍ତନ,ରିଲିଜ୍ ହେଲା
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏର୍ମଜନ୍ସି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ରିଲିଜ ଡେଟ୍କୁ ଏହାକୁ ସ୍ଥଗିତ ରଖାଯାଇଥିଲା। ‘ଏମରଜେନ୍ସି’ ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ!-->…