Browsing Category
ମନୋରଂଜନ
ଅଯୋଧ୍ୟାରେ ଜମି କିଣିଲେ ଅମିତାଭ
ଜାନୁଆରୀକୁ ସମସ୍ତେ ଉତ୍ସାହ ସହିତ ଅପେକ୍ଷା କରିଛନ୍ତି । ଏହି ଦିନ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। କ୍ରୀଡା, ରାଜନୀତି ଏବଂ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବଡ ବ୍ୟକ୍ତିତ୍ୱ ଏଥିରେ ଅଂଶଗ୍ରହଣ କରିବେ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି!-->…
ଏଭରେଷ୍ଟ ବେସ୍ କ୍ୟାମ୍ପ ଆରୋହଣ କଲେ ଓଡ଼ିଆ ଝିଅ ମମତା
ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ଜଣେ ମହିଳା। ସେ ହେଉଛନ୍ତି ମମତା ରାଉତ ଯିଏ ଜଣେ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କରେ ସିନିୟର ସପ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି | ସେ ଶୀତକାଳୀନ ଛୁଟିରେ ଏଭରେଷ୍ଟ ବେସ୍ କ୍ୟାମ୍ପ ଆରୋହଣ!-->…
ଦୀର୍ଘଦିନର ଗର୍ଲଫ୍ରେଣ୍ଡ୍ଙ୍କ ହାତ ଧରିଲେ ସିଙ୍ଗର ସନମ ପୁରୀ
ଭାରତୀୟ ପପ ରକ ବ୍ୟାଣ୍ଡ ସନାମର ଲିଡ ସିଙ୍ଗର-ମ୍ୟୁଜିସିୟାନ ସନାମ ପୁରୀ ବିବାହ କରିଛନ୍ତି।ସେ ନାଗାଲାଣ୍ଡର ବାସିନ୍ଦା ଜୁକୋବେନି ତୁଙ୍ଗୋଏଙ୍କୁ ବିବାହ କରିଛନ୍ତି । ଅନେକ ଶାସ୍ତ୍ରୀୟ ଗୀତର ରିକ୍ରିଏଟ୍ ଭର୍ସନରେ ଗାଇ ସଂସ୍କରଣ ଗାଇ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ଜଣେ ଗାୟକ ହେବା!-->…
ଯମୁନା ସୋନୱାଲ ଗ୍ଲୋରୀ କୁଇନ ୨୦୨୪
ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଛାତ୍ରୀ ଯମୁନା ସୋନୱାଲ ଚଳିତ ବର୍ଷର ଗ୍ଲୋରୀ କୁଇନ ହୋଇଛନ୍ତି। ଶୁକ୍ରବାର ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରୀ ଫେଷ୍ଟ୍ ଉଦଯାପନ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି। ଚାରି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟ!-->…
ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତ ଗାୟିକା ପ୍ରଭା ଆତ୍ରେଙ୍କ ପରଲୋକ ଘଟିଛି
ସଙ୍ଗିତ ଜଗତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ପରଲୋକ ହୋଇଛି। ଶନିବାର ପୁଣେ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ସେ ତାଙ୍କ ବାସଭବନରେ ଶୋଇଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ!-->…
ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’କୁ ବଢିଲା ବିବାଦ, ନୟନତାରାଙ୍କ ବଢ଼ିଲା ସମସ୍ୟା
ତାମିଲ ଫିଲ୍ମ ‘ଅନ୍ନପୂର୍ଣ୍ଣୀ’ରେ ଭଗବାନ ରାମଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏଥିରେ ଅଭିନୟ କରିଥିବା ନୟନତାରାଙ୍କ ବିରୋଧରେ ମଧ୍ୟପ୍ରଦେଶର ଜବଲପୁରରେ ମାମଲା ରୁଜୁ ହୋଇଛି । ଗତ ଡିସେମ୍ବର ୨୯ରେ ଏହି ଫିଲ୍ମ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ!-->…
ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଗଣ୍ଡଗୋଳ
ମହେଶ ବାବୁଙ୍କ ଫିଲ୍ମ ଜାନୁଆରୀ ୧୨ ରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ମଙ୍ଗଳବାର ଦିନ ‘ଗୁଣ୍ଟୁର କାରମ’ର ସିନେମାର ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫିଲ୍ମର ନିର୍ଦ୍ଦେଶକ ତ୍ରିଭିକରାମ ଶ୍ରୀନିବାସ, ମହେଶ ବାବୁ ଏବଂ ଶ୍ରୀଲଥାଙ୍କ ସମେତ ଅନେକ ସେଲିବ୍ରିଟି!-->…
ରଣଦୀପ ରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେବେ
ବଲିଉଡ୍ର ଅଭିନେତା ରଣଦୀପ ହୁଡା ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ରାମମନ୍ଦିର ସମାରୋହରେ ଦେଶର ବଡ଼ ବଡ଼ ବ୍ୟକ୍ତିବିଶେଷ, ସାଧୁ ସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଏନ୍ଆଇ ଏକ!-->…
ଫଟୋ ସେୟାର କରି ରଣବୀର ଟ୍ରୋଲ୍
ବର୍ତ୍ତମାନ ମାଳଦ୍ଵୀପ ବିବାଦକୁ ନେଇ ସୋସିଆଲ ମିଡିଆରେ ବହୁତ ଆଲୋଚନା ହୋଇଛି। ଅନେକ ବଲିଉଡ ତାରକା ମଧ୍ୟ # ବଏକୋଟମାଲଦିଭ ଟ୍ରେଣ୍ଡ ମାଧ୍ୟମରେ ମାଲଦ୍ଵୀପ ମନ୍ତ୍ରୀଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ!-->…
ଗାୟକ ଉସ୍ତାଦ ରଶିଦ ଖାନ୍, ୫୫ ବର୍ଷରେ ପରଲୋକ
ଆଓଗେ ଜବ ତୁମ ସାଜନା…ଫେମ ଗାୟକ ଓସ୍ତାଦ ରାସିଦ ଖାନଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। ଉତ୍ତରପ୍ରଦେଶରେ ରଶିଦ ଜନ୍ମଲାଭ କରିଥିଲେ। ସେ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା!-->…
ଉଦୟପୁରର ହୋଟେଲ୍ରେ ଅମୀର ଦେବେ ଝିଅ ବିବାହ ନିମନ୍ତେ ଗ୍ରାଣ୍ଡ ପାର୍ଟି
ବଲିଉଡ ଅଭିନେତା ଅମୀର ଖାନ। ତାଙ୍କ ଝିଅ ଇରା ଖାନ । ଇରା ତାଙ୍କ ଦୀର୍ଘ ଦିନର ବଏଫ୍ରେଣ୍ଡ ନୁପୁର ଶିଖରଙ୍କୁ ବିବାହ କରିଛନ୍ତି। ଏହି ଅନନ୍ୟ ବିବାହ ବିଷୟରେ ଅନେକ ଆଲୋଚନା ହୋଇଥିଲା, ବାସ୍ତବରେ ନୁପୁର ଘୋଡା ଉପରେ ବିବାହ ଶୋଭାଯାତ୍ରା ଆଣିବା, ପୋଷାକ ଏବଂ ସର୍ଟ ପିନ୍ଧି, ୮ କିଲୋମିଟର!-->…
ରଶ୍ମିକାଙ୍କ ହାତ ଧରିବେ ବିଜୟ
ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ବିସ୍ତାର କରିଥିବା ରଶ୍ମିକା ମନ୍ଦାନା ଆଜିକାଲି ମୁକ୍ତିଲାଭ କରିଥିବା ମୁଭି ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ରିଲ୍ରୁ ରିୟଲ ଲାଇଫ୍ ପାର୍ଟନର ହେବାକୁ ଯାଉଛନ୍ତି ସାଉଥ୍ର ଦୁଇ ସୁପରଷ୍ଟାର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା!-->…