Browsing Category
ମନୋରଂଜନ
ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କୁ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ
ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ୨୨ ଜାନୁଆରୀରେ ଅନୁଷ୍ଠିତ ହେବ । ବର୍ତ୍ତମାନ ଏ ସମ୍ପର୍କରେ ପ୍ରସ୍ତୁତି ଚାଲିଛି। ରାମ ମନ୍ଦିରର ଏହି ପବିତ୍ରତା ଦିନ ପାଇଁ ବଲିଉଡ ସେଲିବ୍ରେଟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ କଳାକାରଙ୍କୁ ରାମ ମନ୍ଦିରର!-->…
ସଲମାନ ଖାନ ଫାର୍ମ ହାଉସରେ ୨ ଜଣ ସନ୍ଦିଗ୍ଧ ଗିରଫ
ସଲମାନ ଖାନ ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକଙ୍କ ମଧ୍ୟରେ ସେ ଭାଇଜାନ୍ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ୍ ପାଇଁ ପ୍ରଶଂସକମାନେ ପାଗଳ।ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ପ୍ରାଥମିକ ତଦନ୍ତରୁ ସେମାନେ!-->…
ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ ଭେଟ
ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଛି।ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି ।ପାଞ୍ଚ ମାସ ତଳେ ଅଭିନେତା!-->…
ଲାକ୍ଷାଦ୍ୱୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ଏହି ଫଟୋକୁ ନେଇ ଭାରତରେ ମାଳଦ୍ୱୀପ ଓ ଲାକ୍ଷାଦ୍ବୀପ ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ଏହା ଦେଖି ମାଳଦ୍ୱୀପ ମନ୍ତ୍ରୀମାନେ ରାଗିଯିବା ସହ!-->…
ହଲିଉଡ୍ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ମୃତ୍ୟୁ।
ହଲିଉଡ୍ ପାଇଁ ଦୁଃଖଦ ଖବର । ଅଭିନେତା କ୍ରିଷ୍ଟ୍ରିଆନ୍ ଓଲିଭର ଏବଂ ତାଙ୍କ ଦୁଇ ଝିଅଙ୍କର ଅକାଳ ବିୟୋଗ ହୋଇଯାଇଛି । ଏକ ବିମାନ ଦୁର୍ଘଟଣାରେ ଏହି ଜଣାଶୁଣା ଅଭିନେତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ କ୍ରିଷ୍ଟ୍ରିଆନ୍ ଓଲିଭରଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ପୋଲିସର ସୂଚନାନୁସାରେ!-->…
ଅଭିନେତ୍ରୀ କରିନା କପୁର ଖାନ୍ ଟକ୍ସିକ୍ ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ
ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ୍’ କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ କରିନା କପୁର ଖାନ୍ ଟକ୍ସିକ୍ ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। କେଜିଏଫ୍ ଚାପ୍ଟର-୨ ପରେ ଏବେ!-->…
ଏବେ ମୁଁ ପୁର୍ନଜନ୍ମ ପାଇଛି
ବଲିଉଡ ଅଭିନେତା ଶ୍ରେୟାସ ତଲପଡେ। ଡିସେମ୍ବର ୪ରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ହୃଦଘାତ ହୋଇଥିବା ସେ!-->…
ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର।
ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି।ସମାଜରେ ନାରୀ ଓ!-->…
ଝିଅ ଇରାଙ୍କ ବିବାହରେ ପୂର୍ବ ପତ୍ନୀଙ୍କୁ କିସ୍ କଲେ ଅମୀର ଖାନ୍
ଜାନୁଆରୀ ୩ ଅଭିନେତା ଅମୀର ଖାନଙ୍କ ପାଇଁ ଏକ ବିଶେଷ ଦିନ ଥିଲା। ଅମୀରଙ୍କ ଝିଅ ଇରା ଖାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ ମଜାଦାର ଶୈଳୀରେ ଦେଖିବାକୁ!-->…
ବିବାହ ପରେ ଅରବାଜ ମଲାଇକାଙ୍କୁ ଅନ୍ଫଲୋ
ଅରବାଜ ଖାନ୍ ଏବଂ ସୌରା ଖାନ୍ଙ୍କ ବିବାହ ୨୪ ଡିସେମ୍ବରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ସେମାନଙ୍କର ନୂଆ ଇଂନିସ୍ ଆରମ୍ଭ କରିଛନ୍ତି। ଡିସେମ୍ବର ୩୦ରେ ଅରବାଜ ଏବଂ ସୌରା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ହନିମୁନ୍ର ପ୍ରଥମ ଫଟୋ ସାମ୍ନାକୁ!-->…
‘ରାମ ଆଏଙ୍ଗେ..’ ଭଜନର ୟୁ ଟ୍ୟୁବ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ କିନ୍ତୁ କାହିଁକି ?
ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’।ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୩ ଜାନୁୟାରୀ ବୁଧବାର ତାଙ୍କ ‘ଏକ୍ସ’ରେ ଏକ ଭଜନ!-->…
ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ଦିରରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ!-->…