Browsing Category

ମନୋରଂଜନ

ବିବାହ କୁ ନେଇ ଚିନ୍ତାରେ ଅଛନ୍ତି ମଲାଇକା , କଣ କହିଲେ ଜାଣନ୍ତୁ ?

ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ ମଧ୍ୟ ସନସନି ମଚାଇ ଦେଇଛନ୍ତି। ତେବେ ଅଭିନେତ୍ରୀଙ୍କୁ ‘ଜାଲକ ଦିଖଲା ଜା ୧୧’ ରେ

 ଜାହ୍ନବୀଙ୍କ ସହ ଶିଖର ପାହାଡିଆଙ୍କ ସମ୍ପର୍କ ବିଷୟରେ….

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଟକ୍ ସୋ କଫି ଉଇଥ୍ କରଣ-୮କୁ ଆସିଥିଲେ । ସେଠାରେ ଅନେକ ସେଲିବ୍ରିଟି ସୋ’କୁ ଆସି ସେମାନଙ୍କର ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି, ଯାହାକୁ ନେଇ ବାଦ- ବିବାଦ ମଧ୍ୟ

ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ ଏଗେନ’ ର ଫାଷ୍ଟ ଲୁକ୍ ଲଞ୍ଚ।

ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ ଏଗେନ’ କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ରହିଥିବା ବେଳେ ଏବେ ଫିଲ୍ମରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ରୋହିତ ସେଟ୍ଟୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଅଜୟଙ୍କ ଲୁକ୍ ସେୟାର

 ଜାପାନରେ ହୋଇଥିବା ଭୂକମ୍ପରେ JR NTR ଅତ୍ୟନ୍ତ ଦୁଃଖିତ।

ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ ମୃତ୍ୟୁ ଘଟିିଥିବା ଖବର ଆସିଥିଲା। ଅଭିନେତା ନିଜେ

ଶେଷରେ ଏବେ ଘର ଭଡା ଦେଇ ରୋଜଗାର କରିବେ !

ବଲିଉଡ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ । ପୁଣି ଥରେ ସେ ଚର୍ଚ୍ଚାର ଭିତରକୁ ଆସିଛନ୍ତି। ଇକୋନୋମିକ ଟାଇମ୍ସ ଏବଂ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରା ଜିଲାରେ ଥିବା ତାଙ୍କର ୪ଟି ବ୍ୟବସାୟିକ ସମ୍ପତ୍ତି ୱାର୍ଣ୍ଣର ମ୍ୟୁଜିକ ଇଣ୍ଡିଆ ଲିମିଟେଡକୁ ୫ବର୍ଷ ପାଇଁ

ଅଧିକ ମୂଲ୍ୟର ମୁମ୍ଵାଇରେ ବିଳାଶପୂର୍ଣ୍ଣ ଘର କିଣିଲେ ଜନ୍‌ ଆବ୍ରାହମ

ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ । ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ କାରବାର ହୋଇଛି।ଜନ ମୁମ୍ବାଇର ଲିଙ୍କିଂ ରୋଡରେ ଥିବା ଏକ ବଙ୍ଗଳା ପାଇଁ ଏହି ଚୁକ୍ତି ଶେଷ କରିଛନ୍ତି। ସେ ୭୫ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଛନ୍ତି।ଏଥିପାଇଁ ଜନ୍ ଅବ୍ରହାମ ୪.୨୪ କୋଟି ଟଙ୍କାର ଷ୍ଟାମ୍ପ

ଖୁବ୍‌ଶୀଘ୍ର ଜ୍ୟାକି-ରକୁଲ୍‌ଙ୍କ ବିବାହ ହେବ |

ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି ବିବାହ ହେବାର ଖବର ହେଡଲାଇନରେ ରହିଛି। ସେ ହେଉଛନ୍ତି ରକୁଲ ଏବଂ ଜ୍ୟାକି ଫେବୃଆରୀ ୨୨ ଗୋଆରେ ବିବାହ କରୁଛନ୍ତି।

ରାମଗୋପାଲ ବର୍ମାଙ୍କୁ ହାଇକୋର୍ଟଙ୍କ ଝଟକା

ରାମ ଗୋପାଳ ବର୍ମା ତାଙ୍କ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ପୁଣି ଥରେ ବିବାଦରେ ଫସିଛନ୍ତି ରାମ ଗୋପାଳ। ଫିଲ୍ମ ‘ବ୍ୟୁହମ୍’ବହୁ ଦିନ ଧରି ବିବାଦରେ ରହିଥିଲା । ଏହି ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିବାଦ କାରଣରୁ ଫିଲ୍ମଟି ରିଲିଜ

ପତ୍ନୀ ଆଥିଆଙ୍କୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା କଲେ ରାହୁଲ

ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି।ରାହୁଲ କହିଛନ୍ତି, ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ସେ ଆଥିୟାଙ୍କୁ

ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଶେହନାଜ

ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶେହନାଜ ଗିଲ । ବଲିଉଡର ସୁନ୍ଦର ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ବି ଜଣେ । ବିଗ୍ ବସ୍ ୧୩ ଶେହନାଜଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା ।ଚଳିତବର୍ଷ ସଲ୍‌ମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଜରିଆରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ

ଅନ୍ତିମ ସଂସ୍କାରରେ ବିଜୟଙ୍କ ଉପରେ ସ୍ଲିପରରେ ଆକ୍ରମଣ କଲେ ଅଜ୍ଞାତ ବ୍ୟକ୍ତି

ସାଉଥ ଷ୍ଟାର ଥାଲାପତି ବିଜୟଙ୍କ ଉପରକୁ ଚପଲ ଫିଙ୍ଗିଲେ ଅଜଣା ବ୍ୟକ୍ତି। ପ୍ରକୃତରେ ପ୍ରଖ୍ୟାତ ତାରକା ଏବଂ ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଥିବାବେଳେ ତାଙ୍କ ଉପରକୁ ଏହି ଚପଲ ମାଡ଼ ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏକ ଭିଡିଓରେ ଦେଖିବାକୁ

ବଲିଉଡ ଅଭିନେତ୍ରୀ ହିନା ଖାନ ଅସୁସ୍ଥ

ଟେଲି ଅଭିନେତ୍ରୀ ହିନା ଖାନ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଏଥିପାଇଁ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ହିନା କହିଥିଲେ ଯେ ତାଙ୍କର ହାଇ ଫିଭର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହିତ