Browsing Category

ମନୋରଂଜନ

ପୋଲିସକୁ ଗାଳିଗୁଲଜ କରି ଜେଲ ଗଲେ ଅଭିନେତା ବିରଞ୍ଚି ନାରାୟଣ

ରାତି ଅଧରେ ରାସ୍ତାରେ ଆତଙ୍କ ଖେଳାଇବା ସହ ପୋଲିସକୁ ଗାଳିଗୁଲଜ କରି ମାଡ଼ ମାରିବା ମହଙ୍ଗା ପଡ଼ିଛି ଅଭିନେତା ବିରଞ୍ଚି ନାରାୟଣ ନାୟକଙ୍କୁ । ଏହି ଅଭିଯୋଗରେ ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଥାଉକି, ବିଭିନ୍ନ ଟେଲି ସିରିଏଲ ଓ ଫିଲ୍ମରେ ଅଭିନୟ କରିଥିବା

ବିମାନବନ୍ଦରରୁ କମାଲ ଆର୍ ଖାନଙ୍କୁ ଗିରଫ କଲା ପୋଲିସ

ସିନେମା ଅଭିନେତା ତଥା ନିର୍ଦ୍ଦେଶକ କମାଲ ଆର୍ ଖାନ୍‌ଙ୍କୁ ୨୦୧୬ର ଏଖ ପୁରୁଣା ମାମଲାର ଗିରଫ କରିଛି ମୁମ୍ବାଇ ପୁଲିସ। ଏନେଇ ଖାନ୍ ସୋମବାର ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।କେଆରକେ କହିଛନ୍ତି ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ ଯାଉଥିଲେ ଏବଂ ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଛି।

ରାହାଙ୍କ ପ୍ରଥମ ଝଲକ ଦେଖାଇଲେ ଆଲିଆ ଭଟ୍ଟ-ରଣବୀର କପୂର

ଆଲିଆ ଭଟ୍ଟ-ରଣବୀର କପୂରଙ୍କ ଝିଅ ରାହାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି |ଖ୍ରୀଷ୍ଟମସ ଅବସରରେ ରାହଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି। ଆଉ ପ୍ରଥମ ଥର ରାହାଙ୍କୁ ଦେଖି ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ

ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ ଖାଁନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ୨୪ ଡିସେମ୍ବରରେ ବିବାହ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ଅଟେ । ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ଯେଉଁଥିରେ ପୁରା ପରିବାର ସହ କିଛି ଘନିଷ୍ଠ ବନ୍ଧୁ ଏବଂ ପୁଅ ଅରହାନ ମଧ୍ୟ ଯୋଗ ଦେଇଥିଲେ।

ବିବାହ ବନ୍ଧନରେ ବାନ୍ଧି ହେଲେ ଅରବାଜ୍‌-ଶୁରା

ବଲିଉଡ ନାୟକ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରଛନ୍ତି। ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ବିବାହ, ଏହା ପୂର୍ବରୁ ସେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି। ତାଙ୍କ ପୁଅ ଅରହାନ ମଧ୍ୟ ଅରବାଜ ଖାନଙ୍କ ଦ୍ୱିତୀୟ

ବିବାଦ ପରେ ମୁହଁ ଖୋଲିଲେ ୟୁ-ଟ୍ୟୁବର କାମିୟା ଜାନି

ବିବାଦ ପରେ ମୁହଁ ଖୋଲିଲେ ୟୁ-ଟ୍ୟୁବର କାମିୟା ଜାନି। କହିଲେ ସେ ଜଣେ ହିନ୍ଦୁ। ସେ କେବେ ବି ବିଫ୍ ଖାଇନାହାଁନ୍ତି କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି।ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା ତାଙ୍କର ପୁରୀ ଯିବାର

ଭିନ ଡିଜେଲଙ୍କ ପାଇଁ ବଢିଲା ଅଡୁଆ । 

ଫାଷ୍ଟ ଆଣ୍ଡ ଫ୍ୟୁରିଅସ ର ଅଭିନେତା ଭିନ ଡିଜେଲଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଥାନାରେ ରୁଜୁ ହୋଇଛି ମାମଲା । ଅଭିଯୋଗ ପ୍ରମାଣିତ ହେଲେ ଅଭିନେତା ଜେଲ ଯାଇପାରନ୍ତି।ଆସ୍ତା ଜନସନ ନାମକ ପୀଡିତା କହିଛନ୍ତି ଯେ, ’ଫାଷ୍ଟ ଆଣ୍ଡ ଫ୍ୟୁରିଅସ’ ପରେ ଅଭିନେତାଙ୍କ କମ୍ପାନୀରେ ଯୋଗ

ସ୍ତ୍ରୀଙ୍କୁ ମାର୍‌ପିଟ୍‌ ସହ ନିର୍ଯାତନା, ଅଡୁଆରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା 

ମୋଟିଭେସନାଲ ସ୍ପିକର୍‌, ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍‌ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍‌ପିଟ ସହ ନିର୍ଯାତନା ଦେଉଥିବା ନେଇ ନୋଏଡାର ସେକ୍ଟର ୧୨୬

ଜ୍ୟାକ୍‌ଲିନ୍‌ଙ୍କୁ ଧମକ ଦେଲା ଠକ ସୁକେଶ

୨୦୦କୋଟି ଟଙ୍କାର ଠକେଇ ମାମଲାରେ ଜେଲରେ ବନ୍ଦୀ ଅଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ଏବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଧମକ ମିଳିଛି। ସୁକେଶ ଜେଲରେ ଥାଇ ବି ଜ୍ୟାକଲିନଙ୍କୁ ଅନେକ ଥର ଚିଠି ଲେଖିଛି।ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ କିଛି ଅଣଦେଖା

ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍‌

ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌। ଦୀର୍ଘ ୮ ବର୍ଷ ଏକା ରହିବା ପରେ ଏବେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଆକ୍ଟର ଅର୍‌ବାଜ ଖାନ। ଡିସେମ୍ବର ୨୪ ତାରିଖରେ ତାଙ୍କର ବାହାଘର ହେବ। ମେକ ଅପ୍ ଆର୍ଟିଷ୍ଟ ଶୁରା ଖାନ୍‌ଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି।

‘Merry Christmas’ର ଟ୍ରେଲର ରିଲିଜ୍‌

୨୦୨୪ ବର୍ଷ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ

ରିଲିଜ୍‌ ହେଲା କିଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’

ଗୁରୁବାର ମୁକ୍ତିଲାଭ କରିଛି ଶାହରୁଖ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’ । ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମ ଥର ଶାହରୁଖ୍‌-ହିରାନି ଏକାଠି କାମ କରିଛନ୍ତି ।‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଅନ୍ୟତମ ଚର୍ଚିତ ଫିଲ୍ମ