Browsing Category

ମନୋରଂଜନ

ମନି ଲଣ୍ଡରିଂ ମାମଲା: ଜ୍ୟାକଲିନଙ୍କୁ ଆଶ୍ୱସ୍ତି

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ। ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଏନସିଆରଏଫ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାବି କରି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର

ସସ୍‌ପେନ୍ସ ଥ୍ରୀଲରରେ ଭରପୂର ବିଜୟ-କ୍ୟାଟ୍ରିନାଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’

୨୦୨୪ ବର୍ଷ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ

ଆକ୍ଟିଂ-ମଡେଲିଂ ପୂର୍ବରୁ ଟିଭି ରିପୋର୍ଟର ଥିଲେ ଜ୍ୟାକ୍‌ଲିନ୍‌

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ଜ୍ୟାକଲିନଙ୍କ ହଟ ନେସ୍‌ ଉପରେ ଲକ୍ଷ ଲକ୍ଷ ଦର୍ଶକ ଫିଦା ହୋଇଥାଆନ୍ତି। ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରିଥା’ନ୍ତି ଯାହା ଭାଇରାଲ ହୋଇଯାଏ।ଶ୍ରୀଲଙ୍କାରୁ

ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବେ ଅଡ଼ୁଆରେ

ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ। ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ। ଗୌରୀ ଖାନ୍‌ଙ୍କୁ ନୋଟିସ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍‌ ମାମଲାରେ ତାଙ୍କୁ ଏହି ନୋଟିସ୍‌ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର

ଏହି ହ୍ୟାଣ୍ଡସମ୍‌ ହଙ୍କ୍‌ଙ୍କୁ ଡେଟ୍‌ କରୁଛନ୍ତି ଆନିମଲ୍‌ ଫେମ୍‌ ତୃପ୍ତି

ରଣବୀର କପୁରଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ଆନିମଲ’। ବକ୍ସ ଅଫିସରେ ଭଲ ପଦର୍ଶନ କରୁଛି। ଫିଲ୍ମର ରୋଜଗାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।ଚଳଚ୍ଚିତ୍ର ସହିତ ଜଡିତ ପ୍ରତ୍ୟେକ କଳାକାରଙ୍କୁ ବହୁତ ପ୍ରଶଂସା କରାଯାଉଛି । ଏହି କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତୃପ୍ତି ଡିମରୀ । ତୃପ୍ତି

କଙ୍ଗନା ରାଣାୱତ ଏବେ ରାଜନୀତି କରିବେ !

କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କୁଲୁରେ ଭାଜପା ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ତେବେ ଏହା ଭିତରେ ଖବର ମିଳିଛି କି କଙ୍ଗନା ରଣାଓ୍ବତ ୨୦୨୪ ନିର୍ବାଚନ ଲଢ଼ିବେ । କଙ୍ଗନାଙ୍କ ବାପା କହିଛନ୍ତି କି, ସେ ନିର୍ବାଚନ ଲଢ଼ିବ । ମାତ୍ର କେଉଁଠୁ ଲଢ଼ିବ ତାହା ସ୍ପଷ୍ଠ

ରିଲିଜ୍‌ ପୂର୍ବରୁ ‘ଡଙ୍କି’ର ଆଡଭାନ୍ସ ବୁକିଂରେ କଲାଣି ଏତିକି କୋଟିର କଲେକସନ୍‌

ଶାହାରୁଖ ଖାଁଙ୍କ ପାଇଁ ୨୦୨୩ଏକ ଭଲ ବର୍ଷ। ବଲିଉଡର କିଙ୍ଗ ଖାଁଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଜୱାନ’ ଚଳିତ ବର୍ଷ ବ୍ଲକବଷ୍ଟର ହୋଇସାରିଥିବା ବେଳେ ବର୍ତ୍ତମାନ ବର୍ଷ ଶେଷରେ ଶାହାରୁଖଙ୍କ ଅଭିନୀତ ମୁଭି ‘ଡଙ୍କି’ ସହିତ ବକ୍ସ ଅଫିସରେ ବ୍ଲକବଷ୍ଟର ହ୍ୟାଟ୍ରିକ ସ୍କୋର କରିବାକୁ ପ୍ରସ୍ତୁତ

ଶ୍ରେଷ୍ଠ ୫୦ ଏସୀୟ ତାରକା ରହିଲେ ଶୀର୍ଷରେ ଶାହରୁଖ ଖାଁନ

ଚଳିତବର୍ଷ ପାଇଁ ଶ୍ରେଷ୍ଠ ଏସୀୟ ସେଲିବ୍ରିଟିମାନଙ୍କର ପଚାଶ ଜଣିଆ ତାଲିକା ପ୍ରକାଶ ପାଇଛି। କିଙ୍ଗ୍‌ଖାନ୍‌ ଶାହରୁଖଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ସୂଚନା ମୁତାବକ, ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ ଶୀର୍ଷରେ ରହିଛି। ସେହିପରି

କିଏ ସେହି ‘ଜମାଲ କୁଡୁ’ର ଭାଇରାଲ ଯୁବତୀ

‘ଆନିମଲ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗୁଛି । ଚଳଚ୍ଚିତ୍ରର ଦମ୍‌ଦାର ଓପନିଂ ପରଠାରୁ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୭୦୦ କୋଟି ଟଙ୍କା ଅତିକ୍ରମ କରିଛି। ବିବାହ ସମାରୋହରେ ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇଛି। ଗୀତ ‘ଜମାଲ କୁଡୁ’ ଭାଇରାଲ ହେବା ପରେ ଏଥିରେ ଜଣେ ସୁନ୍ଦରୀ ଯୁବତୀ

ବିଗିଡିଲା ତନୁଜାଙ୍କ ସ୍ଵାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ବଲିଉଡ ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସାରେ ତନୁଜାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବାର୍ଦ୍ଧକ୍ୟ ରୋଗ ହେତୁ ତାଙ୍କୁ ଭର୍ତ୍ତି

ଲୋକପ୍ରିୟ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ଦେହାନ୍ତ

ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ହୋଇଥିଲା।ଗତ ୪୬ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସିଥିଲେ।ହିନ୍ଦୀ ସିନେମାରେ ଅଭିନୟ କରି ବ୍ରିଜେଶ ଲୋକଙ୍କ ହୃଦୟ ଜିତିଥିଲେ। ସେ ଅମିତାଭ ବଚ୍ଚନ,

ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ ‘ଜଲସା’ ଛାଡିଛନ୍ତି ଐଶ୍ଵର୍ଯ୍ୟା।

ବଲିଉଡ୍‌ର ଷ୍ଟାର କପଲ୍‌ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ। ବର୍ତ୍ତମାନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ହେଲା ଆଲୋଚନା ଚାଲିଛି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି। ତଥାପି ଅଭିଷେକଙ୍କ ସହ ଛାଡ଼ପତ୍ର ହେବାର ଗୁଜବ ପ୍ରଚାର