Browsing Category

ମନୋରଂଜନ

ସଙ୍ଗୀତକାର ଅନୂପ ଘୋଷାଲଙ୍କ ପରଲୋକ

ପ୍ରଖ୍ୟାତ ସଙ୍ଗୀତକାର ତଥା ଗାୟକ ଡା. ଅନୂପ ଘୋଷାଲଙ୍କର ଶୁକ୍ରବାର ପରଲୋକ ହୋଇଛି। ୭୮ ବର୍ଷ ବୟଷ୍କ ଅନୂପ ୧୫ ଡିସେମ୍ବର ମଧ୍ୟାହ୍ନ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଓ ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତକାଲି ସେ ସବୁଦିନ

ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫେଣ୍ଡର ଡ୍ରାଇଭର ।

ମହାରାଷ୍ଟ୍ର ଠାଣେର ଅଭାବନୀୟ ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫେଣ୍ଡର ଡ୍ରାଇଭର । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ନିଜେ ଏକୁଟିଆ ପିଟିଲାନି ତ ସାଙ୍ଗମାନଙ୍କ ସହ ମିଶି କରିଥିଲା ଅକଥନୀୟ ନିର୍ଯାତନା । ପାର୍ କରିଗଲା ସୀମା । ଏମିତିକି ଜୀବନରୁ ମାରିଦେବାକୁ

୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । 

ଫେମସ କମେଡିଆନ୍ ହାସ୍ୟ ଅଭିନେତା ସୁଗନ୍ଧା ମିଶ୍ରା ଏବଂ ଡାକ୍ତର ସଙ୍କେତ ଭୋସଲେଙ୍କ ଘରକୁ ଆସିଲେ ଲକ୍ଷ୍ମୀ । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସୁଗନ୍ଧାଙ୍କ ସ୍ବାମୀ ଡକ୍ଟର ସଙ୍କେତ ଭୋସଲେ ପ୍ରଶଂସକଙ୍କ ସହ ଖୁସି ଖବର

ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଲା ହୃଦଘାତ

ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର।। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଆନ୍ଧେରିର ବେଲେଭ୍ୟୁ ହସ୍ପିଟାଲରେ ୪୭ବର୍ଷିୟ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି। ହୃଦଘାତ ପରେ ଶ୍ରେୟାସଙ୍କ ଉପରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା। ଶ୍ରେୟସ୍ ହସ୍ପିଟାଲରେ ଅଛନ୍ତି ଏବଂ ଆଞ୍ଜିଓପ୍ଲାଷ୍ଟି

Dunki ରିଲିଜ୍‌ ପୂର୍ବରୁ ମନ୍ଦିର ଗଲେ ଶାହରୁଖ

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌ ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ହୋଇଥିଲା। ଶାହାରୁଖଙ୍କ ‘ଜୱାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’

ଅର୍ଜୁନ କପୁର କେବେ କରୁଛନ୍ତି ମଲାଇକାଙ୍କୁ ବିବାହ?

ଦୀର୍ଘଦିନ ଧରି ଅଭିନେତା ଅର୍ଜୁନ କପୁର ଡେଟ୍‌ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି । ଏନେଇ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍‌ କରନ-୮’ରେ ଖୁଲାସା କରିଛନ୍ତି|କରଣ ଅର୍ଜୁନଙ୍କୁ ପଚାରିଥିଲେ ଯେ ସେ ଏବଂ ମଲାଇକାଙ୍କ ସମ୍ପର୍କକୁ ପରବର୍ତ୍ତୀ

ସାରାଙ୍କ ଜୀବନରୁ ବିଦାୟ ନେଲେ ବୟଫ୍ରେଣ୍ଡ

ଏକ୍ସ-ବିଗ ବସ ପ୍ରତିଯୋଗୀ ସାରା ଖାନ ବର୍ତ୍ତମାନ ସମୟରେ ଟେଲଭିଜନ ପରଦାରେ ସକ୍ରିୟ ହୋଇ ନ ପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ନିଜର ମଜାଳିଆ ରିଲ ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି।ନିକଟରେ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ସମସ୍ତଙ୍କ ହୃଦୟ ଭାଙ୍ଗି

‘ଭାବିଜୀ ଘରପେ ହୈ’ର ଫେମ୍‌ ଶୁଭାଙ୍ଗୀ ଆତ୍ରେ ଙ୍କ ବିବାହ ବିଚ୍ଛେଦ।

ଟିଭି ସିରିଏଲ ‘ଭାବୀ ଜୀ ଘର୍‌ ପର୍‌ ହୈ’ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟି ଥିବା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୧୯ ବର୍ଷ ପରେ ସ୍ୱାମୀ ପୀୟୁଷ ପୁରେଙ୍କଠାରୁ ଅଲଗା ହୋଇଥିବା ଶୁଭାଙ୍ଗୀ କହିଛନ୍ତି ଯେ ସେ ତାଙ୍କ କାମକୁ ନେଇ

‘ସାଲାର’ରେ ଦମ୍‌ଦାର ଏଣ୍ଟ୍ରି କରିବେ ରକି ଭାଇ

ସାଉଥ୍‌ର ଲୋକପିୟ ଅଭିନେତା ପ୍ରଭାସ। ବର୍ତ୍ତମାନ ସମସ୍ତେ ତାଙ୍କ ‘ସାଲାର’କୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରଟି ୨୨ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ‘ଡଙ୍କି’କୁ ଟକ୍କର ଦେବ । ରକି ଭାଇ ତାଙ୍କ ରକ୍‌ ଷ୍ଟାଇଲ୍ ସହିତ

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ହେଉଛି ଜନ୍ମଦିନ ।

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଆଜି ଏହି ମେଗା ଷ୍ଟାରଙ୍କ ଜନ୍ମଦିନ । ଯାହାକୁ ଏକ ଫେଷ୍ଟିଭାଲ ରୂପରେ ଦକ୍ଷିଣ ଭାରତରେ ସେଲିବ୍ରେଟ୍‌ କରାଯାଉଛି । ଇତିମଧ୍ୟରେ ୭୩ ବର୍ଷ ବୟସରେ ପାଦ ଥାପିଛନ୍ତି ରଜନୀକାନ୍ତ।ରାଜନେତାଙ୍କଠାରୁ ଆରମ୍ଭ କରି ସିନେ ଅଭିନେତା ସମସ୍ତେ ତାଙ୍କ ଶୁଭେଚ୍ଛା

ବସ୍‌ ଷ୍ଟାଣ୍ଡରେ ଲାଗିଛି ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର,କୌଣସି ବିକାଶମୂଳକ କାର୍ଯ୍ୟ ନକରିବାର ଅଭିଯୋଗ

ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରିଥାନ୍ତି । ଗଦର-୨ର ସଫଳତା ପରେ ତାଙ୍କର କ୍ରେଜ୍ ବଢ଼ି ଯାଇଥିଲା । ମାତ୍ର ଏବେ ପୁଣି ନିଜ ସଂସଦୀୟ କ୍ଷେତ୍ରରେ ତାଙ୍କର ନିଖୋଜ ଥିବା ପୋଷ୍ଟ ଲାଗିଛି । ଯିଏ ସନ୍ନି ଦେଓଲ ଖୋଜି ଆଣିବ ସେହି ବ୍ୟକ୍ତିଙ୍କୁ ୫୦

ଅନନ୍ୟାଙ୍କୁ ଡେଟିଂ ଖବର ମିଛ ଉତ୍ତର ଦେଲେ ଆଦିତ୍ୟ

ବଲିଉଡର ଆଗଧାଡିର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଖୋ ଗଏ ହମ କାହଁା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଅନନ୍ୟାଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି। ଡିଜନୀ ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ଏକ ନୂଆ ଏପିସୋଡର ପ୍ରମୋରେ ଆଦିତ୍ୟ ଏବଂ ଅର୍ଜୁନ ବହୁତ ମଜା