Browsing Category

ମନୋରଂଜନ

ପ୍ରେମିକକୁ ଟାଙ୍ଗିଆରେ ହାଣିଦେଲେ ପ୍ରେମିକାର ବାପା

ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ବାପା ଝିଅର ପ୍ରେମିକଠାରୁ ଦୂରେଇ ଦେବା ପାଇଁ ପାଲଟିଗଲେ ଜହ୍ଲାଦ। ୩ ଦିନ ତଳେ ପ୍ରେମିକ ସହ ଫେରାର ହୋଇଯାଇଥିବା ଝିଅକୁ ବିବାହ କରାଇ ଦେବାର ପ୍ରୋଲଭନ

ଜନ୍ମଦିନରେ ଫ୍ୟାନଙ୍କୁ ଅକ୍ଷୟଙ୍କ ଭେଟି

ପୁଣି ନିଜ କମେଡ଼ି ଅବତାରକୁ ଫେରୁଛନ୍ତି ଅଭିନେତା ଅକ୍ଷୟ କୁମାର। ସୋମବାର ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଭେଟି ସ୍ଵରୂପ ତାଙ୍କ ନୂଆ ଫିଲ୍ମ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି ଅକ୍ଷୟ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପ୍ରିୟଦର୍ଶନ । ଯିଏ ଅକ୍ଷୟଙ୍କୁ କମେଡି

ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ ।

ସାମ୍ନାକୁ ଆସିଲା ରାଜଧାନୀରେ ଚାଲିଥିବା ଘରଭଡ଼ା ଠକେଇ ରାକେଟର ଗୁମର। ଦଲାଲ ମାନେ କେବଳ ‘ଟୁ ଲେଟ୍‌’ ଲଗାଇ ଲୁଟ୍ କରୁନାହାନ୍ତି, ବରଂ ଭରସାଯୋଗ୍ୟ ଆପ୍ ଜରିଆରେ ଅପରେଟ୍ କରୁଛନ୍ତି। ଜଣେ ଯୁବତୀଙ୍କୁ ଘରଭଡ଼ା ଦେବା ବାହାନାରେ ମିଛ ଘର ଦେଖାଇ ଜାଲିଆତି କରି ଟଙ୍କା ଲୁଟିଛନ୍ତି ଦଲାଲ। ତେବେ

ଜିଓ ତା’ର ପ୍ରିପେଡ୍‌ ମୋବାଇଲ ଗ୍ରାହକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ଷିକୀ ଅଫର ଆଣିଛି

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ

ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ଜଣେ ବ୍ୟକ୍ତି

ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍‌କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏଭଳି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ

ଦୁବାଇ ଗଲା ବଲାଙ୍ଗୀରର ଉତ୍ପାଦିତ ଡ୍ରାଗନ ଫ୍ରୁଟ୍ ।

ଦୁବାଇ ଗଲା ଡ୍ରାଗନ୍‌ ଫ୍ରୁଟ୍‌ । ଓଡିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଗଲା ଡ୍ରାଗନ୍‌ ଫ୍ରୁଟ୍‌ । ବିଦେଶକୁ ରପ୍ତାନୀ ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଲାଙ୍ଗୀର ଓ ପାଟଣାଗଡ଼ ଚାଷ ଜମିରୁ

ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ୩ଜଣଙ୍କୁ ବିବାହ

ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ

ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନରେ ଲାଗିବ ସ୍ଲିପର କୋଚ୍

ଦେଶରେ ‘ବନ୍ଦେଭାରତ’ ଟ୍ରେନ ଗଡିବା ପରଠାରୁ ଯାତ୍ରୀଙ୍କୁ ୱାର୍ଲଡ କ୍ଲାସ୍ ରେଳ ସୁବିଧା ଅନୁଭବ ହେଉଛି। ଯିଏ ବି ଏହି ଟ୍ରେନରେ ଯାତ୍ରା କରୁଛି ଏହାର ପ୍ରଶଂସା ନ କରି ରହିପାରିନି।କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ସ୍ଲିପର୍ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିବାକୁ ଯୋଜନା କରୁଛି ଏବଂ ଏହା

ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ ।

ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ । ଦୁହିଁଙ୍କୁ ଆଣିବାକୁ ଗୋଟେ ସ୍ୱତନ୍ତ୍ର ଦଳ ଓଡିଶାରୁ ଯାଇଥିଲେ । ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା ।ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ

ଯୁବକରୁ ଯୁବତୀ ପାଲିଟିଛନ୍ତି ବାଲେଶ୍ୱରର ରିଙ୍କି ବାରିକ

ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ

ୟୁନିଭର୍ସିଟି କ୍ୟାମ୍ପସରେ ବିଶାଳ ବଉଳା କୁମ୍ଭୀର ।

ଗୁଜୁରାଟରେ ଏବେ ଭୀଷଣ ବନ୍ୟା ପରିସ୍ଥିତି ଥିବାବେଳେ ରାସ୍ତାଘାଟ ଓ ସହର ସବୁ ବନ୍ୟା ପାଣିରେ ବୁଡିଛି । ଏଭଳି ସ୍ଥିିତିରେ ଜଳଚର ପ୍ରାଣୀ ଲୋକବସତି ଭିତରକୁ ପଶିଆସୁଥିବା ଲକ୍ଷ୍ୟ କରାଯାଉଛି ।ତେବେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରୁ କୁମ୍ଭୀର ଉଦ୍ଧାର ହେବାର ଲାଗିଛି। ଜରାଟର ମହାରାଜା

ଆସିଲା ନୂଆ ତାଲିକା: ଜାଣନ୍ତୁ ଦେଶର ୧୦ ସବୁଠୁ ଧନୀ ବ୍ୟକ୍ତି କିଏ ?

ପ୍ରକାଶ ପାଇଛି ଭାରତର ୩୩୪ ବିଲିୟନେୟାରଙ୍କ ତାଲିକା । ଯେଉଁଥିରେ ପୁଣିଥରେ ବାଜି ମାରିଛନ୍ତି ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀ । ଏହାର ଅର୍ଥ ହେଉଛି ଗୌତମ ଆଦାନୀ ହୁରୁନ୍ ଧନୀ ତାଲିକାରେ ଭାରତର