Browsing Category
ମନୋରଂଜନ
ଓସ୍କାର ରେସ୍ରୁ ବାଦ୍ ପଡିଲା ‘ଲାପତା ଲେଡିଜ୍’
କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଲାପତା ଲେଡିଜ୍' ୯୭ତମ ଏକାଡେମୀ ଆୱାର୍ଡ (ଅସ୍କାର) ଦୌଡ଼ରୁ ବାଦ୍ ପଡ଼ିଛି। ଫିଲ୍ମଟି ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଶେଷ ୧୫ରେ ସ୍ଥାନ ପାଇବାରେ ବିଫଳ ହୋଇଛି।ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ!-->…
ଆଉ ନାହାଁନ୍ତି ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ
ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ!-->…
ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଆଗରୁ ପୁଲିସ ଜାଣିଥିଲା
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ ପୁରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ତାଙ୍କୁ ତେଲଙ୍ଗାନା କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ମାତ୍ର ସେଇ ଡିସେମ୍ବର ୪ର ସତ ଘଟଣା ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ଶୋରେ ଯୋଗଦେଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ସାଉଥ!-->…
ଅଲ୍ଲୁ ଅର୍ଜୁନଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କଲେ ତେଲେଙ୍ଗାନା ହାଇକୋର୍ଟ
ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍। ତେଲେଙ୍ଗାନା ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ପଠାଇବା ପରେ ତେଲେଙ୍ଗାନା ହାଇକୋଟର ଦ୍ବାରସ୍ଥ ହୋଇଥିଲେ ଏବଂ ଜରୁରୀକାଳୀନ ଶୁଣାଣି ପାଇଁ ଆବେଦନ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ହାଇକୋର୍ଟରୁ!-->…
ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ, ତେଜିଲା ରାଜନୀତି
ପୁଷ୍ପା-୨ ପ୍ରିମିୟର ସମୟରେ ସନ୍ଧ୍ୟା ଥିଏଟର ନିକଟରେ ହୋଇଥିବା ଦଳାଚକଟାରେ ମହିଳା ମୃତ୍ୟୁ ବରଣ କରିବା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଛନ୍ତି।!-->…
ଆଜି ରଜନୀକାନ୍ତଙ୍କ ଜନ୍ମଦିନ ।
ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ। ୧୨ ଡିସେମ୍ବରର ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ସେ ତାଙ୍କର ଚମତ୍କାର ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କୁ ପାଗଳ କରନ୍ତି। ତାଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ ବ୍ରେକ୍!-->…
ପୁଷ୍ପା-୨ ପ୍ରିମିୟରରେ ପ୍ରାଣ ହରାଇଥିଲେ ମହିଳା,ଦେଲେ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ମୁଁ କଥା ଦେଉଛି କି ଏହିଭଳି ସମୟରେ ସେମାନେ ଏକା ନୁହନ୍ତି । ଏଭଳି ସମୟରେ ମୁଁ ସେମାନଙ୍କ ସହ ଅଛି ବୋଲି ଟ୍ବିଟ୍ କରି!-->…
IMDB List: ନମ୍ବର ୧ରେ ରହିଲେ ଏହି ଅଭିନେତ୍ରୀ
ପ୍ରତିବର୍ଷ IMDB ମୋଷ୍ଟ ପପୁଲାର ଷ୍ଟାର ଲିଷ୍ଟ ଜାରି କରିଥାଏ । ଏହି ବର୍ଷ ମଧ୍ୟ ମୋଷ୍ଟ ପପୁଲାର ଷ୍ଟାର୍ ଅଫ ଦି ଇୟର ଲିଷ୍ଟ ସାମ୍ନାକୁ ଆସିଛି । କିନ୍ତୁ ଏହି ବର୍ଷ ଲିଷ୍ଟରେ ଶାହାରୁଖ ଖାନ୍, ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ଭଳି ଷ୍ଟାରମାନଙ୍କର ନାମ ଟପରେ ନାହିଁ ।IMDB ଦ୍ଵାରା!-->…
ଗୋଟିଏ ସିନ୍ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ରକୁଲ୍ |
ରକୁଲଙ୍କ ନୂଆ ଫିଲ୍ମ ‘ଆଇ ଲଭ୍ ୟୁ’ର ଟିଜର ରିଲିଜ୍ ହୋଇଛି। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର ନଜର ଆସିବେ। ପ୍ରେମ, ସସ୍ପେନ୍ସ ଏବଂ ଥ୍ରିଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ପାଇଁ ରକୁଲ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ଏକ ସିନ୍ ପାଇଁ!-->…
ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ଦଳା ଚକଟାରେ ଜଣେ ମହିଳାଙ୍କ ମୃତ୍ୟ
ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନାମୁତାବକ ହାଇଦ୍ରାବାଦ୍ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା!-->…
ହାସ୍ୟ ଅଭିନେତା ସୁନୀଲ ପାଲ ହୋଇଥିଲେ ଅପହରଣ ; ପତ୍ନୀ କଲେ ଖୁଲାସା
ମିଳିଲା କମେଡିଆନ ସୁନୀଲ ପାଲଙ୍କ ପତ୍ତା। ସେ ନିଖୋଜ ଥିବା ନେଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏବେ ସେ ଠିକ୍ ଥିବା ନିଜେ ଫୋନ୍ ଯୋଗେ କହିଛନ୍ତି। ଏହାଛଡ଼ା ତାଙ୍କର ଅପହରଣ ହୋଇଥିବା ସେ ପୋଲିସକୁ ଜଣାଇଛନ୍ତି।ସୁନୀଲଙ୍କ ପତ୍ନୀ ନିଜ ସ୍ବାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ। ସେ!-->…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା କପୁର ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମ ପ୍ରଯୋଜକ ଏକତା କପୁର । ଏହାସହ ସାବରମତୀ ରିପୋର୍ଟ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏକତା କପୁର । ସୂଚନା!-->…