Browsing Category

ମନୋରଂଜନ

୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଣ କହିଲେ ଗୀତା ?

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗୀତା ମା ନାମରେ ପ୍ରସିଦ୍ଧ ଗୀତା କପୁର । ବର୍ତ୍ତମାନ ସୋନି ଟିଭିର ଡ୍ୟାନ୍ସ ରିୟଲିଟି ସୋ 'ଇଣ୍ଡିଆସ୍‌ ବେଷ୍ଟ ଡାନ୍ସର-୪ ଜଜ୍ କରୁଛନ୍ତି। ଗୀତା ଏବଂ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ ୨୦୨୦ ମସିହାରେ ଏହାର ପ୍ରଥମ ସିଜିନ୍‌ରୁ ଏହି ଶୋ’ର ଜଜ୍‌ କରି ଆସୁଛନ୍ତି।ଏହି

ବଢିଲା ପୂଜା ଖେଡକରଙ୍କ ଅଡୁଆ । ପୂଜାଙ୍କ ବିରୋଧରେ ଏଫଆଇଆର୍ ଦେଲା ୟୁପିଏସସି । 

ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି।ଏଥିସହ ସିଭିଲ୍ ସର୍ଭିସ୍ ପରୀକ୍ଷାରୁ ତାଙ୍କୁ କାହିଁକି ରଦ୍ଦ କରାଯିବନି ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି

ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଭାଇ ଅମନ୍ । 

ବଲିଉଡ ଓ ଡ୍ରଗ୍ସ ଏବେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାରକୁ ନେଇ ବଲିଉଡ ଉଠୁଥିଲା ପଡୁଥିଲା । ହେଲେ କିଛି ବର୍ଷର ବ୍ୟବଧାନ ପରେ ପୁଣି ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ

ଗର୍ଭବତୀ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। 

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ହୋଇଛି । ବିବାହର କାର୍ଯ୍ୟକ୍ରମରେ ଭାରତ ତଥା ବିଦେଶର ଅତିଥିମାନେ ନଜର ଆସିଛନ୍ତି। ଏହି ବିବାହରେ ବହୁ ବଲିଉଡ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ଯୋଗ ଦେଇଛନ୍ତି। ବିବାହରୁ ବାହାରୁଥିବା ଫଟୋ ଏବଂ ଭିଡିଓ ଗୁଡିକରୁ, ଆପଣ ନିଶ୍ଚିତ ଭାବରେ

ନଣନ୍ଦ ଶ୍ୱେତାଙ୍କ ଯୋଗୁ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ଫାଟ !

ଅଲଗା ହେବେ କି ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଅଭିଷେକ-ଐଶ୍ୱର୍ଯ୍ୟା । ଚର୍ଚ୍ଚାରେ ଏମାନଙ୍କ ଛାଡପତ୍ର ଖବର । ବାରମ୍ୱାର ଏନେଇ ଗସିପ୍‌ ହେଉଥିବାବେଳେ ଉଭୟ କିନ୍ତୁ ଏନେଇ ମୁହଁ ଖୋଲୁନାହାଁନ୍ତି । ପୂର୍ବରୁ ବି ଅନେକ ବାର ସେମାନଙ୍କ ଅଲଗା ହେବାର ଖବର ନଜର ଆସେ । ବଲିଉଡ୍‌ ଅଭିନେତ୍ରୀ ତଥା

ଅନନ୍ତଙ୍କ ହାତ ଧରିଲେ ରାଧିକା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ

କରୋନା ସଂକ୍ରମିତ ଅକ୍ଷୟ କୁମାର

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି। ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ

ରିୟାଙ୍କ ବିରୋଧରେ ଘରୋଇ ସହାୟିକା କରିଥିବା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର 

ଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ଥାନାର ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା।ରିୟା ଓ ତାଙ୍କ ସ୍ବାମୀ

ଓଡ଼ିଆ ଅଭିନେତ୍ରୀ ରିୟା ଦେ’ଙ୍କ ନାଁରେ ଥାନାରେ ଅଭିଯୋଗ

ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଉକ୍ତ ଯୁବତୀ । ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଅଡୁଆରେ ପଡିଛନ୍ତି।

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଅଡୁଆରେ ପଡିଛନ୍ତି। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ବାଇଁ ଏହି ଅଭିଯୋଗ କରିଛନ୍ତି।ସାମାଜିକ

 ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ

ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।ହିନା ଆହୁରି ଲେଖିଛନ୍ତି, ମୋର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ମୁଁ ଭଲ ଅଛି। ଏହି

ଜୁନ୍ ୨୯ ସୁଦ୍ଧା ୧୪ କୋଟି ନଦେଲେ ଯିବେ ଜେଲ୍‌

ବଲିଉଡ଼ ଅଭିନେତା ରାଜପାଲ ଯାଦବଙ୍କ ସମସ୍ୟା ପୁଣି ଥରେ ବଢିବାକୁ ଯାଉଛି। ଚେକ୍ ବାଉନ୍ସ ହେବା ମାମଲାରେ ମେ’ ୨୯ ତାରିଖରେ ଦିଲ୍ଲୀର କଡ଼କଡ଼ଡୁମା ଅଦାଲତ ରାଜପାଲଙ୍କୁ ଜୁନ୍‌ ୨୯ ସୁଦ୍ଧା ପ୍ରାୟ ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି।ଯଦି ରାଜପାଲ କୋର୍ଟଙ୍କ ଆଦେଶ ପାଳନ ନ