Browsing Category

ଖେଳ

ସ୍ତନ କର୍କଟ ସଂପର୍କିତ ସଚେତନତା ବାର୍ତ୍ତାରେ ଯୁବରାଜଙ୍କ ଏନ୍‌ଜିଓକୁ ସମସ୍ତେ କରୁଛନ୍ତି ନିନ୍ଦା

ସ୍ତନ କର୍କଟ (ବ୍ରେଷ୍ଟ କ୍ୟାନସର) ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଇ ନିନ୍ଦିତ ହୋଇଛି କ୍ରିକେଟର ଯୁବରାଜ ସିଂହଙ୍କ ଏନ୍‌ଜିଓ YouWeCan। ଲୋକଙ୍କୁ ସ୍ତନ କର୍କଟ ସଂପର୍କରେ ସଚେତନ କରିବାକୁ ସଂସ୍ଥା ପକ୍ଷରୁ ଯେଉଁ ବିଜ୍ଞାପନଟି ପ୍ରସ୍ତୁତ କରାଯାଇଛି, ତାହାକୁ କେହି ପସନ୍ଦ କରୁ

ବବିତା ଫୋଗାଟଙ୍କ ଇସାରାରେ ହୋଇଥିଲା ଆନ୍ଦୋଳନ

କୁସ୍ତିଯୋଦ୍ଧା ଏବଂ ବିଜେପି ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘ (WFI)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦ ନୂଆ ମୋଡ଼ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ।ବିଜେପି ନେତା ବବିତା

ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍

ଭାରତୀୟ କ୍ରିକେଟର ଲିଜେଣ୍ଡ କ୍ୟାପ୍ଟେନ କୁଲ ଏମଏସ ଧୋନିଙ୍କ ହେୟାର୍ ଷ୍ଟାଇଲକୁ ନେଇ ପୁଣି ଚର୍ଚ୍ଚା। ଧୋନି ତାଙ୍କ ଆଇକନିକ୍ ଲଙ୍ଗ୍ ହେୟାର ଷ୍ଟାଇଲକୁ ସାଇଡ୍-ଫେଡ୍ ହେୟାରଷ୍ଟାଇଲକୁ ପରିବର୍ତ୍ତନ କରିଛନ୍ତି, ଯାହା ନେଟିଜେନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି |୨୦୨୪ର ଆଇପିଏଲ୍‌ ସିଜିନ୍‌ ପୂର୍ବରୁ

ଟେନିସରୁ ଅବସର ଘୋଷଣା କଲେ ରାଫେଲ

ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି। ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ସେ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି।ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା

ହରିଆଣା ନିର୍ବାଚନ ପ୍ରଚାର କରିବାକୁ ପହଂଚିଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ ।

ହରିଆଣାରେ ଚଳିତମାସ ୫ ତାରିଖରେ ଭୋଟ ପଡିବ । ନିର୍ବାଚନ ଶେଷ ଦିନରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ଏହି ପ୍ରଚାରରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ବୀରେନ୍ଦ୍ର ସେହୱାଗ । ସେ କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀଙ୍କ ପାଇଁ

ହତ୍ୟା କେସ୍‌ରେ ଜେଲ୍ ଯିବା ଭୟରେ ସନ୍ନ୍ୟାସ ନେଲେ ଶାକିବ ? 

ଦ୍ୱିତୀୟ ଟେଷ୍ଟ ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। କାନପୁରର ଗ୍ରୀନ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ, କିନ୍ତୁ ଏହାପୂର୍ବରୁ ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।ବଂଲାଦେଶରେ ଛାତ୍ର ଆନ୍ଦୋଳନ ଅନେକ ମାସ

ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଭାରତ ହାତମୁଠାରେ ଚେନ୍ନାଇ ଟେଷ୍ଟ।ଦ୍ଵିତୀୟ ଇନିଂସରେ ଋଷଭ ପନ୍ତ ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୫୧୫ ରନର ବିଜୟ ଲକ୍ଷ୍ୟ ଦେଇଛି।ଭାରତ ପାଇଁ ଶୁଭମନ ଗିଲ ୧୭୬ ବଲରେ ୧୧୯ ରନରେ ୧୦ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ରହିଥିଲେ। ୨୨ଟି ରନ ସ୍କୋର କରିବା ପରେ କେ.ଏଲ

ଭଙ୍ଗା ଆଙ୍ଗୁଠିରେ ଖେଳିଥିଲେ ଡାଇମଣ୍ଡ ଲିଗ ଫାଇନାଲ୍‌

ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍ ହୋଇଥିବା ନୀରଜ ଏହି ଖୁଲାସା କରିଛନ୍ତି। ରବିବାର ଏକ୍ସ’ରେ ଏକ ପୋଷ୍ଟ କରି ସେ ଏହା ସୂଚନା ଦେବା ସହିତ ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତା ସମୟରେ

ଆଜି ବିଜେପିରେ ମିଶିଲେ ରବିନ୍ଦ୍ର ଜାଡେଜା

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ବିଜେପିରେ ସାମିଲ

ରେସଲର ଭିନେଶ ଏବଂ ବଜରଙ୍ଗ କଂଗ୍ରେସରେ ଯୋଗ ଦେଇଛନ୍ତି

ରେସଲର ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ବୁଧବାର ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଆସନ୍ତା ମାସ ହରିୟାଣା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣାଯାଉଛି। ରାହୁଲ ଗାନ୍ଧୀଙ୍କୁ ଉଭୟ ଭେଟିଥିବା ଜଣାପଡ଼ିଛି। ରାହୁଲଙ୍କ ସହ ଭେଟଘାଟ ପରେ ଉଭୟ ନିର୍ବାଚନ

ପ୍ୟାରିସ୍ ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ

ଯୋଗେଶ କଥୁନିଆ ଡିସକସ୍‌ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ସେ ପୁରୁଷ ଡିସକସ୍‌ ଥ୍ରୋ ଏଫ୍‌୫୬ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେହିଭଳି ପାରାଲିମ୍ପିକ୍ସ ୨୦୨୪ରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ

ଆଜି ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ

ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ। ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଭାରତୀୟ ଖେଳକୁ କିମ୍ବଦନ୍ତୀ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉର୍ଦେଶ୍ୟରେ ଏହି ଦିବସ ପାଳିତ