Browsing Category
ସ୍ବାସ୍ଥ୍ୟ
୬୦ ପ୍ରତିଶତ କିଡନୀ ଖରାପ ହେବାର କାରଣ କଣ ଜାଣନ୍ତୁ
କିଡନୀ ଖରାପ ହେବାର କାରଣ ହେଉଛି ଡାଇବେଟିସ । ଭାରତରେ ହିଁ ଅଧିକ ଡାଇବେଟିସ ରୋଗୀ ଅଛନ୍ତି ବୋଲି ଗବେଷଣାରୁ ଜଣା ପଡ଼ିଛି । ୬୦ ପ୍ରତିଶତ କିଡନୀ ଖରାପ ଏହି ଡାଇବେଟିସ କାରଣରୁ ହୋଇଥାଏ । କିଡନୀ ହେଉଛି ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମ ଶରୀରରେ ଦୁଇଟି କିଡନୀ ରହିଥାଏ । କିଡନୀ ହେଉଛି!-->…
ଖାଦ୍ୟ ଅଜୀର୍ଣ୍ଣ ର ଉପଚାର
ଖାଦ୍ୟ ଠିକ୍ ଭାବରେ ହଜମ ନହେଲେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଏ ।ଆବଶ୍ୟକ ଠାରୁ ଅଧିକ ଖାଇବା , ଇଚ୍ଛା ନ ଥାଇ ଖାଇବା,ଅନିୟମିତ ଭୋଜନ , ବାରମ୍ବାର ଖାଇବା ,ଅଧିକ ଉପବାସ ରହିବା ଏବଂ ଅଧିକ ତେଲ ମସଲାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଏପରି ଆଶଙ୍କା ରହିଛି ।ଏଥି ପାଇଁ କେତେକ ଘରୋଇ ଉପଚାର!-->…
କରୋନାରୁ ସୁସ୍ଥ ହୋଇ ଫେରିବା ପରେ କ’ଣ ଖାଇବେ?
କରୋନା ସଂକ୍ରମଣରୁ ଆପଣ ଯଦି ସୁସ୍ଥ ହୋଇ ଫେରିଛନ୍ତି, ତେବେ ଏହାପରେ ଶରୀରର ମାଂସପେଶୀ ଶକ୍ତ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସବୁ ପାଇବା ପାଇଁ ହେଲେ ଖାଦ୍ୟ ତାଲିକା ବା ଡାଏଟ୍ ଲିଷ୍ଟରେ କେଉଁ କେଉଁ ଖାଦ୍ୟକୁ ସାମିଲ କରିବାକୁ ହେବ,!-->…
ଓଜନ କମାଏ କାକୁଡ଼ି ଜୁସ୍, ନିୟମିତ କରନ୍ତୁ ସେବନ
କାକୁଡ଼ିକୁ ଅନେକେ ସାଲାଡ୍ କରି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ଗ୍ରାଇଣ୍ଡିଂ କରି ଏହାର ଜୁସ୍ ପିଇଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ । ଏପରିକି ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ତାକୁ ନ ପିଇ ଯଦି ନିୟମିତ କାକୁଡି ଜୁସ୍ ପିଅନ୍ତି,!-->…
ଚର୍ମରେ ଚମକ ଆଣିବା ସହିତ ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା
କରମଙ୍ଗା ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଖଟା, ମିଠା ଏବଂ ସ୍ୱାଦିଷ୍ଟ ଲାଗିଥାଏ । ଏହା ଷ୍ଟାର୍ ଫ୍ରୁଟ୍ ଭାବରେ ମଧ୍ୟ ଜଣାଶୁଣା ।କରମଙ୍ଗା ଔଷଧୀୟ ଗୁଣରେ ଭରପୂର ଅଟେ । ଏହା ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ଫାଇବରରେ ଭରପୂର ଅଟେ!-->…
ଅନିଦ୍ରା, କିଡ୍ନୀ ସମସ୍ୟାରେ ପୀଡ଼ିତ କି? ତ ନିଶ୍ଚୟ ସେବନ କରନ୍ତୁ ତେଜପତ୍ର; ଆଉ ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା
ତେଜପତ୍ର ସମସ୍ତଙ୍କ ଘରର ରୋଷେଇ ଘରେ ବ୍ୟବହାର ହେଉଥିବା ଏକ ସାଧାରଣ ଜିନିଷ। ଡାଲମା, ତରକାରୀ ଆଦିରେ ତେଜପତ୍ର ପକାଇଲେ ଏହାର ସ୍ୱାଦ ଏବଂ ବାସ୍ନା ଉଭୟ ହିଁ ବଢ଼ି ଯାଇଥାଏ। ଯଦିଓ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତେଜପତ୍ର ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାକୁ!-->…
ଶରୀରରେ ଆଳୁ ବୃଦ୍ଧି କରେ ମଧୁମେହ ଆଶଙ୍କା
ପରିବାମାନଙ୍କ ମଧ୍ୟରେ ଆଳୁ ହେଉଛି ଏକ ମୁଖ୍ୟ ପାରିବ । ସାଧାରଣତଃ ଆଳୁ ଖାଇବା ସମସ୍ତଙ୍କୁ ଭାରି ପସନ୍ଦ। ଆଳୁର ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଏହାକୁ ପରଷା ଯାଏ। ମାଟି ତଳେ ଫଳୁ ଥିବା ଏହି ଆଳୁ ପୋଷକ ତତ୍ତ୍ୱରେ ଭରପୁର। କିନ୍ତୁ ଏହି ଆଳୁ ଯେ ଆମ ପାଇଁ ବିପଦ ସାଜିପାରେ ତାହା!-->…
ପ୍ଲାଜମା ଥେରାପି କ’ଣ ?
ଯେଉଁମାନେ କୋଭିଡ-୧୯ରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରକ୍ଷା ବିକାଶ କରନ୍ତି, ଯାହାକୁ ଆଣ୍ଟିବଡି ବୋଲି କୁହାଯାଏ । ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରୁ!-->…
ଦାନ୍ତ ଯେତେ ମଇଳା ହୋଇଥିଲେ ମଧ୍ୟ ଏହି ଉପାୟ ଅବଲମ୍ବନ କରି ଦାନ୍ତକୁ ମୋତି ଭଳି ଚମକାନ୍ତୁ
ଦାନ୍ତ ଆମ ଶରୀରର ଅମୂଲ୍ୟ ଅଙ୍ଗ ଅଟେ । ଧଳା ଏବଂ କଠିନ ଦାନ୍ତ ନିମନ୍ତେ ଭୋଜନ ପରେ ନିୟମିତ ରୂପରେ ବ୍ରସ୍ କରିବା ଉଚିତ । କିନ୍ତୁ ପ୍ରାୟତଃ ଲୋକେ ବ୍ରସ୍ କରିବା ଦୂରର କଥା ଠିକ ରୂପରେ କୂଳି ମଧ୍ୟ କରିନଥାନ୍ତି; ଯାହାଫଳରେ ଦାନ୍ତ ହଳଦିଆ ହୋଇଯାଇଥାଏ । ଏହା ସଙ୍ଗେ ସଙ୍ଗେ ଖାଦ୍ୟ ପଦାର୍ଥରେ!-->…