Browsing Category
ସ୍ବାସ୍ଥ୍ୟ
୪ବର୍ଷର ଝିଅକୁ ବାର୍ଡ ଫ୍ଲୁ: ସତର୍କ କଲା WHO
ଭାରତ ସମେତ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇଛି ବାର୍ଡ-ଫ୍ଲୁ। ପୂର୍ବରୁ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଏବେ ଭାରତରେ ଚଳିତ ବର୍ଷର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି।ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା!-->…
ଆଜି ହେଉଛି ବିଶ୍ୱ ତମାକୁ ବର୍ଜନ ଦିବସ ।
ଆଜି ହେଉଛି ବିଶ୍ୱ ତମାକୁ ବର୍ଜନ ଦିବସ । ତମାଖୁ ସେବନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ତମାଖୁ ସେବନ ଲାଗି ପ୍ରତି ବର୍ଷ ୮୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ମାନବଜାତି ପାଇଁ ଏହା ଯେତିକି!-->…
ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ ୫ ଲକ୍ଷ ଜରିମାନା, ୬ମାସ ଜେଲ୍
ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ଅଧିନିୟମ, ୨୦୦୬ ଅନୁଯାୟୀ ମା’ କ୍ଷୀରର ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ତେଣୁ ଏହାର ବ୍ୟବସାୟ ଲାଗି ହେଉଥିବା ସବୁ ପ୍ରକାର କାର୍ଯ୍ୟକଳାପ ବନ୍ଦ କରିବାକୁ ଏଫ୍ସ୍ଏସ୍ଏସ୍ଏଆଇ ନିର୍ଦ୍ଦେଶ!-->…
ଚୀନ ବୈଜ୍ଞାନିକଙ୍କ ଦ୍ୱରା ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ହେବ
ଚୀନର ବୈଜ୍ଞାନିକମାନେ ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ପରୀକ୍ଷାଗାରରେ ତିଆରି ହୋଇଥିବା ଏହି ଭୂତାଣୁ କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ। ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ହେବ ବୋଲି ଜଣାପଡ଼ିଛି।ଇବୋଲା ଭୂତାଣୁର କିଛି ଅଂଶକୁ ନେଇ ସେଥିରେ ଜିନ୍ଗତ ପରିବର୍ତ୍ତନ!-->…
ବିବାହ ଭୋଜିରେ ସ୍ମୋକ ପାନ ଖାଇ ବାଳିକା ପେଟର ହେଲା ଅସ୍ତ୍ରୋପଚାର
ସ୍ମୋକ ପାନର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପାନ ପାଇଁ ସ୍ବତନ୍ତ୍ର ଦୋକାନ ଖୋଲି ଗଲାଣି। ଏଥିସହିତ କୌଣସି ମେଳା ହେଉ ଅବା ବିବାହ ଭୋଜିରେ ସ୍ମୋକ ପାନର ଯଦି ଷ୍ଟଲ ପଡ଼ିଛି ତେବେ ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥାଏ। ତେବେ ବେଙ୍ଗାଲୁରୁରେ ଏକ ବିବାହ ସମାରୋହରେ ଜଣେ!-->…
ଯଦି କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ
ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ବିଏଚୟୁ ଅଧ୍ୟୟନକୁ ଆଇସିଏମଆର ଆପତ୍ତି କରିଛି।ଷ୍ଟଡିରେ ଦାବି କରାଯାଇଥିଲା ଯେ କୋଭାକ୍ସିନ ଦ୍ୱାରା ଷ୍ଟ୍ରୋକ୍ ଏବଂ!-->…
ନେପାଳରେ ଏଭରେଷ୍ଟ ଓ ଏମଡିଏଚ୍ ମସଲା ବ୍ୟାନ
ସିଙ୍ଗାପୁର ଓ ହଂକଂ ପରେ ଏବେ ନେପାଳରେ ମଧ୍ୟ ଭାରତର ଦୁଇ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନେଇଛି ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ!-->…
କରୋନା ଟିକା କୋଭାକ୍ସିନର ରହିଛି ପାଶ୍ୱର୍ପ୍ରତିକ୍ରିୟା
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲୋକମାନେ କରୋନା ଟୀକା ନେଇଥିଲେ, କିନ୍ତୁ ନିକଟରେ ଯେତେବେଳେ ଲୋକମାନେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଲୋକମାନଙ୍କର ଚିନ୍ତା ବଢିଯାଇଥିଲା । ଏବେ କୋଭାକ୍ସିନର କେତେକ!-->…
ଏସ୍ସିବି ମେଡିକାଲ କଲେଜରେ ପ୍ରଥମ ସଫଳ ଲିଭର ପ୍ରତିରୋପଣ ।
ଏସ୍ସିବି ମେଡିକାଲ କଲେଜରେ ପ୍ରଥମ ସଫଳ ଲିଭର ପ୍ରତିରୋପଣ । ତିଗିରିଆର ମାନସ ବାରିକ ନାମକ ଜଣେ ବ୍ୟକ୍ତିଙ୍କର ପ୍ରତିରୋପଣ ହୋଇଛି ଲିଭର । ସରକାରୀ ଖର୍ଚ୍ଚରେ ସଂପୂର୍ଣ୍ଣ ହୋଇଛି ଲିଭର ପ୍ରତିରୋପଣ । କଟକ ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତି ୨ବର୍ଷ ହେଲା ଲିଭର ରୋଗରେ ପୀଡ଼ିତ ଥିଲେ। ଏକ!-->…
କୋଭିସିଲ୍ଡ ଟୀକା ବିରୋଧରେ ଆଭିଯୋଗ ଆଣିଲେ ଦମ୍ପତି
କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେନେକା ବିରୋଧରେ ମକଦ୍ଦମା ଦାୟର କରିବାକୁ ଯାଉଛନ୍ତି। ଏହି ଟୀକା ରକ୍ତ ଜମାଟ ବାନ୍ଧିବା ସହ କମ୍ ପ୍ଲାଲେଟ୍ ଗଣନା କରିବା ପରି!-->…
କୋଭିସିଲ୍ଡରୁ ସାଇଡ୍ ଇଫେକ୍ଟ; ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଆଶଙ୍କା
କରୋନା ମହାମାରୀ ସମୟରେ ନେଇଥିବା ଟିକା କୋଭିସିଲ୍ଡ ଭ୍ୟାକ୍ସିନକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି। କୋଭିସିଲ୍ଡ ଟିକା ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରୋଜେନିକା ବଡ ଖୁଲାସା କରିଛି। କୋର୍ଟରେ ଉପସ୍ଥାପିତ ଦଲିଲଗୁଡିକରେ କମ୍ପାନୀ ପ୍ରଥମ ଥର!-->…
ଏମ୍ଡିଏଚ୍ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ ମିଶୁଥିବା ଅଭିଯୋଗ
ଏମ୍ଡିଏଚ୍ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ଭାରତର କୋଣ ଅନୁକୋଣରେ ପ୍ୟାକେଟ ମସଲା ବ୍ୟବହାରକୁ ନେଇ ଲୋକଙ୍କ ମନରେ ଭୟ ପଶିଛି। ସରକାରଙ୍କ ପକ୍ଷରୁ!-->…