Browsing Category
ସ୍ବାସ୍ଥ୍ୟ
କ୍ୟାନସର୍ ରୋଗୀଙ୍କ ପାଇଁ ଖୁସି ଖବର: ଋଷ ପ୍ରସ୍ତୁତ କଲା କର୍କଟ ଟିକା
ସାରା ବିଶ୍ୱକୁ କଲବଲ କରୁଛି କର୍କଟ ଭଳି ଗମ୍ଭୀର ରୋଗ । ଅଧିକାଂଶ ଲୋକ ଏହି ରୋଗରେ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଦାବି କରିଛି ଯାହା ସମଗ୍ର ବିଶ୍ୱ ପାଇଁ ଆରାମର ଖବର ଅଟେ । ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ!-->…
କେଉଁ ଖାଦ୍ୟ ରୋଗପ୍ରତିରୋଧକ ଶକ୍ତିକୁ କ୍ଷତି କରେ
କରୋନାର ଦୁଇ ଦୁଇଟି ଲହର ଲୋକଙ୍କ ଜୀବନକୁ ଅନେକ କ୍ଷତି ପହଂଚାଇବା ପରେ ଏବେ ତୃତୀୟ ଲହର ପୁଣି ତାଣ୍ଡବ ରଚିଛି । ତେବେ କରୋନା କାଳରେ ଶରୀରର ସୁସ୍ଥ ରଖିବା ସବୁଠାରୁ ବଡ ବିଷୟ ହୋଇପଡିଛି । କରୋନା ସଂକ୍ରମିତ ରୋଗୀଙ୍କ ରୋଗପ୍ରତିରୋଧକ ଶକ୍ତି ଅନେକାଂଶରେ କ୍ଷତି ଘଟୁଛି । ତେବେ ଶରୀରରେ ରୋଗ!-->…
ପୁଣି କ୍ୱାଲିଟି ଚେକ୍ରେ ୨,୯୮୮ ଔଷଧ ହେଲା ଫେଲ୍
୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ!-->…
ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣି କେତେ ସୁରକ୍ଷିତ
ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ!-->…
ମନଇଚ୍ଛା ଆଣ୍ଟିବାୟୋଟିକ୍ ଔଷଧ ବ୍ୟବହାର ରୋଗୀଙ୍କ ପାଇଁ ଘାତକ ।
କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି!-->…
ଭିଟାମିନ୍ ଡି-୩ ସମେତ ୪୯ ଔଷଧ କ୍ବାଲିଟି ଟେଷ୍ଟରେ ଫେଲ୍ |
କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି ।!-->…
ବଜାରରେ ମିଳୁଛି ଚାଇନା ରସୁଣ,ସାବଧାନ!
୨୦୧୪ରୁ ଭାରତରେ ନିଷିଦ୍ଧ ହୋଇଥିବା ଚାଇନା ରସୁଣ ପୁଣି ଥରେ ବଜାରରେ ବିକ୍ରି ହେଉଛି। ଯେଉଁ ରସୁଣକୁ ଆପଣ ବଜାରରୁ ଦେଶୀ ଭାବିକି କିଣିକି ଘରକୁ ଆଣୁଛନ୍ତି ଏବଂ ରୋଷେଇ କରି ଖାଉଛନ୍ତି ତାହା କେମିକାଲରେ ପ୍ରସ୍ତୁତ ହୋଇଥିବା ଚାଇନା ରସୁଣ ହୋଇପାରେ। ଯେତେବେଳେ ବି ଆପଣ ବଜାରରୁ ରସୁଣ କିଣିବାକୁ!-->…
ଅକ୍ଟୋବର ୨୯ରେ ଆଜି ହେଉଛି ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’।
ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍ ଦିବସ’। ଏ ବର୍ଷର ଥିମ୍ ରହିଛି-‘ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍ର ଅନ୍ୟନାମ ବ୍ରେନ୍ ଆଟାକ୍ ବା ମସ୍ତିଷ୍କାଘାତ।!-->…
ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା!-->…
ଟାଇଫଏଡ ଓ ନିମୋନିଆ ଉପରେ କାମ କରୁନି ଆଣ୍ଟିବାୟୋଟିକ
ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଏହି ରୋଗ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆଗୁଡ଼ିକ ଉପରେ ସାଧାରଣ ଆଣ୍ଟିବାୟୋଟିକ୍ଗୁଡ଼ିକ କୌଣସି ପ୍ରତିକ୍ରିୟା ପକାଉ ନ ଥିବା ଇଣ୍ଡିଆନ୍!-->…
ଭାରତରେ ମଙ୍କିପକ୍ସର ‘କ୍ଲେଡ୍ 1ବି’ ଭାରିଆଣ୍ଟ ଚିହ୍ନଟ
ମଙ୍କିପକ୍ସକୁ ନେଇ ପୁଣି ଚିନ୍ତା ବଢିଲା। ଆଫ୍ରିକୀୟ ଦେଶରେ ଘାତକ ସାଜିଥିବା ମଙ୍କିପକ୍ସର ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି'ରେ ଜଣେ ଭାରତୀୟ ଯୁବକ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଷ୍ଟ୍ରେନକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ!-->…
ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଅତିକ୍ରମ
ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ୟ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ୭ ଦିନ ପୂର୍ବରୁ ରାଜ୍ୟରେ ୫୩୫୭!-->…