Browsing Category

ସ୍ବାସ୍ଥ୍ୟ

ଏପ୍ରିଲ ପହିଲାଠାରୁ ମହଙ୍ଗା ହେବ ଔଷଧ। ୮୦୦ ଜରୁରୀ ଔଷଧର ମୂଲ୍ୟ ବଢ଼ିବ।

ଆଣ୍ଟିବାୟୋଟିକ୍ସ, ଆଣ୍ଟି ଇଫେକ୍ଟିଭ ଓ ପେନ୍‌କିଲର ଭଳି ପ୍ରାୟ ୮୦୦ ଜରୁରୀ ଔଷଧ ମୂଲ୍ୟ ବଢ଼ିବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ। ତେବେ ଜ୍ବର,

ବିଶ୍ୱ ପଖାଳ ଦିବସ ର ଶୁଭେଚ୍ଛା ।।ପଖାଳର ମହତ୍ତ୍ଵ

ଓଡ଼ିଶାର ସାଂସ୍କୃତିକ ଜୀବନ, ଅର୍ଥନୈତିକ ଧାରା ଓ ସାମାଜିକ ଚଳଣି, ସବୁଥିରେ ପଖାଳର ସ୍ଵତନ୍ତ୍ର ସ୍ଥାନ ରହିଛି। ଓଡ଼ିଆ ଜାତିର ପ୍ରିୟ ଦେବତା ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ସୁବାସିତ ପଖାଳ,ଟଭା ପଖାଳ,ଚିପୁଡା ପଖାଳ,ରାଇ ପଖାଳ, ଘିଅ ପଖାଳ, ଦହି ପଖାଳ ଅର୍ପଣ କରାଯାଏ।ଶ୍ରୀଜଗନ୍ନାଥଙ୍କୁ

କ୍ଷୀର ପିଇବା ଶରୀର ପାଇଁ କେତେ ଉପକାରୀ ଅଟେ |

ଆମେ ପ୍ରାୟତଃ ସବୁବେଳେ ଶୁଣିଥାଉ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକଙ୍କର ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌‌ କ୍ଷୀର ପିଇବାର ଅଭ୍ୟାସ ରହିଛି।ବିଶେଷଜ୍ଞ ମତରେ ଯେଉଁ ଲୋକମାନେ କେବଳ ଶାକାହାରୀ ଖାଦ୍ୟ ଖାଇଥାନ୍ତି, ସେମାନେ ପ୍ରତିଦିନ କ୍ଷୀର ପିଇବା

ପୁରୁଷ କେବେ ସ୍ତ୍ରୀ ଲୋକର କାନ୍ଦକୁ ଦେଖିବାକୁ ଭଲ ପାଏ ନାହିଁ

ଅନେକେ ଲୋକ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ କାନ୍ଦି ପକାନ୍ତି ଯାହା ଫଳରେ ପୁରୁଷ ଏହାକୁ ଦେଖି ଶାନ୍ତ ପଡ଼ିଯାଏ ଓ ଝଗଡା ବି ଶାନ୍ତ ହୋଇ ଯାଏ ଏହାର କାରଣ ପୁରୁଷ କେବେ ସ୍ତ୍ରୀ ଲୋକର କାନ୍ଦକୁ ଦେଖିବାକୁ ପସନ୍ଦ କରେ ନାହିଁ |ବାସ୍ତବରେ କହିବାକୁ ଗଲେ, ଏକ ଗବେଷଣାରୁ

ରେଇ ସିଣ୍ଡ୍ରୋମ କ’ଣ?ଶୁଭୋଜିତ ଏହି ରୋଗରେ ପୀଡ଼ିତ ଥିଲା ।

୫ବର୍ଷରୁ ନେଇ ୧୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ରେଇ ସିଣ୍ଡ୍ରୋମ ହୋଇଥାଏ । ଜ୍ୱର ହୋଇ ଭଲ ହୋଇଥିଲେ ତିନିରୁ ଚାରିଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ଦେଖାଦିଏ । ଏହି ରୋଗ ହେଲେ ରୋଗୀ ଶରୀରରେ ସୁଗାର ସ୍ତର ହ୍ରାସ ପାଇଥାଏ । ଏପରିକି ରକ୍ତରେ ଆମୋନିଆ ଓ ଏସିଡିଟି ବଢ଼ିବା ସହ ମେଦ ବହୁଳତା ବୃଦ୍ଧି

କ୍ୟାନସର ଭଲ କରିବ ୧୦୦ ଟଙ୍କିଆ ବଟିକା

୧୦୦ ଟଙ୍କାରେ କ୍ୟାନସର ଚିକିତ୍ସା । ମୁମ୍ୱାଇର ଟାଟା ଇନଷ୍ଟିଚ୍ୟୁଟ୍ ଗବେଷଣାରେ ଦାବି । କେମୋ ଥେରାପି ବଦଳରେ ରାମବାଣ ସାଜିବ ବଟିକା । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ, ଭାରତର ସବୁଠୁ ବଡ ଏବଂ ସର୍ବୋତ୍ତମ କର୍କଟ ଡାକ୍ତରଖାନା। ଭାରତରେ ବଢୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ଟାଟା

ରସୁଣକୁ ତକିଆ ତଳେ ରଖି ଶୋଇଲେ ହୋଇଥାଏ ଖୁବ୍‌ ଲାଭ

ଶିରା ଏବଂ ଧମନୀ ସମସ୍ୟା ଥିବା ଲୋକମାନେ ରସୁଣ ବ୍ୟବହାର କଲେ ଭଲ । ରସୁଣ ହୃଦଘାତ ଓ ଯକୃତ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଏକ ଉପଯୁକ୍ତ ଔଷଧ । ରାତିରେ ରସୁଣକୁ ମୁଣ୍ଡ ତଳେ ରଖି ଶୋଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ଏହା ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହାବ୍ୟତୀତ ଜୀବନରେ

ଆଙ୍ଗୁଳି ଫୁଟାଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା

ଡାକ୍ତରଙ୍କ ଅନୁଯାୟୀ, ଆଙ୍ଗୁଠିରେ ଦୁଇଟି ହାଡର ଗଣ୍ଠି ମଧ୍ୟରେ ଏକ ତରଳ ପଦାର୍ଥ ରହିଥାଏ। ଏହା ହାଡ ମଧ୍ୟରେ ତେଲ ଭଳି କାମ କରେ। ଏହା ହେଉଛି ଏକ ଲିଗାମେଣ୍ଟ ସିନୋଭିଆଲ ଫ୍ଲୁଇଡ। ଆଙ୍ଗୁଳି ଫୁଟାଇବା ଦ୍ୱାରା ଆଙ୍ଗୁଠିରେ ଷ୍ଟ୍ରେନ ଏବଂ ଏହା ସହିତ ଲାଗିଥିବା ହାଡରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ।

ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର

ଗୋଟିଏ ପାତ୍ରରେ ପାଣି ଆଣନ୍ତୁ, ଏଥିରେ ତୁଳସୀ ପତ୍ର ୨୧ଟି ଏବଂ ଅଁଳା ଗୁଣ୍ଡ ୧୦ ଗ୍ରାମ ମିଶାନ୍ତୁ। ୧୫ ମିନିଟ ପରେ ସେହି ପାଣିକୁ ମୁଣ୍ଡରେ ଲଗାନ୍ତୁ। ଏହାପରେ କେଶ ଧୋଇ ଦିଅନ୍ତୁ।ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ

ସବୁଦିନ ୨ ଟି ଅଣ୍ତା ଖାଇଲେ ମିଳିବ ଚମତ୍କାରୀ ଲାଭ !

ଅଣ୍ତାରେ ଭିଟାମିନ୍, ଫାସଫୋରସ୍ ସେଲେନିୟମ୍ , କ୍ୟାଲସିୟମ ଜିଙ୍କ୍ ବି-୫ ବି-୧୨- ବି -୨ ବହୁତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଭଲ ରହିଥାଏ । ଏଥିରୁ ଅତିରିକ୍ତ ଅଣ୍ତାରୁ କ୍ୟାଲୋରି ପ୍ରୋଟିନ୍ ଓ ହେଲଦି ଫ୍ୟାଟ୍ ହୋଇଥାଏ , ଯାହା ଆମ ଶରୀର ପାଇଁ ବହୁତ ଲାଭ

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?ସାବଧାନ!

ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା

ଗୋଟିଏ ଦିନରେ କେତେ ରୁଟି ଖାଇବା ଉଚିତ ?

ରୁଟି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। କିନ୍ତୁ ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ