Browsing Category

ସ୍ବାସ୍ଥ୍ୟ

ଏହି ସବୁ ଲୋକ ଅଦା ଖାଇବା ନିଷେଧ,ତାଙ୍କ ପାଇଁ ବିଷ ସଦୃଶ ।

କେଉଁ ରୋଗୀମାନଙ୍କୁ ଅଦାଠାରୁ ଦୂରେଇ ରହିବା ଦରକାର, ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…। ୧.ଯେଉଁ ଲୋକମାନଙ୍କୁ କୌଣସି ପ୍ରକାରର ରକ୍ତ ବିକାର ରହିଥାଏ, ସେମାନଙ୍କୁ ଅଦାର ସେବନ କମ ବା ଜମା ବି କରିବା କଥା ନୁହେଁ । ଖାସ୍‌ କରି ହେମୋଫିଲିଆରେ ପୀଡ଼ିତ ରୋଗୀ । କାରଣ

ଶୀତଦିନେ ତ୍ଵଚାର ବିଶେଷ ଯତ୍ନ ନେବା ପାଇଁ ଏହି ଟିପ୍ସ

ଶୀତଦିନେ ତ୍ଵଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। କାରଣ ଏହି ଦିନେ ତ୍ଵଚା ଶୁଷ୍କ ହୋଇଯାଏ। ଏହାକୁ କମ୍ କରିବା ପାଇଁ ଆପଣ ଘରୋଇ ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ। ଏହା ଦ୍ଵାରା ତ୍ଵଚା ମୁଲାୟମ୍ ହେବା ସହ ଉଜ୍ଜ୍ଵଳ ମଧ୍ୟ ଦେଖାଯାଇଥାଏ। ଫଳ ଫେସ୍ ପ୍ୟାକ୍ଉ : ଜ୍ଜ୍ଵଳ ତ୍ଵଚା ପାଇଁ ଆପଣ

ଶୀତଦିନେ ଦହି ଖାଇବାର ଲାଭ

ଦହି ସ୍ବାସ୍ଥ୍ୟପ୍ରତି ହିତକର ଅଟେ | ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ବୃଦ୍ଧି ହୁଏ । ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ସେମାନଙ୍କ ପକ୍ଷେ ଦହି ଖାଇବା ଉଚିତ୍‌ ନୁହେଁ।

ଖରାଦିନ ଥଣ୍ଡା ପାଣି ପିଇଲେ ଦେହ ର କେଉଁ ଅଂଶରେ କ୍ଷତି ହୋଇଥାଏ ? ଜାଣନ୍ତୁ

ଗରମ ଦିନ ଆସିଲେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ

ସାପ କାମୁଡିବା ପରେ କିପରି ଉପଚାର କରିବା କରାଯିବ ଜାଣନ୍ତୁ

ସାପ କାମୁଡିବା ପରେ ନ ଡରି ତାର କିପରି ଉପଚାର କରିବା କରାଯିବ ତାହା ଦେଖିବା ଉଚିତ୍ , ସାପ କାମୁଡିଲେ ମନରେ ଭୟ ଆସିଯାଏ , ନିଶ୍ୱାସ ଅଧିକା ବେଗ ହୋଇଯାଏ , ଓ ଶରୀରରେ ରକ୍ତ ସଂଚାଳନ ଅଧିକ ହୋଇଯାଏ , ରକ୍ତ ପ୍ରବାହ ଅଧିକ ହୋଇଯାଏ , ଏମିତିରେ ମସ୍ତିଷ୍କ ଓ ହୃଦୟକୁ ଶାନ୍ତ କରିବାକୁ ହେଲେ କିଛି

ଥାଇରଏଡ୍‌ କ୍ୟାନ୍‌ସର, ତୁରନ୍ତ ଚିହ୍ନଟ ହୋଇପାରିଲେ ଚିକିତ୍ସା ସମ୍ଭବ

ଗତ କିଛି ବର୍ଷ ହେବ ଥାଇରଏଡ୍‌ କର୍କଟ (କ୍ୟାନ୍ସର) ବ୍ୟାଧି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପିଲାଙ୍କଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ବୟସର ବ୍ୟକ୍ତିଙ୍କଠାରେ ଏହା ଦେଖିବାକୁ ମିଳିଲାଣି। ମହିଳାଙ୍କ ମଧ୍ୟରେ ସଂପ୍ରତି ଏହା ୫ମ ସାଧାରଣ କ୍ୟାନ୍‌ସର ଭାବେ

ଲାଉ ଜୁସ୍‌ ନିୟନ୍ତ୍ରିତ କରେ ଉଚ୍ଚ ରକ୍ତଚାପ

ବଜାରରେ ଲାଉ ଚାହିଦା ରହିଛି। ଡାଇବେଟିସ ରୋଗୀଙ୍କୁ ଲାଉ ଖାଇବାକୁ ଡାକ୍ତର ପରାମର୍ଶ ଦେଉଥିବାରୁ ଅନେକ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି। କେବଳ ସେତିକି ନୁହେଁ ଲାଉ ବି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରେ। ଏଥିରେ ରହିଛି ୯୦ ପ୍ରତିଶତ ପାଣି ଓ ୧୦ ପ୍ରତିଶତ ଫାଇବର। କାର୍ବୋହାଇଡ୍ରେଡ୍‌

ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି କେତେ ଉପକାରୀ ଜାଣନ୍ତୁ

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ |ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି। ଗବେଷଣାରୁ

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ।

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଖଜୁରୀ କୋଳିରେ ଭିଟାମିନ, ଆଇରନ, ମିନେରାଲ, କ୍ୟାଲସିୟମ, ଆମିନୋଏସିଡ୍‌, ଫସ୍‌ଫରସ୍‌ ଓ ଭିଟାମିନ୍‌ ସି’ ଥାଏ। ଡାଇବେଟିସ୍‌ ରୋଗ ପାଇଁ ଏହା ମହୋଷେଧୀ ଭଳି କାର୍ଯ୍ୟ କରେ

ପ୍ରଥମ ଚିକନଗୁନିଆ ଭାଇରସ୍ ଭାକ୍ସିନକୁ ମିଳିଲା ମଞ୍ଜୁରୀ

ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭୂତାଣୁ ସଂକ୍ରମିତ ମସାଙ୍କ ଦ୍ୱାରା ବ୍ୟାପିଥାଏ। ଯାହା ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥିଲା।  ଫୁଡ ଆଣ୍ଡ ଡ୍ରଗ୍ ଆଡମିନେଷ୍ଟ୍ରେସନ (ଏଫଡିଏ) କହିଛନ୍ତି

ଫ୍ରିଜର ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ ରହିଥାଏ। ତେଣୁ ଆମେ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍ସିୟସ ରହିବା ଆବଶ୍ୟକ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ। କେବଳ ସେତିକି ନୁହେଁ, ଏହାର ସିଧାସଳଖ ପ୍ରଭାବ ପାଚନ

ମେଡିସିନ ଖାଉଥିଲେ ସତର୍କ ରୁହନ୍ତୁ |

ସମସ୍ତେ ମେଡ଼ିସିନ ତ ଖାଉଛନ୍ତି କିନ୍ତୁ ଏହା କିପରି ଖାଇବା ଉଚିତ ତାହା କେହି ଜାଣିନାହାନ୍ତି। ମେଡ଼ିସନ ଖାଇବାର ମଧ୍ୟ କିଛି ନା କିଛି ଉପାୟ ରହିଛି। ମନ ଇଚ୍ଛା ଏମିତି ମେଡ଼ିସନ ଖାଇଲେ ହୁଏତ ରୋଗ ଶୀଘ୍ର ଭଲ ହେବ ନାହିଁ। ତେଣୁ ଆମେ ଆଜି ଆପଣଙ୍କୁ କହିବୁ ମେଡ଼ିସିନ ଖାଇବାର ପ୍ରକୃତ ତରିକା।