Browsing Category
ସ୍ବାସ୍ଥ୍ୟ
ଖାଲିପେଟରେ ରସୁଣ ଖାଇବା ଖୁବ ଉପକାରୀ।
ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ବେଶ ସହାୟକ ହୋଇଥାଏ। ରସୁଣରେ କିଛି ବିଶେଷ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରରେ ଥିବା ଚର୍ବିକୁ ଦ୍ରୁତ ଗତିରେ କମାଇଥାଏ।ଖାଲିପେଟରେ କଞ୍ଚା ରସୁଣ ଖାଇବା ଦ୍ୱାରା ଦୁଃଶ୍ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ଚିନ୍ତା ଦୂର ପାଇଁ!-->…
କେଉଁ ଖାଦ୍ୟ ରୋଗପ୍ରତିରୋଧକ ଶକ୍ତିକୁ କ୍ଷତି କରେ |
କରୋନାର ଦୁଇ ଦୁଇଟି ଲହର ଲୋକଙ୍କ ଜୀବନକୁ ଅନେକ କ୍ଷତି ପହଂଚାଇବା ପରେ ଏବେ ତୃତୀୟ ଲହର ପୁଣି ତାଣ୍ଡବ ରଚିଛି । ତେବେ କରୋନା କାଳରେ ଶରୀରର ସୁସ୍ଥ ରଖିବା ସବୁଠାରୁ ବଡ ବିଷୟ ହୋଇପଡିଛି । କରୋନା ସଂକ୍ରମିତ ରୋଗୀଙ୍କ ରୋଗପ୍ରତିରୋଧକ ଶକ୍ତି ଅନେକାଂଶରେ କ୍ଷତି ଘଟୁଛି । ତେବେ ଶରୀରରେ ରୋଗ!-->…
କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି ??
ଆପଣକୁ କେବେ କେବେ ମଶା ତ କାମୁଡିଥିବେ ନିଶ୍ଚୟ । ବେଳେ ବେଳେ ଏମିତି ବି ହୋଇଥାଏ ମଶାମାନେ ଆପଣଙ୍କୁ କାମୁଡୁଥିବେ କିନ୍ତୁ ଆପଣଙ୍କ ପାଖରେ ଥିବା ଲୋକକୁ କାମୁଡୁନଥିବେ । ସେତେବେଳେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଏକ ଗବେଷଣାରୁ!-->…
କିଡ୍ନୀ ରୋଗରୁ ରକ୍ଷା ପାଇବା ପାଇଁ ଉପାୟ ।
କିଡ୍ନୀ ରୋଗରୁ ରକ୍ଷା ପାଇବା ପାଇଁ ଲୁଣ, ତେଲମସଲା ଓ ଆମୀଷ ଖାଦ୍ୟ କମ୍ ଖାଆନ୍ତୁ । ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ପାଣିକୁ ଫୁଟାଇ ଛାଣି ପିଅନ୍ତୁ । କୀଟନାଶକ ବ୍ୟବହାରବେଳେ ସତର୍କତା ଅବଲମ୍ବନ କରନ୍ତୁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ଡାଇବେଟିସ୍ ରୋଗୀଙ୍କ ପାଇଁ ଏବେ ଖୁସି ଖବର ।
ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଯାହା ସମ୍ପୂର୍ଣ ରୂପେ ଭଲ ହେବା କଷ୍ଟ ଅଟେ। ଏତ ବ୍ୟତୀତ ଅନ୍ୟାନ୍ୟ ବଡ଼ ରୋଗ ସବୁ ମାଡ଼ି ବସିଥାଏ। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର ଯେ ହରିଦ୍ବାରସ୍ଥିତ ଔଷଧ କମ୍ପାନୀ ଆକୁମ୍ସ ଡ୍ରଗ୍ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ନୂଆ!-->…
ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ଆପଣାନ୍ତୁ ଅରଖ ଫୁଲ
ଅରଖ ଫୁଲରେ ରହିଥାଏ ଅନେକ ପ୍ରକାର ଔଷଧୀୟ ଗୁଣ। ଏହା ଶ୍ୱାସ, କ୍ଷତଚିହ୍ନ, ରକ୍ତଚାପ ଏବଂ ଆଲର୍ଜି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଅରଖ ପତ୍ର ଓ ଫୁଲର ବ୍ୟବହାର ମଧୁମେହ ଭଳି ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରିଥାଏ।
କେବଳ ସେତିକି ନୁହେଁ, ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ,!-->!-->!-->…
ନିମ୍ବ ଜୁସ୍ ଦୂର କରେ ଏହି ସମସ୍ତ ରୋଗ।
ନିମ୍ବର ସ୍ବାଦ ପିତା ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ। ନିମ୍ବପତ୍ର କିମ୍ବା ତା’ର ବଳ୍କଳକୁ ଜୁସ୍ କରି ପିଆଯାଏ।
ନିମ୍ବ ଜୁସ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ।!-->!-->!-->…
ଲଙ୍କାରେ ଏହିସବୁ ଜିନିଷ ଅଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାର ସାଧିତ।
ଖାଦ୍ୟର ସ୍ବାଦ ବଢ଼ାଉଥିବା ଲଙ୍କାରେ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର ଅଛି । ଆଣ୍ଟିଅକ୍ସିଡାଣ୍ଟପୂର୍ଣ୍ଣ ଲଙ୍କା ଆମ ଶରୀରର ମେଟାବୋଲିଜିମ୍ କ୍ଷମତାକୁ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଏ। ସବୁଠୁ ମୁଖ୍ୟ କଥା ଯେ ଲଙ୍କା ସେବନ କଲେ ଆମ ଓଜନ ବି ନିୟନ୍ତ୍ରଣରେ ରୁହେ ।
!-->!-->!-->…
ପ୍ରାଣାୟମ ଓ ଯୋଗ ରେ ଭଲ ହେଉଛି ସ୍ତନ କର୍କଟ ରୋଗ।
ଟାଟା ମେମୋରିଆଲ୍ ସେଣ୍ଟର ତରଫରୁ କରାଯାଇଥବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ତନ କର୍କଟର ଚିକିତ୍ସାରେ ଯୋଗ ବହୁତ ଲାଭଦାୟକ ହୋଇଥାଏ। ଗବେଷଣା ପାଇଁ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସାରେ ଯୋଗକୁ ସାମିଲ କରାଯାଇଥିଲା। ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ସ୍ତନ କର୍କଟ ରୋଗୀଙ୍କୁ ଯୋଗରୁ ସୁଫଳ!-->…
ମୁଣ୍ଡରେ ରକ୍ତ ଶୋଷି ଥାଆନ୍ତି ଏହି ପୋକ । ମସ୍ତିଷ୍କ ଦୁର୍ବଳ କରନ୍ତି।
ପିଲାଦିନେ ଏହି ପୋକ ପିଲାଙ୍କ ମୁଣ୍ଡରେ ଅଧିକ ହୋଇଥାନ୍ତି। ମନୁଷ୍ୟର ମୁଣ୍ଡ କେଶରେ ଲୁଚି ରହୁଥିବା ଏହି ପୋକ ରକ୍ତ ଶୋଷି ବଞ୍ଚି ରହିଥାଏ। ଆମେରିକା ସେଣ୍ଟର୍ସ ଫର୍ ଡିଜିଜ୍ ଏବଂ ପ୍ରିଭେନ୍ସନ ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ ୬୦ ଲକ୍ଷରୁ ୧.୨୦ କୋଟି ଲୋକ ଏହାର ଶିକାର ହୋଇଥାନ୍ତି। ଅବଶ୍ୟ!-->…
ପ୍ରତ୍ୟେକ ବର୍ଷ ପାଖାପାଖି ଏତିକି ଲୋକ ସିଗାରେଟ୍ ଟାଣି ମୃତ୍ୟୁ ହେଉଛି।
ପ୍ରତ୍ୟେକ ବର୍ଷ ପାଖାପାଖି ୩.୫ ଲକ୍ଷ ଲୋକ ସିଗାରେଟ୍ ଟାଣିବା କାରଣରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସେହିପରି ନ୍ୟାସ୍ନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ କରିଥିବା ଗବେଷଣା ଅନୁସାରେ, ଧୂଆଁ ଟାଣୁଥିବା ୪୬ ପ୍ରତିଶତ ଲୋକ ନିରକ୍ଷର। ସେହିପରି ୧୬ ପ୍ରତିଶତ କଲେଜ ଛାତ୍ରଛାତ୍ରୀ!-->…
ଅଧିକ ଆଣ୍ଟିବାୟୋଟିକ୍ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ।
ସାଧାରଣତଃ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବା ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ଔଷଧ ସେବନକୁ ନେଇ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ଗାଇଡ୍ଲାଇନ ଆଣିଛି । ଯେଉଁଥିରେ ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ବ୍ରୋଙ୍କାଇଟିସ୍ ଭଳି ଅସୁସ୍ଥତାବେଳେ!-->…