Browsing Category

ସ୍ବାସ୍ଥ୍ୟ

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ଆପଣାନ୍ତୁ ଅରଖ ଫୁଲ

ଅରଖ ଫୁଲରେ ରହିଥାଏ ଅନେକ ପ୍ରକାର ଔଷଧୀୟ ଗୁଣ। ଏହା ଶ୍ୱାସ, କ୍ଷତଚିହ୍ନ, ରକ୍ତଚାପ ଏବଂ ଆଲର୍ଜି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଅରଖ ପତ୍ର ଓ ଫୁଲର ବ୍ୟବହାର ମଧୁମେହ ଭଳି ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ,

ନିମ୍ବ ଜୁସ୍‌ ଦୂର କରେ ଏହି ସମସ୍ତ ରୋଗ।

ନିମ୍ବର ସ୍ବାଦ ପିତା ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍‌ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ। ନିମ୍ବପତ୍ର କିମ୍ବା ତା’ର ବଳ୍କଳକୁ ଜୁସ୍‌ କରି ପିଆଯାଏ। ନିମ୍ବ ଜୁସ୍‌ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ।

ଲଙ୍କାରେ ଏହିସବୁ ଜିନିଷ ଅଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାର ସାଧିତ।

ଖାଦ୍ୟର ସ୍ବାଦ ବଢ଼ାଉଥିବା ଲଙ୍କାରେ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର ଅଛି । ଆଣ୍ଟିଅକ୍ସିଡାଣ୍ଟପୂର୍ଣ୍ଣ ଲଙ୍କା ଆମ ଶରୀରର ମେଟାବୋଲିଜିମ୍ କ୍ଷମତାକୁ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଏ। ସବୁଠୁ ମୁଖ୍ୟ କଥା ଯେ ଲଙ୍କା ସେବନ କଲେ ଆମ ଓଜନ ବି ନିୟନ୍ତ୍ରଣରେ ରୁହେ ।

ପ୍ରାଣାୟମ ଓ ଯୋଗ ରେ ଭଲ ହେଉଛି ସ୍ତନ କର୍କଟ ରୋଗ।

ଟାଟା ମେମୋରିଆଲ୍ ସେଣ୍ଟର ତରଫରୁ କରାଯାଇଥବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ତନ କର୍କଟର ଚିକିତ୍ସାରେ ଯୋଗ ବହୁତ ଲାଭଦାୟକ ହୋଇଥାଏ। ଗବେଷଣା ପାଇଁ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସାରେ ଯୋଗକୁ ସାମିଲ କରାଯାଇଥିଲା। ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ସ୍ତନ କର୍କଟ ରୋଗୀଙ୍କୁ ଯୋଗରୁ ସୁଫଳ

ମୁଣ୍ଡରେ ରକ୍ତ ଶୋଷି ଥାଆନ୍ତି ଏହି ପୋକ । ମସ୍ତିଷ୍କ ଦୁର୍ବଳ କରନ୍ତି।

ପିଲାଦିନେ ଏହି ପୋକ ପିଲାଙ୍କ ମୁଣ୍ଡରେ ଅଧିକ ହୋଇଥାନ୍ତି। ମନୁଷ୍ୟର ମୁଣ୍ଡ କେଶରେ ଲୁଚି ରହୁଥିବା ଏହି ପୋକ ରକ୍ତ ଶୋଷି ବଞ୍ଚି ରହିଥାଏ। ଆମେରିକା ସେଣ୍ଟର୍ସ ଫର୍ ଡିଜିଜ୍ ଏବଂ ପ୍ରିଭେନ୍ସନ ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ ୬୦ ଲକ୍ଷରୁ ୧.୨୦ କୋଟି ଲୋକ ଏହାର ଶିକାର ହୋଇଥାନ୍ତି। ଅବଶ୍ୟ

ପ୍ରତ୍ୟେକ ବର୍ଷ ପାଖାପାଖି ଏତିକି ଲୋକ ସିଗାରେଟ୍‌ ଟାଣି ମୃତ୍ୟୁ ହେଉଛି।

ପ୍ରତ୍ୟେକ ବର୍ଷ ପାଖାପାଖି ୩.୫ ଲକ୍ଷ ଲୋକ ସିଗାରେଟ୍‌ ଟାଣିବା କାରଣରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସେହିପରି ନ୍ୟାସ୍‌ନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ କରିଥିବା ଗବେଷଣା ଅନୁସାରେ, ଧୂଆଁ ଟାଣୁଥିବା ୪୬ ପ୍ରତିଶତ ଲୋକ ନିରକ୍ଷର। ସେହିପରି ୧୬ ପ୍ରତିଶତ କଲେଜ ଛାତ୍ରଛାତ୍ରୀ

ଅଧିକ ଆଣ୍ଟିବାୟୋଟିକ୍‌ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ।

ସାଧାରଣତଃ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବା ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍‌ ଔଷଧ ସେବନକୁ ନେଇ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଗାଇଡ୍‌ଲାଇନ ଆଣିଛି । ଯେଉଁଥିରେ ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ବ୍ରୋଙ୍କାଇଟିସ୍‌ ଭଳି ଅସୁସ୍ଥତାବେଳେ

ମାଣ୍ଡିଆ ଏହି ରୋଗ ସବୁ ଦୁର ହୁଏ।

ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ। କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି। ଏହା ଯେ କୌଣସି ତେଜରାତି ଦୋକାନ ମାନଙ୍କରୁ ସହଜରେ

ହଳଦୀ ରେ ସାପ ବିଷ ଓ କୃମି ଇତ୍ୟାଦି ଭଳି ମାରାତ୍ମକ ରୋଗ ସଙ୍ଗେ ସଙ୍ଗେ ଠିକ୍ କରେ।

ହଲଦୀରେ ଅନେକ ପ୍ରକାରର ଔଷଧିୟ ଗୁଣ ରହିଛି। ଆୟୁର୍ବେଦିକ ଚିକିତ୍ସାରେ ହଳଦୀର ବିଶେଷ ମହତ୍ତ୍ଵ ରହିଛି।ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ। ବଟା ହଳଦୀ ଦେହରେ ଲଗାଇଲେ କୌଣସି ଚର୍ମରୋଗ ହୁଏ ନାହିଁ ଓ ରାତିରେ ଶୋଇବା ଆଗରୁ

ଡ୍ରାଏ ସ୍କିନ୍ ସମସ୍ୟା ଓ ଏଥିରୁ କିଭଳି ପାଇବେ ମୁକ୍ତି ??

ଡ୍ରାଏ ସ୍କିନ୍ ସମସ୍ୟା ଅନେକ କାରଣରୁ ହୋଇପାରେ। ଯେପରି, ଋତୁ ପରିବର୍ତ୍ତନ, ଡିହାଇଡ୍ରେସନ୍, ବାର୍ଦ୍ଧକ୍ୟ, ଆଲର୍ଜି ଏବଂ ଶରୀରରେ ମାଇକ୍ରୋ ପୁଷ୍ଟିକର ଅଭାବ। ପରିବର୍ତ୍ତିତ ଋତୁରେ, ଅଧିକ ମଶ୍ଚରାଇଜର ବ୍ୟବହାର, ଅଧିକରୁ ଅଧିକ ପାଣି ପିଇବା ଏବଂ ଶରୀରରେ କୌଣସି ପ୍ରକାରର ପୁଷ୍ଟିକର ଜିନିଷର

ଖଣ୍ଡେ ଅଦା ର କରାମତି। ଏହିସବୁ ରୋଗକୁ ଖୁବ୍ ଶୀଘ୍ର ଦୁର କରେ ।

ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଅଦାକୁ ଶୁଖିଲା, ପାଉଡର, ତେଲ ଓ ରସ ଭାବରେ ବ୍ୟବହାର କରାଯାଇଥାଏ । ଅଦା ଭିଟାମିନ୍‌ ଏ, ବି, ସି ଓ ଇର ଉତ୍ତମ ଉତ୍ସ। ଏହାଛଡ଼ା କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗେନସିୟମ୍‌, ଫସ୍‌ଫରସ୍‌, ପୋଟାସିୟମ୍‌, ସୋଡିୟମ୍‌

ସଜନା ଶାଗର ଚମତ୍କାର ଉପକାରିତା… ଯାହା କେବେ ଜାଣି ନ ଥିବେ।

ଏହାର ପତ୍ର ଓ ଛୁଇଁରେ ଅନେକ ଔଷଧୀୟ ଗୁଣ ରହିଛି। ସଜନା ଶରୀର ପାଇଁ ଖୁବ୍ ଉପକାରୀ । ଜାଣନ୍ତୁ ଏହାର କିଛି ଉଷଧୀୟ ଗୁଣ। ୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ୍ ସି