Browsing Category

ଜୀବନ ଚର୍ଯ୍ୟା

କଦଳୀ ଖାଇବାର ଚମତ୍କାର ଲାଭ ବିଷୟରେ ଜାଣନ୍ତୁ

କଦଳୀ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ କଞ୍ଚା କଦଳୀ ଖାଇବା ଦ୍ବାରା ମଧୁମେହ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । କଞ୍ଚା କଦଳୀ ହୃଦୟ ପାଇଁ ବହୁ ଲାଭଦାୟକ । ଏଥିରେ ଥିବା ଫାଇବର ଯୋଗୁଁ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ

ନୂତନ ବର୍ଷରେ ଉପହାର ଦେବା ପୂର୍ବରୁ ସାବଧାନ !

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ପରେ ଆସିବ ନୂଆବର୍ଷ ୨୦୨୪। ନୂଆବର୍ଷ ଆସିବା ମାତ୍ରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଆରମ୍ଭ ହୋଇଯାଏ। ଲୋକମାନେ ନୂଆ ବର୍ଷରେ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଉପହାର ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଉପହାର ଦେବାରେ ସମ୍ପର୍କ ମଜବୁତ ହୁଏ। ଏପରି

ସୂର୍ଯ୍ୟକିରଣରୁ ମିଳିଥାଏ ଭିଟାମିନ୍‌-ଡ଼ି ତେବେ କେଉଁ ସମୟରେ ଖରାରେ ବସିବେ ?

ସାଧାରଣତଃ ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମସ୍ତିଷ୍କ ସହିତ ଏହା ସ୍ନାୟୁକୁ ମଧ୍ୟ ସକ୍ରିୟ ରଖିଥାଏ । ଯେଉଁଥି ପାଇଁ ଶରୀର ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ରୋଗରୁ ସୁରକ୍ଷିତ ରହିଥାଏ । ମସ୍ତିଷ୍କରୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ବାର୍ତ୍ତା ପଠାଇବା ପାଇଁ

ଆପଣ ଚିକେନ ଖାଇବା ଉଚିତ କି ? କଣ କହୁଛି ବ୍ଲଡ଼ ଗ୍ରୁପ

ଚିକେନ୍ ଖାଇବା ପାଇଁ ସମସ୍ତେ ପସନ୍ଦ କାରରନ୍ତି କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିଦିନ ଚିକେନ୍ ଖାଇବା କିଛି ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ବିପଦ ହୋଇଥାଏ । କେଉଁ ବ୍ଲଡ୍ ଗ୍ରୁପର ବ୍ୟକ୍ତି ଚିକେନ୍ ଖାଇବା ଉଚିତ୍ ଏବଂ କି ନୁହେଁ ? ତାହା ଜାଣନ୍ତୁ ,ବ୍ଲଡ୍ ଗ୍ରୁପ୍ ଆଧାରରେ ଖାଦ୍ୟ

ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ ନଚେତ ହେବ ବଡ କ୍ଷତି

ଅଣ୍ଡା ପ୍ରୋଟିନ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ରେ ସାହାର୍ଯ୍ୟ କରେ । କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଅଣ୍ଡା ସହିତ ଖାଇବା ଠିକ ନୁହେ । ପ୍ରଥମତଃ ଅଣ୍ଡା ସହ ସୋୟା କ୍ଷୀର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । କିନ୍ତୁ ଏହା ସହ ଅଣ୍ଡା ଖାଇବାର ଭୁଲ୍‌ କେବେ ବି କରନ୍ତୁନି । ଏପରି

ମାସିକ ଧର୍ମରେ ରକ୍ତସ୍ରାବ ଅଧିକ ହେଲେ ଏହିସବୁ ସମସ୍ୟା ଦେଖା ଦିଏ ?

ସାଧାରଣ ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମ ହେବା ଓ ରକ୍ତସ୍ରାବ ହେବା ଏକ ସାଧାରଣ କଥା ଅଟେ। କିନ୍ତୁ ମାସିକ ଧର୍ମରେ ଅଧିକ ରକ୍ତସ୍ରାବ ହେବା ଚିନ୍ତିର କାରଣ ହୋଇଥାଏ । ଏହି ସମୟରେ ଯୁବତୀମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହାକୁ ଅଣଦେଖା କରିବା ଅନୁଚିତ୍ ହୋଇଥାଏ । ମାସିକ ଧର୍ମର

କେବେ ପ୍ରେମରେ ବିଫଳ ହେବେ ନାହିଁ |ଏହି ନିୟମ ପାଳନ କରନ୍ତୁ

କେତେଜଣ ଲୋକ ନିଜ ପ୍ରେମରେ ବିଫଳ ହୋଇଯାନ୍ତି ତ ଅନ୍ୟ କେତେଜଣ ସଫଳ ମଧ୍ୟ ହୋଇଥାନ୍ତି । ବିଫଳ ହେବା ପରେ ଅଧିକାଂଶ ଲୋକେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥାନ୍ତି| ତେବେ ପ୍ରେମ କରିବା ପୂର୍ବରୁ କାହାର ମନ ଜିତିବା ଶିଖନ୍ତୁ ପ୍ରଥମେ ଯାହାକୁ ଭଲ ପାଉଛନ୍ତି ତାଙ୍କ ପାଇଁ ବଞ୍ଚିବା ଆରମ୍ଭ କରନ୍ତୁ

ଖବର କାଗଜରେ ଖାଦ୍ୟ ଖାଇବା ଅଭ୍ୟାସ ଥିଲେ ସାବଧାନ !

ଯେତବେଳେ ଆମେ କୌଣସି ଖାଦ୍ୟ ସାମଗ୍ରୀକୁ ବଜାରରେ କିଣୁ, ଦୋକାନୀ ଆମକୁ ଖବରକାଗଜରେ ଗୁଡ଼ାଇ ଦେଇଥାଏ । କିମ୍ବା ଆମେ ଖାଦ୍ୟ ନିଜେ ପ୍ୟାକ୍ କରିଥାଉ, ଯେତେବେଳେ ଆମେ ଏହାକୁ ଆଣିବାକୁ କିଛି ପାଇ ନ ଥାଉ, ସେତବେଳେ ଆମେ ଏହାକୁ ନିଜେ ଖବରକାଗଜରେ ଗୁଡ଼ାଇ ଆଣିଥାଉ । କିମ୍ବା ଆମେ ଖାଦ୍ୟ ବି

ଡାଇବେଟିସ୍‌ ନିୟନ୍ତ୍ରଣ ପାଇଁ ଛତୁ ଖାଇବା ଉଚିତ କାରଣ ଏଥିରେ …

ବ୍ଲଡ ସୁଗାର ସମସ୍ୟା ବୃଦ୍ଧି ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏଥିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ୍‌, ଭିଟାମିନ୍‌ ଡି,

ସୁନ୍ଦର ଦେଖାଯିବା ପାଇଁ …. ଘରେ କରନ୍ତୁ ଏହି ଜିନିଷ

ପୁଅ ହେଉ ବା ଝିଅ, ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି । ଏଥିପାଇଁ କିଏ ମେଡ଼ିସିନ ଖାଏ ତ କିଏ ବଜାରରେ ବିକ୍ରି ହେଉଥିବା କ୍ରିମ ବ୍ୟବହାର କରେ । କିନ୍ତୁ ଏସବୁ ଉପାୟକୁ ବାଦ ଦେଇ ଆପଣ ପ୍ରାକୃତିକ ଉପାୟ ଅବଲମ୍ବନ କଲେ ଅଧିକ ଆକର୍ଷଣୀୟ ଦେଖାଯିବେ । ଯଦି ଆପଣ ଘରେ ବସି ପ୍ରାକୃତିକ

ପଇଡ଼ ପାଣି ପିଇବା ଦ୍ୱରା ଏହି ରୋଗ ଦୂର ହୁଏ ।

ପଇଡ଼ ପାଣି ଯେତିକି ମଧୁର ସେତିକି ସ୍ୱାସ୍ଥ୍ୟ ହିତକାରୀ ଅଟେ |ଦେହରେ ଜଳୀୟ ଅଂଶ କମ ହେଉଥିବା ବେଳେ ପଇଡ ପାଣି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଯକୃତକୁ ସୁସ୍ଥ ରହିଥାଏ । ତେବେ ପ୍ରତିଦିନ ଏହ ପାଣିକୁ ପିଇଲେ ଶରୀରରେ ଥିବା ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିଯାଇ ହୃଦୟକୁ

ପୋଇ” ଖାଇବା ରେ ଯେମିତି ସ୍ୱାଦିଷ୍ଟ ସେମିତି ମାରାତ୍ମକ ରୋଗକୁ ଠିକ କରେ | ଜାଣନ୍ତୁ ରୋଗ ବିଷୟରେ ..

ପୋଇ କିଏ ବା ଖାଇବାକୁ ଭଲ ନ ପାଏ | ଏହା ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଲୋକମାନେ ରାଇତା , ତରକାରୀ ବା ସୁପକରି ପିଇବାକୁ ପସନ୍ଦ କରିଥାନ୍ତି । ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍,ଫ୍ୟାଟ୍,ଫାଇବର ଏବଂ ଆଇରନରେ ଭରପୂର ଥିବା ପୋଇ ଶରୀରର ଅନେକ ସମସ୍ୟାକୁ