Browsing Category

ଆଧ୍ୟାତ୍ମିକ

ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟକୁ ନେଇ ଏକ ପ୍ରେରଣାପ୍ରଦ କାହାଣୀ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ମିଳେ।

ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ଥିଲା ଶ୍ରୀରାମକୃଷ୍ଣ ପରମହଂସଙ୍କର ପ୍ରିୟ। ଗଙ୍ଗାଜଳ, ବ୍ରଜରଜ (ବୃନ୍ଦାବନର ଧୂଳି) ଓ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ସେ ‘ବ୍ରହ୍ମସ୍ୱରୂପ’ ବୋଲି ବିବେଚନା କରୁଥିଲେ। ସୁଦୂର ଦକ୍ଷିଣେଶ୍ୱରରେ ପୁରୀର ମହାପ୍ରସାଦ ଦୁର୍ଲଭ ଥିବାରୁ, ସେ ନିର୍ମାଲ୍ୟକୁ ହିଁ

ଏପରି କଲେ ଭଗବାନ ଶିବଙ୍କ କୋପରୁ ରକ୍ଷା ମିଳିବ ନାହଁ

ଭଗବାନ ଶିବ ସହଜରେ ପ୍ରସନ୍ନ ହୁ ଅନ୍ତି। ତାଙ୍କ ଆଶୀଷରେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ ଅଛି, ଯେଉଁଥିରେ ଭଗବାନ ଶିବ ଅସନ୍ତୁଷ୍ଟ ହେବା ସହ କୋପ କରନ୍ତି। ଏହାଦ୍ଵାରା ବ୍ୟକ୍ତିର ସୁଖଶାନ୍ତି ଦୂରେଇଯାଇ ଅନିଷ୍ଠ ହୁଏ । ଜାଣନ୍ତୁ ତେବେ ଉକ୍ତ

ଆସନ୍ତୁ ଜାଣିବା ପୁରୀ ମନ୍ଦିର ବିଷୟରେ କିଛି ରହସ୍ୟ କଥା

ଆମ ସମସ୍ତଙ୍କର ପ୍ରିୟ ଠାକୁର ଜଗତର ନାଥ ଜଗନ୍ନାଥ ।ଆମେ ଜାଣିବା ସେହି ଚାରି କୋଟି ଓଡିଆଙ୍କ ଜନନାୟକ ଜଗତର ନାଥ ଜଗନ୍ନାଥ ଙ୍କ ରହସ୍ୟ ବିଷୟରେ ।।ଦର୍ଶକ ବନ୍ଧୁ ୧୦ବର୍ଷ ତଳେ ଏମିତି ଏକ ରହସ୍ୟ ସୃଷ୍ଟି ହେଇଥିଲା ଯାହାକି ଏବେ ବି ସମସ୍ତ ଙ୍କୁ ଆଚମ୍ବିତ କରେ। ଜଗନ୍ନାଥ ଙ୍କ ମନ୍ଦିର ଏପରି ଏକ

କୃଷ୍ଣଙ୍କ ବାଲ୍ୟ ସାଥୀ ସୁଦାମା ଏତେ ଗରିବ ଥିଲେ କାହିଁକି?

କୃଷ୍ଣ ଓ ସୁଦାମାଙ୍କ କାହାଣୀ ତ ସମସ୍ତେ ଜାଣିଥିବେ ଆପଣ। ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଓ ନିର୍ଦ୍ଧନ ବ୍ରାହ୍ମଣଙ୍କ ଏହି କାହାଣୀ ବାସ୍ତବିକ ଶିକ୍ଷଣୀୟ। ଏଣୁ ଆଜିର ଦିନରେ ବି କୃଷ୍ଣସୁଦାମାଙ୍କ କାହାଣୀର ଯଥେଷ୍ଠ ତାତ୍ପର୍ଯ୍ୟ ରହିଛି। ଯେଉଁମାନେ କେବେ ଏହି କାହାଣୀ ମନନ କରୁଥିବେ ସେମାନଙ୍କ

କେଦାରେଶ୍ୱର ମନ୍ଦିର ର କିଛି ଜଣା ଅଜଣା କଥା

ଏହା ଅଷ୍ଟଶମ୍ଭୁ ମାନଙ୍କ ମଧ୍ୟରୁ ଅନ୍ୟତମ ।ଏହି କେଦାରେଶ୍ୱର ମନ୍ଦିର ଉପର ଅଂଶ ଭାଙ୍ଗି ଖସି ପଡ଼ି ଗଲାଣି ।ଏବେ ସୁଦ୍ଧା ବହୁ ପ୍ରସ୍ଥର ଖଣ୍ଡ ତଳେ ପଡ଼ିଛି ।୮୫ଡିସିମିଲ ସ୍ଥାନ ଉପରେ ମନ୍ଦିର ଓ ତାର ବେଢ଼ା ନିର୍ମିତ ହୋଇଛି ।ସାମ୍ନାରେ ନାଟ ମଣ୍ଡପ ଓ ଆଗରେ ପୁଷ୍କରିଣୀ ।ଏହି ଶିବ ମନ୍ଦିର

ଝାଡେଶ୍ଵର୍ ମନ୍ଦିର ବିଷୟରେ କିଛି ମାଳିକା ବର୍ଣ୍ଣିତ କଥା !!ଆସନ୍ତୁ ଜାଣିବା ମାଳିକାର ଏହି ମନ୍ଦିର ର କଣ ସମ୍ପର୍କ…

ଅମରାବତୀ ଗଡର ରାଜା ବସୁ କଳ୍ପ ଏହାକୁ ନିର୍ମାଣ କରିଥିଲେ ।ରାଜା ଠାକୁରଙ୍କ ସେବା ପାଇଁ ୩୬୦ ଏକର ଜମି ଖଞ୍ଜି ଦେଇଥିଲେ ।କେବଳ ପଣ୍ଡବମାନଙ୍କୁ ୧୦୦ଏକର ଜମି ଯାଗିର ଦିଆଯାଇଥିଲା ।ଠାକୁର ଙ୍କ ପାଖରେ ମୁଆଁ ,ପିଠା, ଓ ଅଲଣା ,ଖେଚୁଡ଼ି ଭୋଗ ହେଉଥିବାରୁ ତାଙ୍କୁ ଅଲଣାଖିଆ ବା ଅଲନେସ୍ୱର ମହାଦେବ

ବିରାଟ ରାଜା କିଏ ?ତାଙ୍କ ବିଷୟ ରେ କିଛି ରୋଚକ ତଥ୍ୟ

ବିରାଟ ରାଜା ଜଣେ ସୁଶାସକ, ବୀର ,ନ୍ୟାୟବାନ, ଓ ଧର୍ମପରାୟଣ ବ୍ୟକ୍ତିଥିଲେ ବୋଲି ଭଗବାନ କୃଷ୍ଣ ଅଜ୍ଞାତ ବନବାସ ସମୟରେ ପାଣ୍ଡବ ମାନଙ୍କୁ ଏହି ରାଜ୍ୟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।ସେ ଥିଲେ ଶୈବ ଭକ୍ତ ।ବିରାଟ ରାଜା ନଅର ଚତୁଃ ପାର୍ଶ୍ଵରେ ପ୍ରସ୍ତରକୁ ତାଡି ବିରାଟ ଗଡଖାଇ ନିର୍ମାଣ

କୁଣ୍ଡଳିନୀ ଶକ୍ତି ଜାଗ୍ରତ ଦ୍ଵାରା କି ଲାଭ ହୁଏ ? ଜାଣନ୍ତୁ ବହୁତ୍ କିଛି ତଥ୍ୟ

ଆମ ଶରୀର ଅନନ୍ତ ଶକ୍ତିର କେନ୍ଦ୍ରସ୍ଥଳ । ବ୍ରହ୍ମାଣ୍ଡର ସବୁ ଶକ୍ତି ଆମ ଶରୀର ଭିତର ନିହିତ ଅଛି । ହେଲେ ଆମେ ଅଜ୍ଞାନବଶତଃ ଏ ସବୁ ଜାଣି ପାରୁନେ । ଆମେ ଯଦି ଚାହିଁବା ତେବେ ଅନେକ ଅସମ୍ଭବ କାମ କରି ପାରିବା । ଯେଉଁମାନଙ୍କୁ ଆମେ ଭଗବାନ କିମ୍ବା ମହାପୁରୁଷ ବୋଲି ମାନୁଛେ, ବାସ୍ତବରେ

କନକଗିରି ପୀଠ ଏକ ସିଦ୍ଧ ପୀଠ ଭାବରେ ଖ୍ୟାତ, ଏହାର ମାହାତ୍ମ୍ୟ କଥା ଜାଣନ୍ତୁ।

କନକଗିରି ନାମକ ଏକ ବିରାଟ ପର୍ବତ ଗତ୍ରରେ ଅବସ୍ଥିତ ।କନକାଗିରି ପୀଠ ଏକ ସିଦ୍ଧ ପୀଠ ଭାବରେ ଖ୍ୟାତ।ଏହି ମଠ ହେଉଛି ପୁରୀ ସାତ ଲହଡ଼ି ମଠ ର ଶାଖା ମଠ ।କୁହାଯାଏ ପଞ୍ଚ ଶାଖା ଯୁଗର ଅତିବଡ଼ି ଜଗନ୍ନାଥ ଦାସଙ୍କର ଗୁରୁ ଶ୍ରୀ ଗୋବର୍ଦ୍ଧନ ଦାସ ଙ୍କର ଏ ପାହାଡ଼ ଥିଲା ସାଧନା ପୀଠ ଏହିଠାରେ ଥିବା

କନମିରା ସ୍ଥିତ କନକେଶ୍ୱର ଶିବ ମନ୍ଦିର

ଅଜ୍ଞାତ ବନବାସ ସମୟରେ ପାଣ୍ଡବ ମାନେ ଭଗତପୁର ନିକଟସ୍ଥ ପାଞ୍ଚଭାୟା ପର୍ବତରେ ରହୁଥିବା ବେଳେ ଦ୍ରୌପଦୀ ପ୍ରତ୍ୟେହ ରାତ୍ରିର ୪ର୍ଥ ପ୍ରହରରେ ନିକଟସ୍ଥ କନକଗିରି ପାହାଡ଼ର ପାଦଦେଶରେ ଥିବା କନକେଶ୍ୱର୍ ଶିବ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ । ଏହି କଥା ସାରଳା ଦାସ ଙ୍କ ମହାଭାରତରେ

ଆସନ୍ତୁ ଜାଣିବା କଣ ରହିଛି ଡମଡମଣି ପୀଠର ମାହାତ୍ମ୍ଯ

ଏହି ଦେବୀ ଡ଼ାଳିଯୋଡ଼ା ରାଜାଙ୍କ ଗଡଦେବୀ ବା ଦୁର୍ଗ ରକ୍ଷାକର୍ତ୍ତି ଥିଲେ ।ମହାଭାରତ ବନ ପର୍ବ ରେ ଲେଖା ଅଛି ଯେ , ଅଜ୍ଞାତ ବନବାସ ସମୟରେ ଅର୍ଜୁନ ଏଠାରେ ଗଣ୍ଡା ବଦ୍ଧ କରି ଏହି ମନ୍ଦିର କୁ ସ୍ଥାପନ କରିଥିଲେ ।ଦେଉରି ମାନେ ଏଠାକାର ପୂଜକ ଅଟନ୍ତି ।ମନ୍ଦିର କଡ଼ରେ ଡମଣି ଝର ,କେତକୀ

ପଞ୍ଚୁ ପାଣ୍ଡବ ବିଷୟରେ କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା

ଏକ ଜଳଉକା ପାହାଡ଼ ର ପାଦ ଦେଶରେ ଅବସ୍ଥିତ ।ସବୁ ମନ୍ଦିର ବଉଳ ମାଳିଆ ପଥର ରେ ନିର୍ମିତ ।ଏହା ଚୂନ କିମ୍ବା ସିମେଣ୍ଟ ଦ୍ଵାରା ଯୋଡେଇ ହୋଇନି ।ମନ୍ଦିର ଗାତ୍ର ଠିକ୍ କୋଣାର୍କ ଓ ଭୁବନେଶ୍ବର ରାଜାରାଣୀ ମନ୍ଦିରର କାରୁକାର୍ଯ୍ୟ ଭଳି । ୨୦୦ଫୁଟ ଲମ୍ବ ଓ ୨୦୦ଫୁଟ ଚଉଡ଼ା ବିଶିଷ୍ଟ ଏକ ବର୍ଗାକାର