Browsing Category

ଆଧ୍ୟାତ୍ମିକ

ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ ।

ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ ଓ କପିଳାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ

ଜାଣନ୍ତୁ ତୁଳସୀ ତୋଳିବାର ସଠିକ୍‍ ନିୟମ

ପ୍ରାୟତଃ ସମସ୍ତ ମନ୍ଦିରଗୁଡିକ ଚାରିପାଖରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । ଶୈବପୀଠକୁ ଛାଡି ପବିତ୍ର ତୁଳସୀ ପତ୍ରକୁ ସମସ୍ତ ଧାର୍ମିକ ଅନୁଷ୍ଠାନ ଏବଂ ଦେବାଦେବୀଙ୍କ ପୂଜାରେ ଲଗାଯାଇଥାଏ । ତୁଳସୀ ପତ୍ର ମୁଖ୍ୟତଃ ଭଗବାନ ବିଷ୍ଣୁଙ୍କ ପୂଜାରେ ଲାଗିଥାଏ ।କିମ୍ବଦନ୍ତୀ ଅନୁସାରେ ତୁଳସୀଙ୍କ

ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ।।

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ‌ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ପବିତ୍ର ସରଯୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜା ଦଶରଥ ଓ ମହାରାଣୀ କୈାଶଲ୍ଯା ଙ୍କ ପୁତ୍ର ଭାବେ ପୁନର୍ବସୁ ନକ୍ଷତ୍ରରେ ମଧ୍ୟାହ୍ନର ମାହେନ୍ଦ୍ର ବେଳାରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ଜୀବନ ହେଉଛି

ଭଗବାନ ଶବ୍ଦ କୁ ବିଶ୍ଳେଷଣ କରାଗଲେ ତାହା ଏହିଭଳି ହେବ

lଭଗବାନ ଶବ୍ଦ କୁ ବିଶ୍ଳେଷଣ କରାଗଲେ ତାହା ନିମ୍ନ ପ୍ରକାରେ ଗଣାଯାଏ ଯଥା-ଭ=ଭୂମି,ଗ=ଗଗନ,ବ=ବାୟୁ,ଅ=ଅଗ୍ନି ଏବଂ ନ=ନୀର lତେଣୁ ଆମ ଭାଷା ରେ ଆପ,କ୍ଷୀତି,ତେଜ ମରୁତ ଏବଂ ବ୍ୟୋମ ଏହି ପଞ୍ଚଭୂତ କୁ ନେଇ ଗଠିତ ଭଗବାନ lଏହି ପଞ୍ଚଭୂତ ର ସମଷ୍ଟି ମଧ୍ୟ ଅଟନ୍ତି ଶ୍ରୀରାମ ତେଣୁ ସେ ଅଟନ୍ତି ସାରା

ଶ୍ରୀରାମ ଚରିତ ମାନସ ପାଠ ବିଷୟରେ କିଛି ଆବଶ୍ୟକ ଶିକ୍ଷା

ସୃଷ୍ଟିକର୍ତ୍ତା ଶ୍ରୀଗଣେଶ, ସୃଷ୍ଟିକାରିଣୀ ମା ସରସ୍ଵତୀ, ଭଗବାନ ଭବାନୀଶଙ୍କର,କବୀଶ୍ଵର ଶ୍ରୀବାଲ୍ମିକୀ,କପୀଶ୍ଵର ଶ୍ରୀହନୁମାନ ଙ୍କୁ ଶ୍ରୀରାମଚରିତମାନସ ର ସ୍ରଷ୍ଟା ଶ୍ରୀମଦ୍ ଗୋସ୍ୱାମୀ ତୁଳସୀ ଦାସ ସର୍ବପ୍ରଥମେ ବନ୍ଦନା କରିଛନ୍ତି। ରଘୁନାଥ ଙ୍କ ପ୍ରତି ଭକ୍ତି ହେଉଛି ବର୍ଷା ଋତୁ।ସନ୍ଥ

ସୂର୍ଯ୍ୟ ଉପାସନା ଓ ବିରଞ୍ଚିନାରାୟଣ ପୂଜା ।।

ପଞ୍ଚଦେବଙ୍କ ମଧ୍ୟରେ ଶ୍ରୀ ଗଣେଶଙ୍କ ପରେ ସୂର୍ଯ୍ୟଦେବ। ପ୍ରତ୍ୟହ ସକାଳୁ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଜଳ ସମର୍ପଣ କରିବା ବିଧି କେଉଁ କାଳରୁ ପ୍ରଚଳିତ। ହିନ୍ଦୁ ପରମ୍ପରାରେ ବିରଞ୍ଚିନାରାୟଣ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କ ସମନ୍ୱିତ ରୂପ। ସେ ଉଦୟରେ ବ୍ରହ୍ମା,

୨୦୨୪ ରେ ପ୍ରଥମ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ

ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ ନାସା ଅନୁଯାୟୀ, ୨୦୨୪ର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୮ରେ ହେବ। ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପରେ ଆରମ୍ଭ ହୋଇ ମେକ୍ସେିକୋ ଆମେରିକା ଏବଂ କାନାଡା ଦେଇ ଅତିକ୍ରମ କରିବ। କୋଷ୍ଟା ରିକା, କ୍ୟୁବା, ଅରୁବା, କେମୈନ ଦ୍ବୀପ,

ସୁନା-ରୂପାରେ ପ୍ରସ୍ତୁତ ହୋଇଛି ରାମଲଲାଙ୍କ କଠଉ

ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଉଦ୍‌ଘାଟନକୁ ଆଉ କିଛି ଦିନ ଥିବାବେଳେ ରାମଲଲାଙ୍କୁ ଦେଖିବା ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା।ରାମ ମନ୍ଦିରରେ ରହିବାକୁ ଥିବା ରାମଙ୍କ ପାଦୁକା ଏକ କେଜି ସୁନା ଏବଂ ୭ କିଲୋ ରୁପାରେ

ଉତ୍କଳୀୟ ସଂସ୍କୃତିରେ ପ୍ରଥମାଷ୍ଟମୀର ମହତ୍ତ୍ଵ।

ଓଡ଼ିଶାର ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀର ଅନ୍ୟ ନାମ ସୈାଭାଗିନୀ ଅଷ୍ଟମୀ। ପୂର୍ବରୁ ମାର୍ଗଶିର ମାସକୁ ସବୁ ମାସ ମଧ୍ୟରେ ସାର ତଥା ଆଦ୍ୟ ମାସ ଭାବେ ଗ୍ରହଣ କରାଯାଇ, ଏହାର ପ୍ରଥମ ଅଷ୍ଟମୀରେ ବଂଶର ପ୍ରଥମ ଜାତ ସନ୍ତାନକୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଉଥିଲା। ଏହି ପରମ୍ପରା ଆଜି ବି

ଏହିସବୁ କାମ କଲେ ଲକ୍ଷ୍ମୀ ଛାଡି ଚାଲିଯିବେ ଆଉ ଦୁଃଖ କଷ୍ଟ ମାଡିଆସିବ

ମା ଲକ୍ଷ୍ମୀ ଯାହା ପାଖରେ ଥାନ୍ତି ତାହା ପାଖରେ ଧନ, ଦୌଲତର ଅଭାବ ରହି ନ ଥାଏ। ଯଦି ଲକ୍ଷ୍ମୀ ରାଗି ଯାଆନ୍ତି, ତ ଧନବାନଙ୍କୁ ମଧ୍ୟ କାଙ୍ଗାଳ ହେବାକୁ ବେଶି ସମୟ ଲାଗି ନ ଥାଏ।ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଘର ଛାଡ଼ି ଚାଲି

ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା, ଐତିହ୍ୟ ରେ କଳିଙ୍ଗର ନୌବାଣିଜ୍ୟ ।।

ଭାରତୀୟ ଉପମହାଦେଶର‌ ପୂର୍ବ ଭୂଖଣ୍ଡରେ ଅବସ୍ଥିତ ‌ଓଡିଶା ରାଜ୍ୟ। ଏହା ପୂର୍ବରୁ କଳିଙ୍ଗ ବା ଉତ୍କଳଦେଶ ଥିଲା। ଉତ୍କଳ ରାଜ୍ୟ,ଗଙ୍ଗା ନଦୀର ଦକ୍ଷିଣ ତଟରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା।ରାଜା ବୈକୁଣ୍ଠ ନାଥ ଦେ, ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ଦାବିରେ,୧୯୦୨ମସିହାରେ

ଶ୍ରୀ ମନ୍ଦିରରେ ଲକ୍ଷ୍ମୀ ନୃସିଂହ ବେଶ ।।

ଶ୍ରୀଜୀଉଙ୍କର ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ପବିତ୍ର ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହେଉଛି। ଅବକାଶ ନୀତି ପରେ ଏହି ବୈକୁଣ୍ଠ ବେଶ ଅନୁଷ୍ଠିତ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀଶ୍ରୀ ବଳଭଦ୍ରଙ୍କ ଶ୍ରୀମସ୍ତକର ଶିଖର ଭାଗରେ ଜରି,ବେତ ଓ କନାର