Browsing Category

ଆଧ୍ୟାତ୍ମିକ

ସାବିତ୍ରୀ ଅମାବାସ୍ୟା ଉପରେ କିଛି ଅଜଣା କଥା

ସାବିତ୍ରୀ ଅମାବାସ୍ୟା ପଛରେ ମଧ୍ୟ ରହିଛି ଏକ ପୌରାଣିକ ଏବଂ ଐତିହାସିକ କାହାଣୀ । ଭାରତୀୟ ପରମ୍ପରାରେ ଦୁଇ ଶ୍ରେଷ୍ଠ କନ୍ୟା ହେଲେ ସତୀ ଏବଂ ସାବିତ୍ରୀ । ଉଭୟ ହେଉଛନ୍ତି ମାତୃ ଦେବୀଙ୍କର ପାର୍ଥୀବ ଅବତାର । ଉଭୟ ରାଜକନ୍ୟା ଥିବାରୁ ନିଜ ଇଚ୍ଛାରେ ସେମାନେ ବିବାହ କରିଥିଲେ । ପୁରାଣ କାହାଣୀ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ,ବାସ୍ତୁଦୋଷ ସୃଷ୍ଟି କରେ ଝାଡ଼ୁ ପଢନ୍ତୁ

୧. ଝାଡ଼ୁର ବ୍ୟବହାର ଠିକ୍‌ ଭାବରେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସନ୍ଧ୍ୟାରେ ଘର ଝାଡ଼ୁ କରିବା ପାଇଁ ମନା କରାଯାଇଥାଏ। ଏହି ସମୟରେ ଝାଡ଼ୁ କଲେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଘରୁ ଚାଲିଯାଇଥାଏ। ଏପରିକି ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଅଭାବ ହୋଇଥାଏ। ୨.