Browsing Category

ଆଧ୍ୟାତ୍ମିକ

ମଙ୍ଗଳ ମହାଦଶା ଥିଲେ କରନ୍ତୁ ଏମିତି ପ୍ରତିକାର ।

ନାମ ମଙ୍ଗଳ କିନ୍ତୁ ସମସ୍ତ ଅମାଙ୍ଗଳୀକ କାର୍ଯ୍ୟ ପାଇଁ ଦାୟୀ. ମହାଦେବଙ୍କ ଝାଳ ବୁନ୍ଦା ପୃଥିବୀରେ ପଡିବା କ୍ଷଣି ତହିଁରୁ ଉତ୍ପନ ହେଲେ ମଙ୍ଗଳ. ପୃଥିବୀ ମାତାଙ୍କ ଠାରୁ ଜନ୍ମ ହୋଇଥିବାରୁ ମଙ୍ଗଳ ଗ୍ରହଙ୍କୁ ଭୂମି ତନୟ ବା ଧରିତ୍ରୀ ପୁତ୍ର ମଧ୍ୟ କୁହାଯାଏ. ପ୍ରଚଣ୍ଡ କ୍ରୋଧୀ ଗ୍ରହ ହୋଇଥିବା

ଅଗ୍ନି ଉତ୍ସବ କାହିଁକି ପାଳନ କରନ୍ତି??

ଅଗ୍ନି ଉତ୍ସବ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା

ପ୍ରଭୁ ଶ୍ରୀ ରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଆସିଲା ଶାଳଗ୍ରାମ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମମନ୍ଦି ରେ ଏହି ଦୁଇଟି ପଥରରେ ପ୍ରଭୁ ଶ୍ରୀ ରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ମନ୍ଦିରରେ ପୂଜା ପାଇବେ। ଗତ ଗୁରୁବାର ନେପାଳରୁ ଆସିଥିବା ଦୁଇଟି ଶାଳଗ୍ରାମ ପଥର ଅଯୋଧ୍ୟାରେ ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ବାତାବରଣ

ବାସ୍ତୁଶାସ୍ତ୍ର ଅନୁସାରେ ଏହିଭଳି ଘରଟିଏ କରନ୍ତୁ । ବୃଦ୍ଧି ହେବ ସୁଖ ଓ ସମୃଦ୍ଧି

ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ନୂଆ ଘର ପାଇଁ କ’ଣ ସବୁ ଜରୁରୀ ବାସ୍ତୁ ଟିପ୍ସ ରହିଛି ଜାଣନ୍ତୁ ସେ ସମ୍ପର୍କରେ… ନୂଆ

୩୦ ବର୍ଷୀୟା ମହିଳା ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିବା ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି।

ଜୟପୁରର ନିକଟବର୍ତ୍ତୀ ଗୋବିନ୍ଦଗଡ଼ର ପୂଜା ସିଂ ନାମ୍ନୀ ଜଣେ ୩୦ ବର୍ଷୀୟା ମହିଳା ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିବା ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ ସମୟର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ମିଳିଥିବା ସୂଚନାନୁଯାୟୀ ଗତ ୮ରେ ପୂଜା ସିଂ ରୀତିନୀତି ଅନୁଯାୟୀ

ବହୁଦିନ ପରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଲା।

କଟକ ମହାନଦୀ ପଠାରେ ଥିବା ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଛି। ଆଜି ଧବଳେଶ୍ୱର ପୀଠକୁ ଯାଇ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ମହାନଦୀ ପଠାରେ ଚାଲିଥିବା ଅସ୍ଥାୟୀ ବାଲିବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି। ୩୫ ଲକ୍ଷ ଟଙ୍କାରେ

ପକୃତି ଓ ପରମ୍ପରାର ନିଆରା ପର୍ବ ପବିତ୍ର ବକୁଳ ( ବଉଳ ) ଅମାବାସ୍ୟା …

ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର

ମୃତ୍ୟୁ ପରେ ଆମର କଣ ହୋଇଥାଏ? ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗରୁଡ ପୁରାଣ

ଦୁନିଆରେ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ମୃତ୍ୟୁ ପରେ ଆମର କଣ ହୋଇଥାଏ? ସତରେ କଣ ମଣିଷର ମୃତ୍ୟୁ ପରେ ପରଲୋକକୁ ଚାଲି ଯାଆନ୍ତି? ସତରେ କଣ ମଣିଷର ପୂର୍ନଜନ୍ମ ହୋଇଥାଏ? ଏହିସବୁ ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ହେଲେ ଗରୁଡ଼ ପୁରଣାରେ ମୃତ୍ୟୁକୁ ନେଇ କିଛି

ଗୁପ୍ତେଶ୍ୱର ଗୁମ୍ଫା ହେଉଛି ଶିବଙ୍କ ଉଦ୍ଦେଶ୍ୟରେ ଏକ ଗୁମ୍ଫା ମନ୍ଦିର।

ଏହା ଓଡିଶା ର କୋରାପୁଟ ଜିଲ୍ଲା ଜୟପୁର ଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ଏକ ତୀର୍ଥସ୍ଥାନ | ଏହା ଏକ ଚୂନ ପଥର ଗୁମ୍ଫା ଏବଂ ଏହାର ମୁଖ୍ୟ ଆକର୍ଷଣ ହେଉଛି ବିଶାଳ ଶିବ ଲିଙ୍ଗ ଯାହା ଆକାରରେ ବୃଦ୍ଧି ପାଉଛି ବୋଲି କୁହାଯାଏ | ବିଶ୍ୱାସ କରାଯାଏ ଯେ ଗୁମ୍ଫା ରାମା ଦ୍ୱାରା ଆବିଷ୍କୃତ

ଜୋଗାମାୟ ଶକ୍ତି ପୀଠ’ ଏବଂ ‘ଯୋଗସାଦନା ଦେବଗୁମ୍ଫା’ ର ରହସ୍ୟ ଜାଣିବା।

କାଲାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁରୁଜିମୁଣ୍ଡା ଗ୍ରାମ ନିକଟ ତେଲ ନଦୀ କୂଳରେ ଥିବା ବିରିପୁଡା ପାହାଡର ପାଦଦେଶରେ ‘ଜୋଗାମାୟ ଶକ୍ତି ପୀଠ’ ଏବଂ ‘ଯୋଗସାଦନା ଦେବଗୁମ୍ଫା’ ଅବସ୍ଥିତ। ପାହାଡ ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟରେ ଘେରି ରହିଥିବା ‘ଜୋଗାମାୟା ପୀଠ’ ଏବଂ

ଶ୍ରୀମଦ ଭାଗବତ ଗୀତା ର ଅର୍ଥ କଣ??

ଶ୍ରୀମଦ୍ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର କାବ୍ୟିକ ସଂକଳନ । କେହି କେହି ଏହାର ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କୁହନ୍ତି । ଭଗବାନଙ୍କ କଥିତ ବାଣୀ ପରମଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବାରୁ ଏହାକୁ ଦିବ୍ୟ-ଗୀତ ବୋଲି

୧୪ ବର୍ଷ ଧରି ଲକ୍ଷ୍ମଣ ଙ୍କ ସ୍ତ୍ରୀ ଉର୍ମିଳା କାହିଁକି ସୋଇରହିଥିଲେ ??

ବନବାସ ଯିବା ସମୟରେ ଶ୍ରୀରାମଚନ୍ଦ୍ର ନିଜ ପତ୍ନୀ ସୀତାଙ୍କୁ ସାଂଗରେ ନେଇ ଯାଇଥିଲେ । କିନ୍ତୁ ଲକ୍ଷ୍ମଣ ଦୀର୍ଘ ୧୪ବର୍ଷ ନିଜ ପତ୍ନୀଙ୍କୁ ଛାଡି ବଣରେ ରହିଥିଲେ । ବନବାସକୁ ଯିବା ସମୟରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ମଧ୍ୟ ଲକ୍ଷ୍ମଣଙ୍କ ସହ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ